Home Left

ଏସପିଜିରେ ସାମିଲ ହେବେ ଦେଶୀ କୁକୁର ପ୍ରଜାତି…

ନୂଆଦିଲ୍ଲୀ, ୨୧।୮ : ପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଦଳ (ଏସପିଜି) କର୍ନାଟକର ଏକ ଦେଶର ପ୍ରଜାତିର କୁକୁର ମୁଧୋଲ ହାଉଣ୍ଡକୁ ତାଲିମ ପାଇଁ ଚୟନ କରାଯାଇଛି। ଏହି ପ୍ରଜାତି ଏସପିଜି ବାହିନୀରେ ସାମିଲ ହେବ…

ପୁଣି ଆରମ୍ଭ ହେବ କମେଡି କିଙ୍ଗ୍‌ଙ୍କ ଶୋ’

ମୁମ୍ବାଇ: ଦେଶର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହେବ ଏହି ଶୋ’। ଶୋ’ର ଜଜ୍‌ ଅର୍ଚ୍ଚନା ପୁରନସିଂ ତାଙ୍କ ସୋସିଆଲ ମିଡିଆ…

ମରାମତି ଫୁଲୁଛି ବୈତରଣୀ: ଘାଇ ଉପରେ ବନ୍ୟାଜଳ

ଯାଜପୁର ଅଫିସ,୨୧।୮: ଯାଜପୁର ଜିଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ରବିବାର ପୁଣି ଫୁଲି ଉଠିଛି । ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ଥିବା ବେଳେ ସକାଳେ ୧୮.୮୪ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ୧୫ ତାରିଖରେ…

ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେଲେ ଦୀପକ

ହରାରେ,୨୧।୮: ଦ୍ୱିତୀୟ ଦିନିକିଆରେ ଭାରତ ଆୟୋଜକ ଜିମ୍ବାୱେକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଯଦିଓ ସିରିଜ ଟିମ ଇଣ୍ଡିଆ ଏହାର ନାମ ଜିତିଛି।…

ପାଣିରୁ ବାହାରି ଭୂମିରେ ବୁଲିଲା ଶାର୍କ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ପ୍ରକୃତି ଏହାର ରୂପ ବଦଳାଇବା ଭଳି ଜୀବମାନେ ମଧ୍ୟ ସେମାନଙ୍କର ଗତିବିଧି ବାସସ୍ଥାନ ପରିବର୍ତ୍ତନ କଲେଣି। ଏପରିକି ଭୂମିରେ ବାସ କରୁଥିବା ଜୀବମାନେ ପାଣିରେ ଚାଲୁଥିବା ବେଳେ ପାଣିରେ ବଞ୍ଚି ରହୁଥିବା ଜୀବମାନେ ଭୂମିରେ ବୁଲିଲେଣି। ଶାର୍କ ଏମିତି ଏକ ଜୀବ…

ଗଛରେ ଏମିତି ଚଢୁଛି ଅଜଗର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ମନୋରଞ୍ଜନର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଭିଡିଓ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଏବେ ସେମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯାହାକୁ…

ବାଘ

ଚିଡ଼ିଆଖାନାରେ ହେଉ ଅବା କଣସି ଫିଲ୍ମରେ ବାଘ ଦେଖିଲେ ମନ ଉଲ୍ଲସିତ ହୋଇଉଠେ। ଆଉ ଯଦି କେବେ ଜଙ୍ଗଲରେ ପ୍ରକୃତରେ କାହାକୁ ଏହାର ସାମ୍ନା କରିବାକୁ ପଡ଼େ, ତେବେ ବଞ୍ଚତ୍ବା ହୋଇଯାଏ ମୁସ୍କିଲ୍‌। ଏହି ହିଂସ୍ର ତଥା ବଳୁଆ ପଶୁ ସମ୍ପର୍କରେ…

ଏଇଠୁ ଆରମ୍ଭ କଲେଜ ଜୀବନ

ସରିଛି ସ୍କୁଲ୍‌ ପାଠପଢ଼ା। ଏକ ନୂଆ ଆଶା ଆଉ ଭବିଷ୍ୟତର ଲକ୍ଷ୍ୟ ନେଇ କଲେଜରେ ପାଦ ଥାପିବାକୁ ପ୍ରସ୍ତୁତ ଛାତ୍ରୀଛାତ୍ର। ଏହା ସଭିଙ୍କ ଜୀବନର ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟ, ଯେଉଁଠୁ ନିର୍ମାଣ ହୋଇଥାଏ ଉତ୍ତମ ଭବିଷ୍ୟତର ଭିତ୍ତିଭୂମି। ତେଣୁ ନିଜ…

ଗର୍ଭବତୀ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା

ସମ୍ବଲପୁର,୨୧।୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଗଇଲଗୁଡି ଗ୍ରାମର ମଙ୍ଗଳୁ ଶବର ନିଜ ଗର୍ଭବତୀ ସ୍ତ୍ରୀ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ମାମଲାକୁ ଚପାଇଦେବାକୁ ଚେଷ୍ଟାକରି ସେ ଜଙ୍ଗଲ ଭିତରେ ପୋତି ଦେଇଥିବା ମୃତଦେହ ୪ଦିନ ପରେ ଜବତ ହୋଇଛି।…

ମାମା ଚାହୁଁ ନ ଥିଲେ ମୁଁ ଅଭିନେତ୍ରୀ ହୁଏ: ଅନୁଭା ସୌର୍ଯ୍ୟା

ଖାଲି ଯେ ସେ ଜଣେ ଭଲ ଅଭିନେତ୍ରୀ, ତାହା ନୁହେଁ। ତାଙ୍କ ଭିତରେ ଏକ ସୁନ୍ଦର ହୃଦୟଟିଏ ବି ଅଛି, ଯାହା ନିରୀହ ପ୍ରାଣୀଙ୍କ କଷ୍ଟ ଦେଖିଲେ କାନ୍ଦେ। ଆଉ ସେ ହେଉଛନ୍ତି ଅନୁଭା ସୌର୍ଯ୍ୟା। ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣନ୍ତୁ…

ଅଶାନ୍ତ ଭୀମକୁଣ୍ଡ, ସେଲ୍‌ଫି ଉଠାଉଛନ୍ତି ଅମାନିଆ

ପାଟଣା,୨୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଘାଟ ବାଲିଯୋଡ଼ି ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଲଘୁଚାପ ବର୍ଷା ଯୋଗୁ ଫୁଲୁଛି ବୈତରଣୀ ଆଉ ଭୀମକୁଣ୍ଡ ଏବେ ଅଶାନ୍ତ ହୋଇପଡ଼ିଛି । କିଛି ଦିନ ତଳେ ଭୀମକୁଣ୍ଡରେ ମାଛ ଧରିବାକୁ ଯାଇ ଜଣେ ଯୁବକ…

ବର୍ଷାଦିନେ ବି ପିଇବାକୁ ପଡ଼ୁଛି ଚୁଆପାଣି

ଦଶମନ୍ତପୁର, ୨୧।୮(ଡି.ଏନ୍‌.ଏ.): ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ବର୍ଷ ପୂରଣ ହୋଇଛି। ତଥାପି ମଧ୍ୟ ଏପରି ଅନେକ ଗାଁ ଅଛି, ଯେଉଁଠି ମୌଳିକ ସୁବିଧା ଲୋକଙ୍କୁ ଠିକ୍‌ଭାବେ ମିଳୁନି। ଏପରି ଏକ ଗାଁ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?