ପୁଣି ଭାଙ୍ଗିଲେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ନ୍ୟୁୟର୍କ,୧୯ା୮: ନ୍ୟୁୟର୍କର ଏକ ମନ୍ଦିର ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି। ଏହି ମାସରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଏହା ପରେ ଏକ ସ୍ଥାନୀୟ ସ୍ବେଚ୍ଛାସେବୀ ଗୋଷ୍ଠୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଶ୍ରୀ ତୁଳସୀ ମନ୍ଦିରରେ ଥିବା ପ୍ରତିମୂର୍ତ୍ତିକୁ ହାତୁଡ଼ିରେ ନଷ୍ଟ କରି ଏହାର ଚାରିପାଖ ତଥା ରାସ୍ତାରେ ଘୃଣ୍ୟ ଶବ୍ଦ ଲେଖିଥିଲେ ଦୁର୍ବୃତ୍ତ। ଭିଡିଓରୁ ଜଣାପଡ଼ିଛି, ଏହାକୁ ୨୫-୩୦ ବର୍ଷୀୟ ଯୁବକ ଭାଙ୍ଗିଛନ୍ତି। ପୋଲିସ ସୂଚନାନୁସାରେ, ଦୁର୍ବୃତ୍ତମାନେ ଏକ ଧଳା ମର୍ସିଡିଜ ବେଞ୍ଜ ଗାଡ଼ିରେ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ...

ପୃଥିବୀକୁ ଧ୍ୱଂସ କରିଥିବା ଗ୍ରହାଣୁ ପିଣ୍ଡଯୋଗୁ ବି ସୃଷ୍ଟି ହୋଇଥିଲା ଜୀବନ

ପେନସିଲ୍‌ଭାନିଆ,୬।୨: ପ୍ରାୟ ୬୬ ନିୟୁତ ବର୍ଷ ତଳେ ପୃଥିବୀ ସହିତ ଚିକ୍ସିଲୁବ୍‌ ଗ୍ରହାଣୁପିଣ୍ଡ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଭୂମିକମ୍ପ ହେବା ସହିତ ଅଗ୍ନି ଉଦ୍‌ଗୀରଣ...

ସମଲିଙ୍ଗୀ ବିବାହକୁ ଅନୁମତି,…

ବେର୍ନ,୨୭।୯: ସୁଇଜରଲାଣ୍ଡରେ ସରକାର ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ହୋଇଥିବା ଜନମତ ସଂଗ୍ରହରେ ୬୪.୧ ପ୍ରତିଶତ ନାଗରିକ ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି।...

ଯୁଦ୍ଧରେ ୟୁକ୍ରେନର ୩ ହଜାରରୁ ଅଧିକ ନାଗରିଙ୍କର ହୋଇଛି ମୃତ୍ୟୁ: ମିଳିତ ଜାତିସଂଘ

କ୍ୱିଭ,୩ ।୫: ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି କି ୨୪ ଫେବୃୟାରୀରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନର ୩,୦୦୦ରୁ...

ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ୩ ମାସ ପରେ ପୁଣି ହୋଇପାରନ୍ତି ସଂକ୍ରମିତ!

ନ୍ୟୁୟର୍କ,୧୫।୮: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଏବେ ବିଶ୍ୱର କୋଟି କୋଟି...

ମେ ୧୪ରେ ତୁର୍କିରେ ନିର୍ବାଚନ

ଅଙ୍କାରା,୨୩ ।୧: ତୁର୍କିର ରାଷ୍ଟ୍ରପତି ରେସେପ ତଇପ ଏର୍ଦେଗନ ରବିବାର ଘୋଷଣା କରିଛନ୍ତି, ଯେ ନିର୍ଦ୍ଧାରିତ ସମୟର ୧ ମାସ ପୂର୍ବରୁ ମେ ୧୪ରେ ନିର୍ବାଚନ...

ଆସିଲା ନୂଆ କର୍କଟ ଟିକା: ମୃତ୍ୟୁ ଆଶଙ୍କା ୪୪ ପ୍ରତିଶତ ହେବ କମ୍‌…

ଲଣ୍ଡନ,୧୫।୧୨ : ପ୍ରଥମ ଥର ପାଇଁ ଏଭଳି କର୍କଟ ଟିକା ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ରୋଗୀଙ୍କ ମୃତ୍ୟୁ ଆଶଙ୍କା ୪୪ ପ୍ରତିଶତ ହ୍ରାସ ପାଇଛି।...

ମିଳିଲା ନରଭକ୍ଷୀ ଡାଇନାସୋର ଜୀବାଶ୍ମ…

ବ୍ରାଜିଲ୍‌ର ଦକ୍ଷିଣ ଅଞ୍ଚଳରୁ ଏକ ନରଭକ୍ଷୀ ଡାଇନାସୋର ଜୀବାଶ୍ମ ମିଳିଛି। ଏହି ପ୍ରଜାତିର ଡାଇନାସୋର ୨୩ କୋଟି ବର୍ଷ ତଳେ ପୃଥିବୀରେ ବାସ କରୁଥିଲା ବୋଲି...

Advertisement
Archives

Model This Week