Odisha Elections 2024

ପୁଣି ବନ୍ଦ ହେଲା ହୀରାକୁଦର ୪ ଗେଟ୍‌

ସମ୍ବଲପୁର, ୧୮।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଥିବା ୪୦ଟି ଗେଟ୍‌ ମଧ୍ୟରୁ ଗୁରୁବାର ୮ଟି ଗେଟ୍‌ ବନ୍ଦ ହୋଇଥିବା ବେଳେ ପୁଣି ଆଉ ୪ଟି ଗେଟ୍‌କୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ର ଅଧିକ ଗେଟ୍‌ ଖୋଲାଯାଇଥିଲା। ଜଳସ୍ତର କମୁଥିବାରୁ ସନ୍ଧ୍ୟା ସୁଦ୍ଧା ୧୨ଟି ଗେଟ୍‌କୁ ବନ୍ଦ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଗେଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନେତାଙ୍କୁ ହତ୍ୟା: ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ଛେଣ୍ଡିପଦା,୨୮।୫: ଅନୁଗୋଳ ଜିଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜନୈତିକ...

ମା’ଙ୍କ ମଥାରୁ ଖସିଲା ପୁଷ୍ପ: ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଶୁଭାରମ୍ଭ

ଛତ୍ରପୁର,୨୮।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲାରେ ପ୍ରତି ୨ବର୍ଷକୁ ଥରେ ହେଉଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଏହା ଜୁନ...

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର,୨୮।୫: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଙ୍ଗଳବାର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେବା...

କୁଲଡିଆ ରେଞ୍ଜରୁ ଆସିଲା ଦୁଃଖଦ ଘଟଣା: ଟ୍ରେଞ୍ଜ ଗାତରେ ପଡ଼ି ଗର୍ଭବତୀ ହାତୀର ମୃତ୍ୟୁ

ବାଲେଶ୍ୱର,୨୮।୫: ବାଲେଶ୍ୱର ଜିଲା କୁଲଡିଆ ରେଞ୍ଜ ଅସନଘାଟି ଜଙ୍ଗଲରୁ ମଙ୍ଗଳବାର ଏକ ଦୁଃଖଦ ଖବର ସାମ୍‌ନାକୁ ଆସିଛି। ଖୋଲାଯାଇଥିବା ଏକ ଟ୍ରେଞ୍ଜ ଗାତରେ ପଡିରେ ଏକ...

ଅସହ୍ୟ ଗୁଳୁଗୁଳିରେ ଗାଁ, ସହରବାସୀ କଲବଲ

ପଟ୍ଟାମୁଣ୍ଡାଇ,୨୮ା୫ (କଳ୍ପତରୁ ନାୟକ):ଲଘୁଚାପଜନିତ ରବିବାର ମେଘ ପବନ ପରେ ସୋମବାର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ସହରର ତାପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ...

ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ...

ଜୁନ ୪ ନବୀନ ସରକାରଙ୍କ ଏକ୍ସପାଏରୀ ଡେଟ୍‌: ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୪: ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି।...

ଡ୍ରାଇଭିଂବେଳେ ଫୋନ୍‌ ବ୍ୟବହାର, ଯାଇଛି ୧୬୩ ଜୀବନ

ଭୁବନେଶ୍ୱର,୨୮।୫(ସୂର୍ଯ୍ୟକାନ୍ତ ବେହେରା):ଗାଡ଼ି ଚଳାଇବାବେଳେ ଡ୍ରାଇଭରମାନେ ମୋବାଇଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ ଅଧିକାଂଶ ମାନୁ ନ ଥିବାରୁ ଦୁର୍ଘଟଣା ବଢ଼ୁଛି। ଗାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri