Home Left

ଜେଲ ଗଲେ ୧୨ ରୋହିଙ୍ଗ୍ୟା ମୁସଲମାନ

ଶ୍ରୀନଗର,୨।୪: ଜମ୍ମୁ କଶ୍ମୀରର କାଠୁଆ ଜିଲା ଅଧୀନ ହିରାନଗର ଅଞ୍ଚଳରୁ ପୋଲିସ ୧୨ ରୋହିଙ୍ଗ୍ୟା ମୁସଲମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ, ଗିରଫ ରୋହିଙ୍ଗ୍ୟା ମୁସଲମାନ ଜମ୍ମୁ କଶ୍ମୀରରେ ବେଆଇନ ଭାବେ ଅନୁପ୍ରବେଶ କରିଥିଲେ। ପରେ…

ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲା: ମୁଖ୍ୟ ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

ମୁମ୍ବାଇ,୨।୪: ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ଥିବା ପ୍ରଭାକର ସେଲଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ଓକିଲ ତୁସାର ଖାଣ୍ଡରେ ସୂଚନା ଦେଇଛନ୍ତି। ତେବେ ହୃଦ୍‌ଘାତ ହେବା ସମୟରେ ପ୍ରଭାକର…

ଓମିକ୍ରନ ସହ ଲଢ଼େଇରେ ବୁଷ୍ଟର ଡୋଜ୍‌ ଜରୁରୀ

ନୂଆଦିଲ୍ଲୀ,୨।୪: କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ ମାମଲାରେ କୋଭିଶିଲ୍ଡ, କୋଭାକ୍ସିନ ଏବଂ ଉଭୟର ମିଶ୍ରଣର ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆଣ୍ଟିବଡି ସ୍ତର ୬ ମାସ ପରେ ହ୍ରାସ ହେବାକୁ ଲାଗୁଛି। ଏନେଇ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି(ଏନ୍‌ଆଇଭି)…

ବରଖାସ୍ତ ହେଲେ ଅଭିନେତ୍ରୀଙ୍କ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନ୍‌ସିବି ଅଫିସର

ନୂଆଦିଲ୍ଲୀ,୨।୪: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ମୁମ୍ବାଇ ଏନସିବିର ଅଧିକାରୀ ବିଶ୍ୱନାଥ ତିୱାରୀଙ୍କୁ ବରଖାସ୍ତ କରାଯାଇଛି। ବିନା ଅନୁମତିରେ ବିଦେଶ ଯାତ୍ରା ଏବଂ ଦୁର୍ନିତି କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ ପରେ ମାମଲାର ସତ୍ୟାସତ୍ୟ ଜଣାପଡିଥିଲା।…

ଛାତ୍ରଙ୍କୁ ୧୫ ଲକ୍ଷ ଟଙ୍କା ଦେବେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ଏହାର ନିର୍ଦ୍ଦେଶକ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଫିଲ୍ମ ଜରିଆରେ ସେ ଦର୍ଶକଙ୍କର ନିକଟତର ହୋଇଥିବା ବେଳେ ଏବେ ପୁଣିଥରେ ଏମିତି କଥା କହିଛନ୍ତି…

ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ

ରୁପ୍ରା ରୋଡ଼,୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ଗୋହିରାପଦର ରେଳ ଫାଟକ ନିକଟରେ ଶନିବାର ଏକ ଟ୍ରକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍‌ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣାସ୍ଥଳରେ ନର୍ଲା ପୋଲିସ ପହଞ୍ଚି…

୫ ଦିନ ହେଲା ଲାଗିଛି ନିଆଁ

ନୂଆପଡ଼ା ଅଫିସ,୨।୪: ୫ ଦିନ ହେଲା ନୂଆପଡା ଜିଲାର ବିଭିନ୍ନ ଙ୍ଗଲରେ ନିଆଁ ଜଳୁଛି। ଗ୍ରାମ୍ୟ ଜଙ୍ଗଲଠାରୁ ଆରମ୍ଭ କରି ଛୋଟବଡ ପାହାଡରେ ନିଆଁ ଲାଗି ସାରିଲାଣି। ପାହାଡ ତଳି ଗାଁରେ ନିଆଁ ଲାଗିବା ସମ୍ଭାବନା ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ…

ଭିଜିଲାନ୍ସ ଜାଲରେ ସମ୍ପାଦକ

ସୁନ୍ଦରଗଡ଼,୨।୪(ଡି.ଏନ୍‌.ଏ.) :ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବନମାଳୀ ନାଏକ। ଏହାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ସୁନ୍ଦରଗଡସ୍ଥିତ ଅଫିସ, ସୁନ୍ଦରଗଡ…

ଗରମରୁ ମୁକ୍ତି ଲାଗି ଏମିତି ଅଭିନବ ଉପାୟ ବାଛିଛନ୍ତି ଯୁବକ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ସୋସିଆଲ ମିଡିଆରେ ଏବେ ଏକ…

ଆମେରିକା କୂଟନୀତିଜ୍ଞଙ୍କୁ ସମନ ଜାରି କଲା ପାକିସ୍ତାନ

ଇସ୍‌ଲାମାବାଦ,୨।୪: ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ଆମେରିକା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଇସ୍‌ଲାମାବାଦ ଆମେରିକାର ବରିଷ୍ଠ କୂଟନୀତିଜ୍ଞ ଆଙ୍ଗେଲା ପି ଆଗେଲରଙ୍କୁ ସମନ ଜାରି କରି ପ୍ରତିବାଦ କରିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ପଛରେ ବିଦେଶୀ ଷଡ଼ଯନ୍ତ୍ର…

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ଏମିତି କହିଲେ କଙ୍ଗନା

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମକୁ ଭଲ ରେସ୍ପନ୍ସ ମଧ୍ୟ ମିଳୁଛି। ସାଧାରଣ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆର୍‌ଆର୍‌ଆର୍‌…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨।୪(ବ୍ୟୁରୋ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଲୋକାଲ୍‌ କେସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri