Home Left

ବଳଦ ଗାଡ଼ିରେ ବରଯାତ୍ରୀ ଗଲେ ଯୁବକ

ଜାଲୋର,୧୮।୫: ଆଜିକାଲି ଯୁବକ ଯୁବତୀମାନେ ନିଜ ବିବାହକୁ ମୁହୂର୍ତ୍ତକୁ ଭିନ୍ନ ଓ ସ୍ବତନ୍ତ୍ର କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଉଛନ୍ତି। ବିବାହ ପାଇଁ କିଏ ହେଲିକପ୍ଟରରେ ତ ଆଉ କିଏ ବିଳାସପୂର୍ଣ୍ଣ ଗାଡ଼ିରେ ଆଉ କିଏ ଓଟରେ ବରଯାତ୍ରୀ ଯାଉଥିବା ଦେଖିବାକୁ…

ନେପାଳର ନୂଆ ରାଷ୍ଟ୍ରଦୂତ ହେଲେ ନବୀନ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୮।୫: ନବୀନ ଶ୍ରୀବାସ୍ତବଙ୍କୁ ଭାରତ ପକ୍ଷରୁ ନେପାଳର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ନବୀନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀବାସ୍ତବ ଏସିଆ ଡିଭିଜନ୍‌ର ମୁଖ୍ୟ ଥିଲେ। ଚାଇନା ସହିତ ଦ୍ୱିପାକ୍ଷିକ ସମ୍ପର୍କ…

ସମ୍ପର୍କ ଭୁଲିଗଲେ ବାପା: ଶୋଇଥିବା ପୁଅକୁ ଉଠାଇ ହାଣିଲେ

ଦେବଗଡ଼,୧୮।୫ (ଡି.ଏନ୍‌.ଏ.): ବାପାଙ୍କ କଟୁରି ଚୋଟରେ ପୁଅ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଶି ଗ୍ରାମରେ। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଗୁଣ୍ଡୁରିପୋଶି ଗ୍ରାମର ଗୋଲବଦନ ପାତ୍ର(୩୨)ଘରେ ଶୋଇଥିଲେ। ବାପା ମୁଚି ପାତ୍ର ନିଶାସକ୍ତ…

ପ୍ରୟାଗରାଜରେ କରୋନା ଭଳି ସ୍ଥିତି

ପ୍ରୟାଗରାଜ,୧୮।୫: ଉତ୍ତରପ୍ରଦେଶର ପ୍ରୟାଗରାଜର ଗଙ୍ଗା ନଦୀ କୂଳର ବାଲିରେ ପୁଣି ଥରେ ବହୁ ସଂଖ୍ୟାରେ ମୃତଦେହ ପୋତି ଦିଆଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଫାଫାମଉ ଘାଟର ସଦ୍ୟ ଚିତ୍ର ପୁଣି ଥରେ କରୋନା କାଳ ସମୟର ଦୃଶ୍ୟକୁ ମନେ ପକାଇଦେଇଛି। ଯଦିଓ…

କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ ପଟେଲ

ଗାନ୍ଧିନଗର,୧୮।୫: ଗୁଜୁରାଟ ନିର୍ବାଚନର କିଛି ମାସ ପୂର୍ବରୁ କଂଗେସକୁ ବଡ଼ ଝଟକା। କଂଗ୍ରେସ ଛାଡିଲେ ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ବୁଧବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜେ ତାଙ୍କ ଟୁଇଟର ମାଧ୍ୟମରେ…

ମା’ତାରାତାରିଣୀଙ୍କ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୮।୫: ମା’ତାରାତାରିଣୀଙ୍କ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ବୁଧବାର ଯୋଗ ଦେବାକୁ ପହଞ୍ଚିଛନ୍ତି। ପରେ ସେଠାରେ ନୂତନ ପ୍ରସାଦସେବନ ହଲ, ଭିୟୁ ପଏଣ୍ଟ, ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ କୋଠା, ଇଣ୍ଟରପ୍ରିଟେଶନ…

