୮ ବର୍ଷରେ ବାପାଙ୍କୁ ଅଭିନେତ୍ରୀ ହେବି କହିଥିଲେ ନୋରା, କଠୋର ହୋଇ …
ଅଭିନେତ୍ରୀ ନୋରା ଫତେହି ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ସାରା ବିଶ୍ୱରେ ପ୍ରସିଦ୍ଧ। ୨୦୧୮ରେ ତାଙ୍କର ଗୋଟିଏ ଗୀତ ତାଙ୍କୁ ବହୁତ ଉପରକୁ ନେଇ ଯାଇଥିଲା। ମାତ୍ର ଏହି ଯାତ୍ରା ଏତେଟା ସହଜ ନ ଥଲା। ପରିବାର ତରଫରୁ ତାଙ୍କୁ…
ଭବିଷ୍ୟତକୁ ମଜଭୁତ କରିବ ଭର୍ଚୁଆଲ ଗ୍ଲୋବାଲ କୋଲାବରେଶନ ଭିଲେଜ
ଡାଭୋସ୍,୨୪।୫: ସୁଇଜରଲାଣ୍ଡର ଡାଭୋସଠାରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲ୍ୟୁଇଏଫ୍) ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସରକାରୀ ଓ ଘରୋଇ ଭାଗିଦାରୀ ମଧ୍ୟରେ ଭବିଷ୍ୟତକୁ ମଜଭୁତ କରିବା ନିମନ୍ତେ ଓ୍ବାଲର୍ଡ ଇକୋନୋମିକ୍ ଫୋରମ୍ ମଞ୍ଚରେ ଭର୍ଚୁଆଲ ଗ୍ଲୋବାଲ କୋଲାବରେଶନ ଭିଲେଜ…
ସମଲୀଙ୍ଗୀଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ନୀତିଶ
ପାଟନା,୨୪।୫: ପାଟନାର ମଗଧ ମହିଲା କଲେଜରେ ନିର୍ମିତ ନୂତନ ହଷ୍ଟେଲର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମଲୀଙ୍ଗୀଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ପୁଅ ପୁଅକୁ ବିବାହ କରିବେ ତେବେ ବଂଶବୃଦ୍ଧି ହେବ…
ନିମ୍ନମାନର ପୋଷାକ, ଗ୍ୟାସ ଚୁଲା ଯୋଗାଣକୁ ନେଇ ଗର୍ଜିଲେ ଅଙ୍ଗନଓ୍ବାଡି କର୍ମୀ
ଛତ୍ରପୁର,୨୪।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିମ୍ନମାନର ପୋଷାକ ଏବଂ ଗ୍ୟାସ ଚୁଲା ଯୋଗାଣ ହେଉଥିବା ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ମଙ୍ଗଳବାର ଅଭିଯୋଗ ହୋଇଛି। ମଙ୍ଗଳବାର ପ୍ରବଳ ଖରା ସତ୍ତ୍ୱେ ଶତାଧିକ…
ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୨୦ ଛାତ୍ର ଅସୁସ୍ଥ
ବଲାଙ୍ଗୀର ଅଫିସ, ୨୪।୫: ବଲାଙ୍ଗୀର ଲର୍କିପାଲରେ ଥିବା ସରକାରୀ ଆଇଟିଆଇ କଲେଜ ହଷ୍ଟେଲରେ ୨୦ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ସୋମବାର ରାତିରେ ଛାତ୍ରମାନେ ଖାଉଥିବା ସମୟରେ ପ୍ରଥମ ବର୍ଷର ଜଣେ…
ଶାଢ଼ି ପିନ୍ଧିବାବେଳେ…
ଶାଢ଼ିରେ ପ୍ରାୟ ସବୁ ଫିଗରର ମହିଳା ସୁନ୍ଦର ଦେଖାଯାନ୍ତି। କିନ୍ତୁ ବେଳେବେଳେ ଶାଢ଼ି ପିନ୍ଧିବା ସମୟରେ କେତେଜଣ ମହିଳା ଏଭଳି ଭୁଲ୍ କରିବସନ୍ତି ଯେ ସେମାନଙ୍କ ଲୁକ୍ ଖରାପ ହୋଇଯାଏ। ଶାଢ଼ିରେ ସ୍ଲିମ୍ ଦେଖାଯିବାକୁ ଚାହୁଁଥିଲେ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି…
ଇଏ ବି ଜଣେ ନାରୀ:ନୃତ୍ୟାଙ୍ଗନା ଜ୍ୟୋତିର୍ମୟୀ
