ଦୁର୍ନୀତି ଅଭିଯୋଗ ପରେ ବଣ୍ଟାହେଲା ରାଶନ ଚାଉଳ
କେସିଙ୍ଗା,୮।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ମହାଗା, ଜାମଜୋର, ମାଟିଆ, ଦେଓଗାଁ ଗ୍ରାମର ରାଶନ ଚାଉଳ ବଣ୍ଟନରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଥିଲା। ଏପରିକି ସେଲ୍ସମ୍ୟାନ ଗତ ଜାନୁଆରୀ ମାସର ଚାଉଳ ହିତାଧିକାରୀଙ୍କୁ ଦେଇ ନ ଥିବା ଗତ…
୪୦ ବର୍ଷର ବୟସ ବ୍ୟବଧାନ, ତଥାପି ଜବରଦସ୍ତ କେମେଷ୍ଟ୍ରୀ
ପ୍ରେମ ନା ବୟସ ଦେଖେ, ନା ଜାତି, ନା ଧର୍ମ। ସେଥିପାଇଁ ତ ଜଣେ କେବେ, କେଉଁଠି, କେତେବେଳେ ଆଉ କାହା ପ୍ରେମରେ ପଡେ ଜାଣିପାରେନା। ସେଭଳି ଏକ ପ୍ରେମଯୁଗଳଙ୍କ କାହାଣୀ ଏବେ ଚର୍ଚ୍ଚାରେ। ‘ଦ କିଙ୍ଗ ଆଣ୍ଡ କୁଇନ୍ ଅଫ୍…
ଟ୍ରକ ମାଲିକ ସଂଘ ସଦସ୍ୟଙ୍କୁ ଆକ୍ରମଣ କରି ବନ୍ଧା ହେଲେ
ଗୋପାଳପୁର,୮ା୪(ଡି.ଏନ.ଏ.): ଲୋଡିଂକୁ ନେଇ ଏକ ଟ୍ରକ ମାଲିକ ସଂଘର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠ ସାହିର ଅଶୋକ କୁମାର ସେଠୀ, ଫାଷ୍ଟଗେଟ୍…
ସାମ୍ବାଦିକଙ୍କୁ ହସ୍ପିଟାଲରେ ବେଡି ପକାଇବା ଘଟଣା: ନିଜ ଆଡୁ ରିପୋର୍ଟ କଲେ ଓଏଚ୍ଆରସି
ଭୁବନେଶ୍ୱର,୮।୪(ବ୍ୟୁରୋ): ବାଲେଶ୍ୱର ଜିଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ପୂର୍ବାଞ୍ଚଳ ଆଇଜିଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ…
ଅଷ୍ଟ୍ରେଲିଆରେ ନଜର ଆସିଲା ବିରଳ ଧଳା କଙ୍ଗାରୁ
ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ୍ କାହିଁରେ କେତେ। ଅନେକ ସମୟରେ କିଛି ଘଟଣା, ଫଟୋ ନଚେତ ଭିଡିଓ କେଇ ମୂହୁର୍ତ୍ତରେ ଭାଇରାଲ ହୋଇଯାଏ। ଏହି କ୍ରମରେ ଏବେ ଏକ ଧଳା କଙ୍ଗାରୁର ଫଟୋ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏଭଳି…
୧୧୫ ଦିନର ଚିକିତ୍ସା ପରେ ଘରକୁ ଫେରିଲେ ୭୦୪ ଗ୍ରାମ୍ର ଶିଶୁ
ନୂଆଦିଲ୍ଳୀ,୮।୪: ରାଜଧାନୀ ଦିଲ୍ଳୀର ବସନ୍ତକୁଞ୍ଚ ଅଞ୍ଚଳରେ ଥିବା ଫରଟିସ୍ ହସ୍ପିଟାଲରେ ଜଣେ ମହିଳା ପ୍ରି-ମାଚ୍ୟୁୟର ଯମଜ ସନ୍ତାଙ୍କୁ ଜନ୍ମ ଦେଇଥିଲେ। ଜନ୍ମ ହେବାର କିଛି ସମୟ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ଜୀବିତ ଶିଶରୁ ଓଜନ ମାତ୍ର ୭୦୪ ଗ୍ରାମ…
ବିବେକ୍ ହେଲେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର
ବ୍ରହ୍ମପୁର ଅଫିସ,୮।୪: ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଇ ବିବେକ୍ ରେଡ୍ଡି। ସେ ୩୪ଟି ଭୋଟ ପାଇ ଶୁକ୍ରବାର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟପକ୍ଷରେ ଡେପୁଟି ମେୟର ପାଇଁ ଭାଜପାରୁ ପ୍ରାର୍ଥୀ…
‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି’
ଭୁବନେଶ୍ବର,୮।୪(ବ୍ୟୁରୋ): ବିଧାନସଭା ଗୃହ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ। ଖୁବଶୀଘ୍ର ଏହି କମିଟି ବୈଠକ ଡକାଯିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ଆଇନ ସଚିବ, ପୂର୍ତ୍ତ ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିବାଦ ପରେ ହାଇକୋର୍ଟଙ୍କ ଜବାବ ତଲବ
କଟକ ଅଫିସ,୮।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଧିରେଧିରେ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରକଳ୍ପର ବୈଧତା ଉପରେ ପ୍ରଶ୍ନ ଉଠିବା ପରେ ଶୁକ୍ରବାର ଏହାକୁ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି। ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ…
ରେଲଓ୍ବେ ଷ୍ଟେସନ୍ରେ ମିଶାଇଲ୍ ମାଡ଼: ୩୦ ମୃତ, ୧୦୦ରୁ ଊର୍ଦ୍ଧ୍ୱ ଆହତ
କ୍ୱିଭ୍,୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୪ ଦିନରେ ପହଞ୍ଚିଛି। ଏହି ଯୁଦ୍ଧ କେବେ ସମାପ୍ତ ହେବ ତାହା କାହାକୁ ଜଣାନାହିଁ। ବେଳକୁ ବେଳ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରୁଛି। ଇତିମଧ୍ୟରେ ଶୁକ୍ରବାର ପୂର୍ବ…
ଆସିବ ‘ଆର୍ଆର୍ଆର୍’ର ସିକ୍ୱୁଲ!
ମୁମ୍ବାଇ: ଅଭିନେତା ରାମ ଚରଣ, ଜୁନିୟର ଏନ୍ଟିଆର୍, ଆଲିଆ ଭଟ୍ଟ ଓ ଅଜୟ ଦେବଗନ ଷ୍ଟାରର ଫିଲ୍ମ ‘ଆର୍ଆର୍ଆର୍’ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଫିଲ୍ମକୁ କେବଳ ଦର୍ଶକେ କାହିଁକି ଫିଲ୍ମ କ୍ରିଟିକ୍ସ ବି ପ୍ରଶଂସା କରି କରି…
ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ
କଟକ ଅଫିସ,୮।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି। ପରୀକ୍ଷାର୍ଥୀମାନେ ଏହି ଓ୍ବେବ୍ସାଇଟକୁ ଯାଇ ନିଜର ରୋଲ ନମ୍ବର ଓ ଜନ୍ମ…
Archives