ରାଜ୍ୟରେ ଚିହ୍ନଟ ହେଲେ ୧୩ ପଜିଟିଭ୍‌

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୨୭ ଜଣକୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ…

କାର୍ତ୍ତି ଚିଦାମ୍ବରମଙ୍କ ନିକଟତମ ବନ୍ଧୁ ଗିରଫ

ନୂଆଦିଲ୍ଲୀ,୧୮।୫: କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମଙ୍କ ନିକଟତମ ବନ୍ଧୁଙ୍କୁ ସିବିଆଇ ଗିରଫ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ହୋଇଥିବା ଚଢ଼ାଉ ପରେ ନିଆଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, କାର୍ତ୍ତିଙ୍କ ନିକଟତମ ବନ୍ଧୁ ଭାସ୍କର ରମଣଙ୍କୁ ବୁଧବାର ସିବିଆଇ ଗିରଫ କରିଛି। ତାଙ୍କ ବିରୋଧରେ…

ଶ୍ରୀଲଙ୍କା ସଙ୍କଟ: କର୍ମଚାରୀଙ୍କ ଦରମା ଦେବାକୁ ନାହିଁ ଅର୍ଥ, ବିକ୍ରି ହୋଇପାରେ ଏୟାରଲାଇନ୍ସ

କଲମ୍ବୋ,୧୮ ।୫: ଶ୍ରୀଲଙ୍କାରେ ହିଂସକ ପ୍ରଦର୍ଶନ ପରେ ସେଠାରେ ଏବେ ନୂଆ ସରକାର ଗଠନ ସରିଛି । ହେଲେ ଆର୍ଥିକସ୍ଥିତି ପୂର୍ବାପେକ୍ଷା ଆହୁରି ଖରାପ ହେବାରେ ଲାଗିଛି । ଏହି ଅର୍ଥ ବ୍ୟବସ୍ଥାକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ନୂଆ ସରକାର…

ପୁଣି ହସାଇବ ‘ତାରକ୍‌ ମେହେତା କା ଓଲଟା ଚଷମା’

ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ଟିଭି ଶୋ’ ‘ତାରକ୍‌ ମେହେତା କା ଓଲଟା ଚଷମା’ ୧୩ ବର୍ଷରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ଏହି ଶୋ’ପ୍ରତି ଘରେ ଘରେ ପରିଚିତ। ଚରିତ୍ର ଗୁଡ଼ିକ ମଧ୍ୟରେ ଜେଟାଲାଲ, ଦୟାବେନ, ବବିତା…

ରୋହିତଙ୍କ ସର୍ଟରେ ଝୁମିଲେ ସାରା

ମୁମ୍ବାଇ,୧୮ ।୫: ଇଣ୍ଡିଆନ ପ୍ରମିୟର ଲିଗ(ଆଇପିଏଲ)୨୦୨୨ରେ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଥିଲା । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ଏହି ମ୍ୟାଚରେ ୪୮ ରନ କରିଥିବା ବେଳେ ତାଙ୍କର ସର୍ଟ ଦର୍ଶକଙ୍କୁ ପାଗଳ…

ଏକଦା ଦୁଃଖ ସମୟରେ ମାଧୁରୀ କରୁଥିଲେ କମେଡି ସିନ୍‌ ଶୁଟ୍‌: ଘଟଣା ଜାଣିଲେ…

ବଲିଉଡ୍‌ର ଏଭର ଗ୍ରୀନ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ସର୍ବଦା ତାଙ୍କ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ନିଜ ବ୍ୟକ୍ତିଗତ ଜୀବନର କଷ୍ଟକୁ ସେ କେବେ ବୃତ୍ତିଗତ ଜୀବନ ଉପରେ ପକାଇବାକୁ ଚାହାନ୍ତି ନାହିଁ। ନିର୍ମାତା ରାଜକୁମାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri