Home Left

ଆତଙ୍କବାଦ ତାଲିମ ନେଉଛନ୍ତି କଶ୍ମୀର ଯୁବକ: ଏନ୍‌କାଉଣ୍ଟରରେ ଗଲାଣି ୧୭ ଜୀବନ

ନୂଆଦିଲ୍ଲୀ,୩।୫: ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ପାକିସ୍ତାନରୁ ତାଲିମ ନେଇ ଫେରିଥିବା ୧୭ ଜଣ କଶ୍ମୀରୀ ଯୁବକ ଏନ୍‌କାଉଣ୍ଟରେ ନିହତ ହେଲେଣି। ସେମାନଙ୍କ ମଧ୍ୟରୁ କେତେଜଣ ଅସ୍ତ୍ରଶସ୍ତ୍ର ତାଲିମ ନେଇଥିଲେ। ସେମାନେ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ଯାଇ ସେଠାରୁ ଆତଙ୍କବାଦ ତାଲିମ…

ନିକ୍‌ଙ୍କ ପୂର୍ବରୁ ପିସିଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପିସି ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସର୍ବଦା ଆଲୋଚନାରେ ରହିଥାନ୍ତି। ୨୦୧୮ରେ ପ୍ରିୟଙ୍କା ଏବଂ ନିକ୍‌ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏକ ରିପୋର୍ଟ ଅନୁଯାୟୀ, ସ୍ବାମୀ…

ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୩।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩ ଜଣ…

ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ଭାଇରାଲ ହୋଇଥିଲା ଏହି ଅଭିନେତାଙ୍କ ଫଟୋ, ବାପା କହିଥିଲେ…

ବଲିଉଡ୍‌ ଅଭିନେତା ରଣବୀର କପୁର ନିକଟରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଲିଆଙ୍କୁ ନିଜ ଜୀବନସାଥୀ କରିବା ପୂର୍ବରୁ ତାଙ୍କ ଜୀବନରେ ଅନେକ ଝିଅ ଆସିଥିଲେ । ଏମିତିକି କେତେ ଜଣଙ୍କ ସହ ତାଙ୍କ ଫଟୋ…

ଏଲ୍‌ଏସି ନିକଟ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ପୋଲ ନିର୍ମାଣ କରୁଛି ଚାଇନା!

ବେଜିଂ,୩ ।୫: ନୂଆବର୍ଷ ଅବସରରେ ଚାଇନା ଯଦିଓ ଭାରତୀୟ ସେନା ସହ ମିଠାଇ ଆଦାନ ପ୍ରଦାନ କରିଛି, ହେଲେ ଡ୍ରାଗନ ତା’ର ପୂର୍ବ ପ୍ରକୃତି ଛାଡି ପାରୁ ନାହିଁ । ମିଳଥିବା ସୂଚନା ଅନୁଯାୟୀ, ପୂର୍ବ ଲଦ୍ଦାଖରେ ପ୍ୟାଙ୍ଗଙ୍ଗ ହ୍ରଦରେ ଚାଇନାର…

ସାମନାରେ ଶିବସେନାର ଆକ୍ରମଣ, ରାଜ ଠାକରେଙ୍କ ଏମଏନଏସକୁ କହିଲା ଭାଜପାର ଅନ୍ତବସ୍ତ୍ର

ମୁମ୍ବାଇ,୩ ।୫: ଶିବସେନା ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଟାର୍ଗେଟ କରିଛି । ଏମଏନଏସକୁ ନେଇ ଶିବସେନା ଏକ ବିବାଦୀୟ ଟିପ୍ପଣି ଦେଇଛି । ସାମନାରେ ଶିବସେନା ଏମଏନଏସର ନାମ ନ ନେଇ ଏହାକୁ ଅନ୍ତବସ୍ତ୍ର କହି ସମ୍ବୋଧନ କରିଛି ।…

ଯୁଦ୍ଧରେ ୟୁକ୍ରେନର ୩ ହଜାରରୁ ଅଧିକ ନାଗରିଙ୍କର ହୋଇଛି ମୃତ୍ୟୁ: ମିଳିତ ଜାତିସଂଘ

କ୍ୱିଭ,୩ ।୫: ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି କି ୨୪ ଫେବୃୟାରୀରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନର ୩,୦୦୦ରୁ ଅଧିକ ନାଗରିକଙ୍କର ମୃତ୍ୟୁ ହେଲାଣି । ଏବେ ପର୍ଯ୍ୟନ୍ତ ୩,୧୫୩ ଜଣଙ୍କ ମୃତ୍ୟୁ ହୋଇଥିବା…

ଶିଶୁଙ୍କ ନିକଟରେ ଅଜଣା ରୋଗ ବଢାଇଲାଣି ଚିନ୍ତା

ଜେନେଭା,୩ ।୫: ସାରା ବିଶ୍ୱରେ ୨୦ରୁ ଅଧିକ ଦେଶରେ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ଲିଭର ସମସ୍ୟାରେ ପୀଡିତ ହେବା ଚିନ୍ତାର କାରଣ ପାଲଟି ଯାଇଛି । ଆକ୍ରାନ୍ତ ଶିଶୁଙ୍କ ମଧ୍ୟରେ ସବୁଠାରୁ ଅଧିକ ୟୁରୋପୀୟ ଦେଶର ବୋଲି ଜଣାପଡିଛି । ଏଥିମଧ୍ୟରୁ…

ରାଜସ୍ଥାନରେ ସାମ୍ପ୍ରଦାୟିକ ହିଂସା: ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୩।୫: ରାଜସ୍ଥାନର ଯୋଧପୁରରେ ଇଦ ପୂର୍ବ ରାତିରେ ସାମ୍ପ୍ରଦାୟିକ ଉତ୍ତେଜନା ପରିସ୍ଥିତି ଉପୁଜିଛି। ଯୋଧପୁରର ଜଲୋରୀ ଗେଟ୍‌ ନିକଟରେ ଲାଉଡସ୍ପିକର ଏବଂ ପତାକା ଲାଗିବାକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ସେଠାରେ ପଥର ଫିଙ୍ଗାଫିଙ୍ଗି ବେଳେ ତିନି…

ଜୁନରେ ଉତ୍ତର ପ୍ରଦେଶ ଗସ୍ତ କରିବେ ରାଜ ଠାକରେ, ବୁକ କରାଯାଇଛି ୧୨ ସ୍ପେଶାଲ ଟ୍ରେନ୍

ମୁମ୍ବାଇ,୩ ।୫: ହନୁମାନ ଚାଳିଶା ପାଠ ବାହାନାରେ ଏବେ ମହାରାଷ୍ଟ୍ରରେ ହିନ୍ଦୁତ୍ୱକୁ ନେଇ ବିବାଦ ଉପୁଜିଛି । ଏମଏନଏସ୍ ମୁଖ୍ୟ ରାଜ ଠାକରେ ଏବେ ଉତ୍ତର ପ୍ରଦେଶ ଗସ୍ତ କରିବାକୁ ସ୍ଥିର କରିଛନ୍ତି । ଜୁନ ୫ରେ ସେ ଉତ୍ତର ପ୍ରଦେଶ…

କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ଚର୍ଚ୍ଚା

ନୂଆଦିଲ୍ଲୀ,୩।୫: ଭାଜପା ନେତା ବାସବରାଜ ବୋମାଇ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ୯ ମାସ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛନ୍ତି। ଆସନ୍ତାବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ଏହା ଦଳ ଉପରେ ପ୍ରଭାବ ପକାଇବା ଶାସକ ଦଳ ଆଶଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri