ସଂସ୍କାରି ଲୁକ୍ରେ ଇଦ୍ ପାଳନ କଲେ ଉର୍ଫି
ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଏହାର କାରଣ ହେଉଛି ତାଙ୍କ ଅଦ୍ଭୁତ ଡ୍ରେସିଂ ସେନ୍ସ । କେବେ କେବେ ସେ ସମ୍ପୂର୍ଣ୍ଣ ବୋଲ୍ଡ ହୋଇଯାଆନ୍ତି ତ ପୁଣି କେବେ ଏକଦମ ସଂସ୍କାରି ଲୁକ୍ରେ…
ବଜ୍ରପାତରେ ଜଳିଗଲା ଧାନ ଗଦା, ଚାଷୀଙ୍କୁ ସହାୟତା ଦାବି
ଗଞ୍ଜାମ,୩।୫(ଡି.ଏନ୍.ଏ): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ସାନ ରାମଚନ୍ଦ୍ରପୁର ଗାଁରେ ବଜ୍ରପାତ ଘଟି ଧାନଗଦା ସହ ଏକ ପାଳଗଦା ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ସାନ ରାମଚନ୍ଦ୍ରପୁର ଗ୍ରାମର ଲୋକନାଥ ପାତ୍ର ଖଳାରେ ଧାନଗଦା କରି ରଖିଥିଲେ।…
ନାଇଟ୍ କ୍ଲବ୍ରେ ରାହୁଲ ଗାନ୍ଧୀ: ଭିଡିଓ ଶେୟାର କରି ଟାର୍ଗେଟ୍ କଲା ଭାଜପା
ନୂଆଦିଲ୍ଲୀ,୩।୫: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜିକାଲି ବ୍ୟକ୍ତିଗତ ଭାବେ ନେପାଳ ଗସ୍ତରେ ଅଛନ୍ତି। ରାହୁଲଙ୍କ ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କାଠମାଣ୍ଡୁର ଏକ ନାଇଟ କ୍ଲବ୍ରେ ପାର୍ଟି କରୁଥିବା…
ବ୍ରେକ ଫେଲ୍ ଯୋଗୁ ଦୁର୍ଘଟଣାର ଶିକାର ହେଲେ ତନୁଶ୍ରୀ
ମୁମ୍ବାଇ: ନିଜର ଗ୍ଲାମରସ ଲୁକରେ ବଲିଉଡରେ ଚାର ଚାନ୍ଦ ଲଗାଉଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ବଡ ପରଦାଠାରୁ ଦୂରେଇ ଯାଇଛନ୍ତି ସତ । ହେଲେ ତାଙ୍କ ଅଭିନୟ କଳାରେ ସେ ଏବେବି ଦର୍ଶକଙ୍କ ନିକଟରେ ରହିଛନ୍ତି ଜଣେ ସଫଳ ଅଭିନେତ୍ରୀର…
ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼
ଶ୍ରୀନଗର,୩।୫: ଇଦ୍-ଉଲ୍-ଫିତର ଅବସରରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇଛି। ଏଠାରେ ଏକ ମସଜିଦ ବାହାରେ ସୁରକ୍ଷାକର୍ମୀମାନଙ୍କ ଉପରକୁ ପଥରମାଡ ହୋଇଥିବା ସୂଚନା ମିଳିଛି। ନମାଜ ପାଠ ପରେ ଏହି ପଥରମାଡ କରାଯାଇଛି। ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସେଠାରେ…
ଗୋଟିଏ ବାଇକ୍ରେ ଯାଉଥିଲେ ୪ଜଣ, ଧକ୍କା ଦେଲା ଟ୍ରକ୍
କେସିଙ୍ଗା,୩।୫(ଡି.ଏନ୍.ଏ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ନିକଟରେ ମଙ୍ଗଳବାର ଏକ ୧୬ ଚକିଆ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପିଣ୍ଟୁ ସାହା(୩୫)। ମିଳିଥିବା ସୂଚନା ମୁତାବକ, କେସିଙ୍ଗା ସହରର ୱାର୍ଡ ନମ୍ବର ୮ର…
‘ଇଦ୍-ଉଲ୍-ଫିତର’ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩।୫: ସମଗ୍ର ଦେଶରେ ଆଜି ଇଦ୍-ଉଲ୍-ଫିତର ପର୍ବ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ ବଡ ନେତା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ…
ଅକ୍ଷୟ ତୃତୀୟା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର,୩।୫(ବ୍ୟୁରୋ): ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ‘ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ…
୬୬ ବର୍ଷ ବୟସରେ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍
କୋଲକତା,୩।୫:ଭାରତର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ଅରୁଣ ୩୮ ବର୍ଷୀୟା ବୁଲବୁଲ ସାହାଙ୍କୁ କୋଲକତାରେ ବିବାହ କରିଛନ୍ତି। ଉଭୟଙ୍କ ବୟସରେ ୨୮ ବର୍ଷର ପାର୍ଥକ୍ୟ ଅଛି। ବଙ୍ଗଳା କ୍ରିକେଟ…
ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ପାଟଣା,୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ କେତାଙ୍ଗ ରାସ୍ତା ହାତୀନୋଟା ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ପୁଟୁଲିଆ ଗ୍ରାମର ବିଜୟ କୁମାର ମହାନ୍ତ।…
ପୁଣି ପରଦାରେ ଏକାଠି ନଜର ଆସିବେ ଶାହରୁଖ-କାଜୋଲ
ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ କାଜୋଲ ଇଣ୍ଡଷ୍ଟ୍ରୀର ସବୁଠୁ ହିଟ୍ ଯୋଡି ଭାବେ ପରିଚିତ। ଆଜି ବି ୯୦ ଦଶକର ଫିଲ୍ମ ‘ଦିଲ୍ଓ୍ବାଲେ ଦୁଲ୍ହନିଆଁ ଜାୟେଙ୍ଗେ’ରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ମନେ ରଖିଛନ୍ତି। ୭ ବର୍ଷ ପରେ କାଜୋଲ ଏବଂ…
‘ଦେଶର ସ୍ଥିତି ଏବେ ଠିକ୍ ନାହିଁ’
ନୂଆଦିଲ୍ଲୀ,୩।୫: ଇଦ୍-ଉଲ୍-ଫିତର୍ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଲକତାର ରେଡ ରୋଡରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଦେଶର ଅବସ୍ଥା ଭଲ ନାହିଁ।…
Archives


