ୟୁକ୍ରେନ୍ ସେନାଙ୍କ ଗଡ ମାରିଉପୋଲ ଉପରେ କବଜା କଲା ରୁଷିଆ ସେନା!
କ୍ୱିଭ,୧୭ ।୫: ମାସ ମାସ ଧରି ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ଏବେବି ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛନ୍ତି । ତେବେ ମଙ୍ଗଳବାର ୟୁକ୍ରେନ୍ ସେନାଙ୍କ ଗଡ କୁହାଯାଉଥିବା ମାରିଉପୋଲକୁ ରୁଷିଆ ସେନା କବଜା କରି…
୧୪,୯୩୫ ଛାତ୍ରୀଛାତ୍ର ଦେଇ ନାହାନ୍ତି ନବମ ଶ୍ରେଣୀ ପରୀକ୍ଷା
ଭୁବନେଶ୍ୱର,୧୭।୫(ବ୍ୟୁରୋ): ନବମ ଶ୍ରେଣୀ ପରୀକ୍ଷା ଦେଇନାହାନ୍ତି ୧୪,୯୩୫ ଛାତ୍ରୀଛାତ୍ର। ମଙ୍ଗଳବାର ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିବା ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି। ଚଳିତ ବର୍ଷ ନବମ ଶ୍ରେଣୀରେ ମୋଟ ୫ ଲକ୍ଷ ୬୬ ହଜାର…
ଏଥର ତେଲଗୁ ନିର୍ଦ୍ଦେଶକଙ୍କ ସହ ଧମାଲ କରିବେ ସଲମାନ
ମୁମ୍ବାଇ: ଏବେ ବଲିଉଡର ଅଧିକାଂଶ ଫିଲ୍ମରେ ସାଉଥ୍ ଫିଲ୍ମର ରିମେକ ଦେଖିବାକୁ ପଡୁଛି । ଆଉ ବଲିଉଡ୍ ସେଲିବ୍ରିଟିମାନେ ଏବେ ସାଉଥ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରି ଦେଇଛନ୍ତି । ଏବେ ଏହି ଲିଷ୍ଟରେ ସଲମାନଙ୍କ ନାମ ସାମିଲ ହୋଇଯାଇଛି…
ଆସନ୍ତା ୩୧ରେ ୧୧ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ
ଝାରସୁଗୁଡ଼ା ଅଫିସ,୧୭।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ପ୍ରାର୍ଥିପତ୍ର ପ୍ରତ୍ୟାହାରର ମଙ୍ଗଳବାର ଥିଲା ଶେଷ ତାରିଖ। ଏହି ଦିନ ୩ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ସେମାନେ ହେଲେ ପାର୍ବତୀ ବେହେରା, ତପନ…
ସ୍ତ୍ରୀଙ୍କ ସହ ରହିବା ଜିଦ୍: ତିହାର ଜେଲ୍ରେ ଠକ ସୁକେଶଙ୍କ ଅନଶନ
ନୂଆଦିଲ୍ଲୀ,୧୭।୫: ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ସହ ଅଭିନେତ୍ରୀଙ୍କୁ ମହଙ୍ଗା ଉପହାର ଦେବା ମାମଲାରେ ଗିରଫ ହୋଇଥିବା ଠକ ସୁକେଶ ଚନ୍ଦ୍ର ଶେଖର ଅନଶନରେ ବସିଛନ୍ତି। ଦିଲ୍ଲୀର ତିହାର ଜେଲରେ ସେ ସ୍ତ୍ରୀ ଲିନା ମାରିୟାଙ୍କ ସହ ରହିବାକୁ ଚାହୁଁଛନ୍ତି।…
‘ଡକ୍ଟର ଷ୍ଟ୍ରେଞ୍ଜ’ ଅଭିନେତ୍ରୀଙ୍କୁ ୮ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ: ସୁପରହିଟ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ରେ ଅଭିନୟ କରି ବାହାବା ସାଉଁଟିଥିବା ଅଭିନେତ୍ରୀ ଜାରା ଫିଥିଆନ୍ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କ ସହ ସ୍ବାମୀ…
ବଦଳିବ କି ଔରଙ୍ଗାବାଦ ଏୟାରପୋର୍ଟର ନାମ: ସିନ୍ଧିଆଙ୍କୁ ଭେଟିଲେ ମହାରାଷ୍ଟ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୭।୫: ଶିବସେନା ନେତା ତଥା ମହାରାଷ୍ଟ୍ର ଶିଳ୍ପ ମନ୍ତ୍ରୀ ସୁଭାଷ ଦେଶାଇ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ସେ ସିନ୍ଧିଆଙ୍କୁ ଔରଙ୍ଗାବାଦ ବିମାନବନ୍ଦରର ନାମ ଖୁବ୍ଶୀଘ୍ର ଛତ୍ରପତି ସମ୍ଭାଜୀ…
ଅମରନାଥ ଯାତ୍ରୀଙ୍କୁ ମିଳିବ ଆରଆଇଏଫ୍ଡି କାର୍ଡ
ନୂଆଦିଲ୍ଲୀ,୧୭।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିରେ ଅମରନାଥ ଯାତ୍ରାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଶାହା। ଏହି ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୋଇନ୍ଦା ତଥା ସୁରକ୍ଷା ମୁଖ୍ୟଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି…
ଉତ୍ତର କୋରିଆରେ କରୋନା ପ୍ରତିରକ୍ଷା ଦୁର୍ବଳ
ପୋଙ୍ଗୟାଙ୍ଗ,୧୭।୫: ଉତ୍ତର କୋରିଆରେ କରୋନା ଚିହ୍ନଟ ହେବା ପରେ ଜ୍ୱର ମାମଲା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମଙ୍ଗଳବାର ଉତ୍ତର କୋରିଆରେ ୨,୬୯,୫୧୦ ଲୋକଙ୍କଠାରେ ଜ୍ୱରର ଲକ୍ଷଣ ଚିହ୍ନଟ କରାଯାଇଥିବା ବେଳେ ଆଉ ୬ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଉତ୍ତର…
ଧୋନୀଙ୍କ ନୂଆ ପଦକ୍ଷେପ
ବେଙ୍ଗାଲୁରୁ,୧୭।୫: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ ପାଇଁ ଏକ ଗ୍ଲୋବାଲ ସ୍କୁଲ ଆରମ୍ଭ କରିଚନ୍ତି କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ। ଏହି ବିଶ୍ୱସ୍ତରୀୟ ବିଦ୍ୟାଳୟର ପ୍ରଥମ ସେଶନ ଜୁନ୍ ୧ରୁ ଆରମ୍ଭ ହେବାକୁ ଯାଉଛି। ତେବେ ବିଦ୍ୟାଳୟର ନାମ ‘ଏମ୍ଏସ୍…
ଡିିଭାଇଡରରେ ପିଟି ହୋଇ ଓଲଟିଲା କାର୍
ଫୁଲନଖରା,୧୭।୫:(ଡି.ଏନ୍.ଏ): କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। କଟକରୁ ଭୁବନେଶ୍ୱର ଆସୁଥିବା କାର ନଂ (ଓଡିି ୦୨ ବିଏଲ ୮୬୪୩ )ଦୁର୍ଘଟଣା ହୋଇ ରାସ୍ତା କଡ଼ ଡିିଭାଇଡରରେ ପିଟି ହୋଇ ଓଲଟି…
ଦକ୍ଷିଣ ଆଫ୍ରିକାର ଦଳ ଘୋଷଣା
ନୂଆଦିଲ୍ଲୀ,୧୭।୫: ଆଇପିଏଲ୍ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା ଟିମ୍ ଜୁନ୍ରେ ଭାରତ ଗସ୍ତରେ ଆସିବ। ମଙ୍ଗଳବାର ଏହି ସିରିଜ ଲାଗି ଦକ୍ଷିଣ ଆଫ୍ରିକା ନିଜର ଦଳ…
Archives