ସେଇ ବେଶ, ସେଇ ଛନ୍ଦ, ସେଇ ଠାଣି ଆଉ ସେଇ ଚାହାଣି ପ୍ରତି ତାଙ୍କର ଥିଲା ଭିନ୍ନ ଏକ ଆକର୍ଷଣ। ସେଥିପାଇଁ ତ ସେ ଛୋଟବେଳରୁ ଓଡ଼ିଶୀନୃତ୍ୟ ଶିଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ନିଜର ଦୃଢ଼ ଇଚ୍ଛାକୁ ସଫଳକରି ଆଜି ସେ…
ସମର୍ପଣର ପର୍ବ
ଏଥର ଆଉ ନାହିଁ ଲକ୍ଡାଉନ କଟକଣା। ମନ୍ଦିର ସାଙ୍ଗକୁ ଦୋକାନ ବଜାର ବି ଖୋଲା। ତେଣୁ ବିଧି ମୁତାବକ ସାବିତ୍ରୀ ପାଳନ କରିବା ପାଇଁ ବେଶ୍ ଉତ୍ସାହିତ ନାରୀମାନେ… ସେବା ଓ ସତୀତ୍ୱ ବଳରେ ସ୍ତ୍ରୀଟିଏ ତା’ ସ୍ବାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ…
ବର୍ଷା-ଅନୁଭବ ମାମଲା: କୋର୍ଟରେ ଶୁଣାଣି ଶେଷ
କଟକ ଅଫିସ୍,୨୪।୫: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଉପରେ ମଙ୍ଗଳବାର ଏସ୍ଡିଜେଏମଙ୍କ କୋର୍ଟରେ ଶୁଣାଣି ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିଶନର ଶୁଣାଣି ଶେଷ କରି…
ଦୁର୍ନୀତି ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇଲେ ମାନ
ଚଣ୍ଡିଗଡ଼,୨୪।୫: ଦୁର୍ନୀତି ବିରୋଧରେ ଶକ୍ତ ମନୋଭାବ ଦେଖାଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ନୀତି ଅଭିଯୋଗରେ ନିଜ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଭଗଓ୍ବନ୍ତ ମାନ ବରଖାସ୍ତ କରିଛନ୍ତି। ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତିର ପ୍ରମାଣ ମିଳିବା…
ଭାରତ-ଆମେରିକା ସହଭାଗିତାକୁ ଆହୁରି ଆଗକୁ ନେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ: ବାଇଡେନ୍
ଟୋକିଓ,୨୪।୫: : ଜାପାନରେ ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କୁ ନେଇ କ୍ୱାଡ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି। କ୍ୱାଡ୍ ସମ୍ମିଳନୀର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ସରପଞ୍ଚ ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଆତଙ୍କବାଦୀ ଗିରଫ
ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀର ପୋଲିସ ଲଶ୍କର-ଇ-ତୋଏବାର ୫ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ୩ଜଣ ଆତଙ୍କବାଦୀ ବାରମୁଳା ଜିଲା ସରପଞ୍ଚ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ସୁଚନା ଦେଇଛି। ମଙ୍ଗଳବାର ସ୍ବତନ୍ତ୍ର ଅପରେଶନ୍ ଦ୍ୱାରା ବାରମୁଳାରୁ ୩ ଏବଂ ଶ୍ରୀନଗରରୁ…
Archives


