ଜାଲରେ ପଡ଼ିଲା ଯୁବତୀଙ୍କ ମୃତଦେହ
ବାଲିଆପାଳ/ଲଙ୍ଗଳେଶ୍ୱର, ୩ା୯(ସ୍ବ.ପ୍ର./ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଜାମକୁଣ୍ଡା ପଞ୍ଚାୟତ ବଡ଼ତାଳପଦା ଗ୍ରାମ ଦେଇ ପ୍ରବାହିତ ଖାଳରୁ ଶୁକ୍ରବାର ମାଛ ଧରିବା ପାଇଁ ବସାଯାଇଥିବା ଜାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳି ନ ଥିବା…
ସ୍ତ୍ରୀଙ୍କ ଦଶାହରେ ସ୍ବାମୀ ଆଖି ବୁଜିଲେ
ଭଦ୍ରକ ଅଫିସ,୩ା୯: ସ୍ତ୍ରୀଙ୍କ ଦଶାହରେ କ୍ରିୟା କର୍ମ ଚାଲିଥିଲା। ଏହି ସମୟରେ ସ୍ବାମୀଙ୍କର ମୃତ୍ୟୁ ଘଟିଛି। ୧୦ ଦିନ ମଧ୍ୟରେ ଉଭୟ ମା’ ବାପାଙ୍କୁ ହରାଇ ଅନାଥ ହୋଇଛନ୍ତି ୫ ବର୍ଷର ଝିଅ ଓ ୨ ବର୍ଷର ପୁଅ। ପରିବାର ଲୋକେ…
ଅଯୋଧ୍ୟାରେ ୭.୯ କୋଟି ଟଙ୍କାରେ ନିର୍ମାଣ ହେଉଛି ଲତାମଙ୍ଗେସକର ଚୌକ, ଲାଗିବ ୧୦.୮ ମିଟର ଲମ୍ବର ବୀଣା
ଅଯୋଧ୍ୟା,୩ ।୯: ଭଗବାନ ରାମଙ୍କ ନଗରୀ ଅଯୋଧ୍ୟା କିଛି ବର୍ଷ ହେବ ଉତ୍ତର ପ୍ରଦେଶ ଓ ଦେଶର ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ହୋଇ ରହିଛି । ଏଠାରେ ବହୁ ବିକାଶ ମୂଳକ କାର୍ଯ୍ୟ ବି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି…
ଦିଲ୍ଲୀ ଉପରାଜ୍ୟପାଳଙ୍କ ବହିଷ୍କାର ଦାବିକଲା ଏଏପି
ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ ପରିଷଦ ଅଧ୍ୟକ୍ଷ ଥିବାବେଳେ ନିଜ କ୍ଷମତାର ଦୁରୁପଯୋଗ କରି ମୁମ୍ବାଇ ଖଦି ଲାଉଞ୍ଜର ଇଣ୍ଟେରିୟର ଡିଜାଇନ ଠିକା କାମ ତାଙ୍କ ଝିଅଙ୍କୁ ଦେଇଥିଲେ। ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି…
ଟିକେଟ୍ କାଉଣ୍ଟରେ ଲାଗିଥିଲା ଏପରି ସାଇନ ବୋର୍ଡ: ଦେଖିଲେ ହସି ହସି ଗଡ଼ିଯିବେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଯାଦବଙ୍କୁ ଏକାଠି କରିବା ଲାଗି ହାତ ମିଳାଇଲେ ଶିବପାଲ, ଡି.ପି. ଯାଦବ
ଲକ୍ଷ୍ନୌ,୩ା୯: ସମାଜବାଦୀ ପାର୍ଟିର ଯାଦବ ଭୋଟବ୍ୟାଙ୍କକୁ ସୁରକ୍ଷିତ କରିବା ଲାଗି ଅଖିଳେଶ ଯାଦବଙ୍କ ଦାଦା ଶିବପାଲ ଯାଦବ ଏବଂ ପୂର୍ବତନ ଏମ୍ପି ଡି.ପି. ଯାଦବ ପରସ୍ପର ହାତ ମିଳାଇଛନ୍ତି। ସେମାନେ ଆନୁଷ୍ଠାନିକ ଭାବେ ‘ଯଦୁକୁଳ ପୁନର୍ଜାଗରଣ ମିଶନ’(ଓ୍ବାଇପିଏମ୍) ଶୁଭାରମ୍ଭ କରିଛନ୍ତି। ୨୦୨୪…
ପାଲାନିସ୍ବାମୀ ଏଆଇଏଡିଏମ୍କେର ସର୍ବୋଚ୍ଚ ନେତା
