ଶେଷ ମ୍ୟାଚ୍ ପୂର୍ବରୁ ହାଇଦ୍ରାବାଦକୁ ବଡ ଝଟ୍କା
ମୁମ୍ବାଇ,୧୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଦଳକୁ ଲାଗିଛି ବଡ଼ ଝଟ୍କା। ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉ ଦଳ ପାଇଁ ଖେଳିବେ ନାହିଁ। ତାଙ୍କ ସ୍ତ୍ରୀ ସାରା ରହିମ ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଥିବାରୁ…
ସ୍ବପ୍ନ ଦେଖି କୋଟିଏ ମୂଲ୍ୟର ମୂର୍ତ୍ତି ଫେରାଇଦେଲେ ଚୋର
ଲକ୍ଷ୍ନୌ,୧୮।୫: ଚୋର ଲୁଟ୍ କରିଥିବା ଜିନିଷ ଫେରାଇବା କଥା ବିରଳ। ତା’ ପୁଣି ଚୋର ଯଦି ସ୍ବପ୍ନ ଦେଖି ଏପରି କରିଛି ତେବେ ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ଖବରଟି ପଢ଼ିଲା ବେଳେକୁ ଅଜବ ଲାଗିଲେ ମଧ୍ୟ ଏହା ସତ। ଏଭଳି…
ଆରଏସ୍ଏସ୍ କାର୍ଯ୍ୟାଳୟ ବାହାରେ ରେକି କରୁଥିବା ଆତଙ୍କବାଦୀ ଗିରଫ
ନାଗପୁର,୧୮।୫: ନାଗପୁରର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆରଏସ୍ଏସ୍) କାର୍ଯ୍ୟାଳୟରେ ରେକି କରିଥିବା ଘଟଣାରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ(ଏଟିଏସ୍) ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସଂଗଠନର ରଇସ ଅହମଦ ଅସଦୁଲ୍ଲାହ ଶେଖ୍ ବୋଲି…
ପହଞ୍ଚିଲା ଦୟାନିଧିଙ୍କ ମୃତଦେହ: କାନ୍ଦ ବୋବାଳିରେ ଫାଟିଲା ଗାଁ
ପାଟଣା,୧୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ଗ୍ରାମର ଦୟାନିଧି ମହାନ୍ତ (୪୨)ଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଗଞ୍ଜାମ ଜିଲା ଗାଙ୍ଗପୁର ଥାନାଦୁମଦୁମି ସଂରକ୍ଷିତ ଜଙ୍ଗଲ ବୁଢାକେନ୍ଦୁରୁ ଜବତ କରାଯାଇଥିଲା। ସେ ସୋମବାର ରାତିରୁ ନିଖୋଜ ଥିଲେ। ବୁଧବାର ତାଙ୍କ ମୃତଦେହ…
ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ
ପୁରୁଷୋତ୍ତମପୁର,୧୮।୫(ଡି.ଏନ୍.ଏ.) : ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏଠାରେ ପହଂଚି ନୂଆ ସ୍ନାନ ମଣ୍ଡପ, ଦୀପ ଘର, ପ୍ରଶାସନିକ ଭବନ ଉଦ୍ଘାଟନ କରିଛନ୍ତି। ରାଜ୍ୟବାସୀଙ୍କ ପାଇଁ ମା’ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ମଙ୍ଗଳକାମନା କରିଛନ୍ତି।…
ଭାରତକୁ ୩୮୦୦କୋଟିର ସହାୟତା କରିବ ଆମେରିକା! ରୁଷିଆ ଅସ୍ତ୍ର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଉଦ୍ୟମ
ଓ୍ବାଶିଂଟନ୍,୧୮।୫: ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ଦିଗରେ ଆମେରିକା ବର୍ତ୍ତମାନ ଏକ ବଡ ପଦକ୍ଷେପ ଗ୍ରହଣ କରିପାରେ। ଭାରତକୁ ୫୦୦ମିଲିୟନ ଡଲାର ତଥା ପ୍ରାୟ ୩,୮୦୦କୋଟି ଟଙ୍କାର ସାମରିକ ସହାୟତା ଯୋଗଇଦେବାକୁ ଚିନ୍ତା କରୁଛି ଆମେରିକା।…
ପପ୍ ଷ୍ଟାର୍ଙ୍କୁ କାମୁଡିଲା ସାପ,ଭିଡ଼ିଓ ଶେୟାର କରି…
ପ୍ରସିଦ୍ଧ ପପ୍ ଷ୍ଟାର୍ ବ୍ରିଟନୀ ସ୍ପିୟର୍ସ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ୍ ସେ। ନୂଆ ନୂଆ ଫଟୋ, ଭିଡ଼ିଓ ଶେୟାର କରି ଦର୍ଶକଙ୍କ ସହ ଯୋଡ଼ି ହୋଇ ରୁହନ୍ତି। ନିକଟରେ…
ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ…
ନୂଆଦିଲ୍ଲୀ, ୧୮।୫ : ସୁପ୍ରିମକୋର୍ଟ ବୁଧବାର ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ମୁମ୍ବାଇ ଜେଲରେ ୭ ବର୍ଷ ଧରି ରହିଛନ୍ତି। ୧୯ ବର୍ଷ ପୂର୍ବେ ୨୯୧୨ରେ ତାଙ୍କ ଝିଅ ଶିନା ବୋରାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ସମଗ୍ର…
ଜଳିଗଲା ୨ ଆମ୍ବୁଲାନ୍ସ
କେନ୍ଦ୍ରାପଡ଼ା ଅଫିସ,୧୮।୫: କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ୨ଟି ପୁରୁଣା ଆମ୍ବୁଲାନ୍ସରେ ବୁଧବାର ନିଆଁ ଲାଗି ଜଳିଯାଇଛି। ତେବେ ଏଥିରେ କିପରି ନିଆଁ ଲାଗିଲା ସେ ସମ୍ପର୍କରେ ଜଣା ପଡ଼ି ନ ଥିଲେ ମଧ୍ୟ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ…
ପୁଣି ସ୍ଥିତି ଜାହିର କଲେ ମାଓବାଦୀ: ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର ବ୍ୟାନର
ଫୁଲବାଣୀ ଅଫିସ,୧୮।୫: କିଛିଦିନର ନୀରବତା ପରେ କନ୍ଧମାଳ ଜିଲାରେ ମାଓବାଦୀ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି। ଜିଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ, ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼, ଗୋଛାପଡ଼ା ଥାନା ଅଞ୍ଚଳରେ ମାଓବାଦୀ ସଙ୍ଗଠନ…
ଏହି ଦିନ ଆମେରିକାରେ ରିଲିଜ୍ ହେବ ‘ଆର୍ଆର୍ଆର୍’
ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ‘ଆର୍ଆର୍ଆର୍’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗି ୧୧୦୦ କୋଟିରୁ ଅଧିକ ଆୟ କରିଛି। ତେବେ ଏହାର ଅରିଜିନାଲ ଅନ୍କଟ ଭର୍ସନ ଜୁନ୍ ୧ ରେ ଆମେରିକାର ୧୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମଟି…
ସକାଳୁ ସକାଳୁ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ପାଟଣା,୧୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନା ଖମଣ ଗାଁରେ ବୁଧବାର ସକାଳୁ ଚୋରି ହୋଇଛି। ଦୁର୍ବୃତ୍ତ ଲକ୍ଷ୍ମୀଧର ମହାନ୍ତଙ୍କ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରେ ଆଲମିରା ଭାଙ୍ଗି ଏକ ମଙ୍ଗଳସୂତ୍ର, ସୁନା ଓ ନଗଦ…
Archives


