ବିଏସ୍ଏନ୍ଏଲ୍ର ଜବରଦସ୍ତ ପ୍ଲାନ୍! ୭୯୭ ଟଙ୍କା ରିଚାର୍ଜରେ ୩୯୫ ଦିନର ବୈଧତା,ଦୈନିକ ୨ ଜିବି ଡାଟା
ନୂଆଦିଲ୍ଲୀ,୧୬।୩: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍) ବୁଧବାର ଏହାର ନୂତନ ୭୯୭ ଟଙ୍କା ରିଚାର୍ଜ ପ୍ଲାନ୍ ଆଣିଛି। ଏଥିରେ ଗ୍ରାହକଙ୍କୁ ୩୬୫ ଦିନର ଭାଲିଡିଟି(ବୈଧତା) ମିଳିବ। ଏହି ପ୍ଲାନ୍ରେ ଗ୍ରାହକମାନେ ପ୍ରତିଦିନ ଅସୀମିତ ଭଏସ୍ କଲ, ୨ ଜିବି ହାଇ…
ଚଢ଼ାଉ ସମୟରେ ଗଞ୍ଜେଇ ଭର୍ତ୍ତି ବୋଲେରୋ ଛାଡ଼ି ଚାଳକ ଚମ୍ପଟ
କୋକସରା,୧୬ା୩(ଡି.ଏନ୍.ଏ.): କୋରାପୁଟ ଅଞ୍ଚଳରୁ କଳାହାଣ୍ଡି ପଟେ ଆସୁଥିବା ଏକ ବୋଲେରୋ ନମ୍ବର ଓ ୦୮ ସି ୪୨୮୪ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗର ମିଳିତ ଟିମ୍ ଚଢ଼ାଉ…
ଏବେଠୁ ରାଜ୍ୟରେ ପାରଦ ଉପରମୁହାଁ: ୪୦ ଡିଗ୍ରୀ ଉପରେ ୩ ସହର
ଭୁବନେଶ୍ୱର,୧୬ା୩(ବ୍ୟୁରୋ)-ରାଜ୍ୟରେ ଆରମ୍ଭ ହୋଇଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ସହିତ ପ୍ରବଳ ଉତ୍ତାପ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ବୁଧବାର ରାଜ୍ୟର ୩ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ…
ଧରିତ୍ରୀ ପ୍ରଭାବ: ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଆୟୋଗ
ହାଟଡିହୀ୧୬ା୩(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢ଼ା ପଞ୍ଚାୟତ ୧୪ଟି ଓ୍ବାର୍ଡକୁ ନେଇ ଗଠିତ। ସରପଞ୍ଚ ପଦବୀ ପାଇଁ ଭାରତୀ ପାତ୍ର ,ସାଗରିକା ଜେନା,ସୁକାନ୍ତି ପାତ୍ର ମୋଟ୍ ୩ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଥିଲେ। ମୋଟ ୪୫୭୦ ଜଣ ମତଦାନ କରିଥିବା…
ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ କୀର୍ତ୍ତିମାନ ରଚିଲେ ଝୁଲନ
ନୂଆଦିଲ୍ଲୀ,୧୬।୩: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ରେ ଭାରତର ଝୁଲନ ଗୋସ୍ବାମୀ ବିଶ୍ୱ ରେକର୍ଡର ଅଧିକାରୀ କରିଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଝୁଲନ ଦିନିକିଆରେ ୨୫୦ ଉଇକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ…
ଭାଜପା ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ପାଇଁ ଷ୍ଟାର ପ୍ରଚାରକ
କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଭାଜପା ଅଧ୍ୟକ୍ଷା ପ୍ରାର୍ଥିନୀ ନିକୁ ସାହୁଙ୍କ ପ୍ରଚାର ପାଇଁ ଷ୍ଟାର ପ୍ରଚାର ଭାବେ ଓଡ଼ିଆ ସିନେ ତାରକା ଓହ୍ଲାଇଛନ୍ତି। ସିନେଷ୍ଟାର ପୁପିନ୍ଦର ସିଂ, ଲିପ୍ସା ମିଶ୍ର, ପ୍ରିୟଙ୍କା ମହାପାତ୍ର ଓ କମେଡିଆନ ସୁମନ ମହାରଣା ବୁଧବାର ନିକୁଙ୍କ ପାଇଁ ୧୨…
‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦେଶକ ବିବେକଙ୍କ ଲଭ୍ଷ୍ଟୋରୀ: କିଛି ଏଭଳି…
ବମ୍ବେ: ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ନୂଆ କୀର୍ତ୍ତିମାନ ରଚୁଛି। ଦର୍ଶକମାନେ ଏହାକୁ ବେଶ ପସନ୍ଦ କରୁଥିବା ବେଳେ ଦିନକୁ ଦିନ ଏହାର ବ୍ୟବସାୟ ବଢ଼ିବାରେ ଲାଗିଛି। କଶ୍ମୀର ପଣ୍ଡିତମାନଙ୍କ ଉପରେ ଆଧାରିତ…
ନିକ୍ଙ୍କ ପୂର୍ବରୁ ପିସିଙ୍କ ପ୍ରେମରେ ପଡ଼ିଥିଲେ ଏହି ହଲିଉଡ୍ ଅଭିନେତା; ଅଧା ଘଣ୍ଟାରେ ଥରେ କରିଥିଲେ ପ୍ରପୋଜ୍…
ବମ୍ବେ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ନିକ୍ ଜୋନାସଙ୍କୁ ବିବାହ କରିଛନ୍ତି। ନିକଟରେ ଉଭୟ ପିତାମାତା ମଧ୍ୟ ହୋଇଛନ୍ତି। ହେଲେ ଦିନ ଥିଲା ପିସିଙ୍କୁ ବିବାହ କରିବାକୁ ବଲିଉଡ୍ ତଥା ହଲିଉଡ୍ର କିଛି କଳାକାର ଚାହିଁ ରହିଥିଲେ। ସେଭଳି ଜଣେ…
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଲମାନ୍ଙ୍କ ଏଣ୍ଟ୍ରି
ସାଉଥ ସିନେମାର ବଢୁଥିବା ଲୋକପ୍ରିୟତା ଦେଖି ଏବେ ବଲିଉଡ ତାରକାମାନେ ଟଲିଉଡ ଆଡକୁ ମୁହାଁଉଛନ୍ତ। ଅଜୟ ଦେବଗନଙ୍କ ପରେ ଆଲିଆ ଭଟ୍ଟ ଏବେ ସଲମାନ ଖାନ ମଧ୍ୟ ସାଉଥ ଫିଲ୍ମ ଜଗତରେ ପ୍ରବେଶ କରିଛନ୍ତି। ତାଙ୍କୁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଗଡଫାଦରରେ…
ନୂଆ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟଶାଳୀ ନମ୍ବର
ଅମୃତସର,୧୬।୩: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଭାଗୱନ୍ତ ମାନ ଶପଥ ନେଇଛନ୍ତି। ଶହୀଦ ଭଗତ ସିଂଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଆବାହକ ତଥା…
ଗଛରେ ପିଟିହେଲା ବସ୍: ଜଣଙ୍କ ଜୀବନ ଗଲା, ୧୦ରୁ ଊର୍ଦ୍ଧ୍ୱ ଆହତ
କୋରାପୁଟ,୧୬ା୩(ସ୍ବ.ପ୍ର.): କୋରାପୁଟ ଦାମନଯୋଡ଼ିରୁ ଏକ ବସ୍ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ହେଲପରଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ଏହା ଏକ ଗଛରେ ପିଟି ହୋଇଯାଇଥିଲା। ଆନ୍ଧ୍ରପ୍ରଦେଶର…
ଏପ୍ରିଲ ୪ରୁ ସକାଳୁଆ କୋର୍ଟ; ଜାଣନ୍ତୁ କେଉଁଠି ହେବନାହିଁ ଲାଗୁ
କଟକ ଅଫିସ,୧୬।୩: ଏପ୍ରିଲ ୪ ତାରିଖରୁ ସକାଳୁଆ ହେବ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ। ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। କୋର୍ଟ…
Archives