ଚେନ୍ନାଇ,୩ା୯(ପି.ଟି.): ଏଆଇଏଡିଏମ୍କେ ନେତୃତ୍ୱକୁ ନେଇ ବିବାଦ ଲାଗିରହିଥିବାବେଳେ ଇ.କେ. ପାଲାନିସ୍ବାମୀ ଦଳର ଶୀର୍ଷ ନେତା ବୋଲି ମାଡ୍ରାସ ହାଇକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ଓ. ପନିରସେଲ୍ଭାମଙ୍କ ସପକ୍ଷରେ ଆସିଥିବା ଜଣିକିଆ ଖଣ୍ଡପୀଠ ରାୟକୁ ଜଷ୍ଟିସ ଏମ୍. ଦୁରାଇସ୍ବାମୀ ଓ ସୁନ୍ଦର…
କେନାଲ ପାଣି ଅଭାବରୁ ଫାଟିଲା ଚାଷ ଜମି
କୁଳିଅଣା,୩ା୯(ସ୍ବ.ପ୍ର.): କେନାଲ ପାଣି ନ ମାଡ଼ିବା ଓ ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅଧୀନ ପଳାଶବଣୀ ଗ୍ରାମରେ ଥିବା ଚାଷ ଜମି ଫାଟି ଅଁା କଲାଣି। ଅଗଷ୍ଟ ମାସ ସୁଦ୍ଧା ଚାଷୀମାନେ ଯେନତେନ ପ୍ରକାରରେ ତଳି…
ଭାଜପାର ସବୁ ଏମ୍ପି, ବିଧାୟକ କ’ଣ ପୂରା ଖାଣ୍ଟି: ତେଜସ୍ବୀ
ପାଟନା,୩ା୯: ସିବିଆଇ ଏବଂ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ନେଇ ପୁଣି ଭାଜପାକୁ ଟାର୍ଗେଟ୍ କରିଛନ୍ତି ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ସେ ପ୍ରଶ୍ନ କରିଛନ୍ତି ଭାରତୀୟ ଜନତା ପାର୍ଟିର ସମସ୍ତ ଏମ୍ପି ଓ ବିଧାୟକ…
ପଡ଼ିଆ ପଡ଼ିଛି ଚାଷଜମି
ବନ୍ତ, ୩ା୯(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ବହୁ ଚାଷଜମି ଧାନ ତଳି ଅଭାବରୁ ପଡ଼ିଆ ପଡ଼ିଛି। ସରକାରୀ ବିହନ ଗଜା ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ବ୍ଲକର ମୋଟ…
ବଳାତ୍କାରକୁ ପ୍ରତିରୋଧ କରିବାରୁ ମହିଳାଙ୍କୁ ଟ୍ରେନ୍ରୁ ଫିଙ୍ଗିଦେଲେ
ଚଣ୍ଡିଗଡ଼, ୩ା୯: ହରିୟାଣାର ଫରିଦାବାଦ୍ରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ ପ୍ରତିରୋଧ କରିବାରୁ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଚଳନ୍ତା ଟ୍ରେନ୍ରୁ ଫିଙ୍ଗି ହତ୍ୟା କରାଯାଇଛି। ମହିଳାଙ୍କ ସାଙ୍ଗରେ ତାଙ୍କର ୯ ବର୍ଷୀୟ ପୁଅ ଥିଲେ।…
୯ବର୍ଷ ପରେ ଧରାପଡ଼ିଲେ ଅଭିଯୁକ୍ତ
ବୈଶିଙ୍ଗା,୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତର ପତଡ଼ା ଗ୍ରାମରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଚୁଇଁ ଓରଫ ଫକୀର ଖଁାଙ୍କୁ ୯ ବର୍ଷ ପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ସୂଚନା…

