ହଟ୍ ଲୁକ୍ରେ ପଲକ
ମୁମ୍ବାଇ: ଅଭିନେତ୍ରୀ ପଲକ ତିଓ୍ବାରୀ ଇନ୍ଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶୁଟ୍ର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଥାଇର ହାଇ ସ୍ଲିଟ ଡ୍ରେସ୍ ପିନ୍ଧି ପୋଜ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ଲକ ଏକ ସିଲଭର କଲରର ଗାଉନ…
ଥାମ୍ପିଙ୍କ ଗୋଟିଏ ଓଭରରେ ୨୬ ରନ୍
ମୁମ୍ବାଇ,୨।୪: ଡିୱାଇ ପାଟିଲ ଷ୍ଟାଡିୟମରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ- ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଏଥିରେ ଧୂଆଁଧାର ବ୍ୟାଟିଂ କରି ଚର୍ଚ୍ଚାରେ ଅଛନ୍ତି ଜୋସ୍ ବଟ୍ଲର। ସେ ୬୬ ବଲ୍ରେ ନିଜର ଶତକ ପୂରଣ କରିଛନ୍ତି। ଏଥିରେ ତାଙ୍କର…
ବିବାହକୁ ୩ ଦିନ ପୂରିନି, ୩ ସନ୍ତାନର ପିତାଙ୍କ ସହ ଫେରାର ହୋଇଗଲେ ନବବଧୂ
ପାଟଣା,୨ା୪: ବିବାହର ତିନି ଦିନ ପରେ ଜଣେ ନବବଧୂ ୩ ସନ୍ତାନର ପିତା ଅର୍ଥାତ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ଏମିତି ଘଟଣା ଘଟିଛି ବିହାରର ଜମୁଇଠାରେ। ଜିଲାର ଲକ୍ଷ୍ମୀପୁର ନିବାସୀ ୨୦ ବର୍ଷୀୟା ଯୁବତୀଙ୍କ ବାପା ଏକ ଅପହରଣ…
ଗ୍ୟାସ୍ ଟ୍ରକ୍ ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର
ନୟାଗଡ଼ ଅଫିସ/ଦଶପଲ୍ଲା,୨।୪(ଡି.ଏନ୍.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରା ଘାଟି ଉପରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ବୋଝେଇ ଟ୍ରକ୍ ସହିତ ଓଡ଼ିଶା ପରିବହନ ନିଗମର ଜଟଣୀ କଣ୍ଟାମାଳ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଟ୍ରକ୍…
ଟୁର୍ନାମେଣ୍ଟର ପ୍ରଥମ ଶତକ
ମୁମ୍ବାଇ,୨।୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶନିବାର ଖେଳାଯାଉଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ମ୍ୟାଚ୍ରେ ଜୋସ୍ ବଟଲର୍ଙ୍କ ଶତକ ଏବଂ ଶିମ୍ରନ ହେଟମେୟର ବିସ୍ଫୋରକ ୩୫ ରନ ବଳରେ ରାଜସ୍ଥାନ ପୁଣିଥରେ ବଡ଼ ସ୍କୋର କରିବାକୁ…
ସ୍ନେହରେ ଡାକନ୍ତି ମିମି
ବମ୍ବେ: ବଲିଉଡ୍ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋରା ଅନ୍ୟତମ। ୪୮ ବର୍ଷ ବୟସରେ ମଧ୍ୟ ସେ ନିଜର ଷ୍ଟାଇଲ୍, ଲୁକ୍ ଏବଂ ଓ୍ବାକ୍ଆଉଟ୍କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ପ୍ରଶଂସକ ଗହଣରେ ମଲାଇକା ଭାବେ ପରିଚିତ ଏହି ଅଭିନେତ୍ରୀଙ୍କୁ ସ୍ନେହରେ ପରିବାରଲୋକେ…
କୌଣସି ହୋଟେଲ୍ରେ ନୁହେଁ, ଘର ଛାତରେ ବିବାହ କରିଥିଲେ ଅଜୟ
ବଲିଉଡ୍ ଅଭିନେତା ଅଜୟ ଦେବ୍ଗନଙ୍କ ଆଜି ଜନ୍ମଦିନ। ବଲିଉଡର ସିଙ୍ଘମ କୁହାଯାଉଥିବା ଅଜୟ ୨ ଏପ୍ରିଲରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟର ମଧ୍ୟରେ ବଲିଉଡ୍କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ହେଲେ ଆକ୍ସନ ହିରୋ ଅଜୟ ତାଙ୍କ…
ପ୍ରଥମଥର ଆଇନା ଦେଖି ଏମିତି ପ୍ରତିକ୍ରିୟା ଦେଲା କୁକୁର, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଅନେକ ପ୍ରକାରର ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏହା ଫେସବୁକ୍ ହେଉ କିମ୍ବା କିମ୍ବା ଇନ୍ଷ୍ଟାଗ୍ରାମ। ଲୋକେ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି। View this post on Instagram A…
ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ
ଝାରସୁଗୁଡା ଅଫିସ,୨।୪: ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ ମର୍ଡର ମାମଲାରେ ରାୟ ଶନିବାର ପ୍ରକାଶ ପାଇଛି। ରାୟଗଡ ଅତିରିକ୍ତ ଜିଲା ଦୌରାଜଜ କଳ୍ପନା ଦାଶ ଏବଂ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡ ମାମଲାର ବିଚାର କରି…
ଜନ୍ମଦିନ ପାଳିବାକୁ ମନାକଲେ ଅଜୟ ଦେବଗନ
ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ଆଜି ଅର୍ଥାତ୍ ଏପ୍ରିଲ ୨ରେ ୫୩ତମ ଜନ୍ମଦିନ। ବଲିଉଡ୍ର ସିଙ୍ଘମ୍ କୁହାଯାଉଥିବା ଅଜୟ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏବେ ବି ଏହି ଧାରା ଜାରି ରହିଛି। ଫିଲ୍ମରେ ଆକ୍ସନ…
ନାସା ସହିତ ସମ୍ପର୍କ ଭାଙ୍ଗିଲା ରୁଷିଆ…
ମସ୍କୋ, ୨।୪ : ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ଯୋଗୁ ରୁଷିଆ ମଧ୍ୟ ଚାପରେ ରହିଛି। ପାଶ୍ଚାତ୍ୟ କଟକଣା ନ ହଟାଯିବା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ…
ପଶ୍ଚିମବଙ୍ଗ ଜଙ୍ଗଲରେ କଙ୍ଗାରୁ! ପାଟ୍ରୋଲିଂ ବେଳେ ଗୁରୁତର ଅବସ୍ଥାରେ ୨ ଉଦ୍ଧାର
ଜଲପାଇଗୁଡ଼ି,୨।୪: ପଶ୍ଚିମବଙ୍ଗର ଜଲପାଇଗୁଡ଼ି ନିକଟରେ ଥିବା ଜଙ୍ଗଲରୁ ୩ଟି କଙ୍ଗାରୁ ଉଦ୍ଧାର ହୋଇଛନ୍ତି। ପ୍ରଥମେ ଗାଜୋଲଡୋବା ଜଙ୍ଗଲରୁ ଶୁକ୍ରବାର ରାତିରେ ୨ଟି ଆହତ କଙ୍ଗାରୁଙ୍କୁ ଉଦ୍ଧାର କରାଯାଇଥିଲା। ଏହାର କିଛି ଘଣ୍ଟା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଡାବଗ୍ରାମ ରେଞ୍ଜ ଫରାବରି-ନେପାଳୀ…
Archives


