Home Left

ମାନିବୁନି କରୋନା କଟକଣା, ଲୋକଙ୍କୁ ଗିରଫ କଲା ପୋଲିସ…

ଅଟଓ୍ବା, ୩୦।୪ : କାନାଡାରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା କଟକଣାକୁ ବିରୋଧ କରି ଲୋକେ ଏକଜୁଟ ହୋଇଛନ୍ତି। ଲୋକେ କରୋନା କଟକଣାରେ ବ୍ୟତିବ୍ୟସ୍ତ ହୋଇ ଏହାକୁ ନମାନିବାକୁ କହିଛନ୍ତି। ଲୋକେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ଭିଡ଼କୁ…

ଧର୍ମାନୁଷ୍ଠାନରୁ ହଟିଲା ୪୬ ହଜାର ବେଆଇନ ଲାଉଡ୍‌ସ୍ପିକର

ଲକ୍ଷ୍ନୌ,୩୦ା୪: ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୪୬ ହଜାର ଲାଉଡ ସ୍ପିକରକୁ ଧାର୍ମିକ ସ୍ଥାନରେ ବିନା ଅନୁମତିରେ ହଟାଇ ଦିଆଯାଇଛି। ଆଇନ ଅନୁଯାୟୀ ଲଗାଯାଇଥିବା ପ୍ରାୟ ୫୯ ହଜାର ଲାଉଡ୍‌ ସ୍ପିକରର ଶବ୍ଦକୁ ମଧ୍ୟ ହ୍ରାସ କରାଯାଇଛି। ୟୁପି ଏଡିଜି ଆଇନ ଏବଂ…

ରେକର୍ଡ ଭାଙ୍ଗିଲା ଟିଟିଲାଗଡ଼

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଶନିବାର ରାଜ୍ୟର ୯ଟି ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ ସହରରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଛି। ଏହା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ସେହିଭଳି…

ପ୍ରଚଣ୍ଡ ଖରାରେ ପାଣି ପାଇଁ ଛଟପଟ

ସିଂହପୁର,୩୦ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ରୌଦ୍ରତାପରେ ସାରା ରାଜ୍ୟ ଜଳୁଥିବା ବେଳେ ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ମଧ୍ୟ ଗ୍ରୀଷ୍ମପ୍ରଭାବ ବୃଦ୍ଧି ପାଉଛି। ପୂର୍ବାହ୍ନ ୧୧ଟା ପରେ ସାଧାରଣ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ବିଭିନ୍ନ ସ୍ଥାନରେ ଜଳକଷ୍ଟ…

ଟୁର୍ନାମେଣ୍ଟ ଅଧାରୁ ପଦ ଛାଡ଼ିଲେ ଜାଡେଜା, ପୁଣି ଚେନ୍ନାଇ ମଙ୍ଗ ସମ୍ଭାଳିବେ…

ମୁମ୍ବାଇ,୩୦।୪: ଟୁର୍ନାମେଣ୍ଟ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ରବିନ୍ଦ୍ର ଜାଡେଜା। ଫଳରେ ପୁଣି ଥରେ ଚେନ୍ନାଇର ଦାୟିତ୍ୱ ମହେନ୍ଦ୍ର ସିଂହ ଧୋନୀ ନେବେ। ଶନିବାର ଏନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି। ସିଏସ୍‌କେ ପକ୍ଷରୁ…

ଗର୍ଜିଲା ବ୍ୟାଟ୍‌: କୋହଲିଙ୍କ ଅର୍ଦ୍ଧଶତକ ପରେ ଖୁସିରେ ନାଚିଲେ ଅନୁଷ୍କା

ମୁମ୍ବାଇ,୩୦।୪: ଫର୍ମକୁ ଫେରିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ଦୀର୍ଘଦିନର ଅପେକ୍ଷା ପରେ ରନ୍‌ ମେଶିନଙ୍କ ପ୍ରଦର୍ଶନ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ ଅନୁଷ୍କା ଶର୍ମା ଖୁସିରେ ନାଚିବାକୁ ଲାଗିଥିଲେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ…

ନାଗ ସାପ ସହ ବରଯାତ୍ରୀଙ୍କ ‘ନାଗିନ୍‌ ଡ୍ୟାନ୍ସ’; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଚମକାଇବା ଭଳି ଭିଡିଓ ଦେଖିଥାଇ ପାରନ୍ତି, ହେଲେ ଏବେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। କାରଣ ଭିଡିଓଟିରେ ବରଯାତ୍ରୀମାନେ ସତ ସତିକା ନାଗ ସହ ‘ନାଗିନ୍‌ ଡ୍ୟାନ୍ସ’ କରୁଥିବା…

ଆଜି ବି ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ପାଇଁ ପାଗଳ ରୋହିତ ଶର୍ମା

ନୂଆଦିଲ୍ଲୀ,୩୦।୪: ବଲିଉଡ୍‌ ଫିଲ୍ମ ପ୍ରତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦୁର୍ବଳତା ରହିଆସିଛି। ବହୁତ କମ୍‌ ଲୋକ ଜାଣନ୍ତି ସେ ବଲିଉଡ ଅଭିନେତ୍ରୀ କରିନା କପୁରଙ୍କ ବଡ଼ ପ୍ରଶଂସକ। ପ୍ରଥମ ଚଳଚ୍ଚିତ୍ରରୁ ହିଁ ଅଭିନେତ୍ରୀ ତାଙ୍କୁ ପସନ୍ଦ ଆସିଥିଲେ।…

ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ ୨୫୪ ଛାତ୍ରୀଛାତ୍ର

କୋକସରା,୩୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ୨ଟି ପରୀକ୍ଷା କେନ୍ଦ୍ର ଜବାହର ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ମୋଟ୍‌ ୨୫୪ ଜଣ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷା ଦେଇଥିବା ବେଳେ ୧୦୧ ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିବା ସୂଚନା ମିଲିଛି।…

ଝଡ଼ବର୍ଷାରେ ଭାଙ୍ଗିଲା ୧୭୧୦ କୋଟିର ନିର୍ମାଣଧୀନ ପୋଲ…

ଭାଗଲପୁର, ୩୦।୪ : ବିହାରର ଭାଗଲପୁରରେ ଖଗଡ଼ିଆଠାରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ୧୭୧୦.୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏକ ପୋଲ ଶୁକ୍ରବାର ବିଳମ୍ବିତ ରାତ୍ରରେ ହୋଇଥିବା ଝଡ଼ବର୍ଷାରେ ଭାଙ୍ଗି ଯାଇଛି। ଏନେଇ ନିର୍ମାଣ କମ୍ପାନୀ ଉପରେ…

ଆଉ ନାହାନ୍ତି ଲୋକପ୍ରିୟ ଗାୟକ ତାଜ୍‌

ବମ୍ବେ: ଆଉ ନାହାନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ତାଜ୍‌। ୫୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ନିକଟରେ ସେ କୋମାରୁ ସୁସ୍ଥ ହୋଇଥିଲେ। ଯାହା ସୂଚନା ରହିଛି ଶୁକ୍ରବାର ଅର୍ଥାତ ୨୯ ଏପ୍ରିଲରେ ତାଙ୍କର ମୃତ୍ୟୁ ଘଟିଛି। କଥିତ ଭାବେ…

ବିରାଟଙ୍କ ପୁଷ୍ପା ଡ୍ୟାନ୍ସ ଭିଡିଓ ଶେୟାର କଲେ ସାମନ୍ଥା

ମୁମ୍ବାଇ: ପୁଷ୍ପା ଫିଲ୍ମର ଗୀତରେ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ଅଭିନେତା ପ୍ରଭାସ ‘ଓ୍ବ ଓ୍ବ ଅଣ୍ଟାଓ୍ବା’ ଗୀତରେ ଡ୍ୟାନ୍ସ କରୁଥିଲେ। ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ। ଏହି ଦୁଇ ଅଭିନେତ୍ରୀ ଅଭିନେତାଙ୍କ ବ୍ୟତୀତ ଅଲୁ ଅର୍ଜୁନ ବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri