ବାଲି ବୋଝେଇ ହାଇଓ୍ବା ଧରିଥିଲେ ତହସିଲଦାର: କେମିତି ହେଲା ଫେରାର

ଭଣ୍ଡାରିପୋଖରୀ,୮।୯(ସ୍ବ.ପ୍ର.): ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରୁ ବୁଧବାର ସନ୍ଧ୍ୟାରେ ଏକ ବେଆଇନ ବାଲି ବୋଝେଇ ଗାଡ଼ିକୁ ସ୍ଥାନୀୟ ତହସିଲଦାର ଜବତ କରିଥିଲେ। ପରେ ଉକ୍ତ ଗାଡ଼ି ନେଇ ଚାଳକ ଫେରାର ହୋଇଯାଇଥିବା ତହସିଲଦାର ସରୋଜକାନ୍ତ ନାୟକ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଛନ୍ତି। ଏନେଇ ଥାନାରେ ଏକ ମାମଲା (ନଂ.୩୨୫/୨୨) ରୁଜୁ କରାଯାଇଛି।
ସୂଚନା ଅନୁଯାୟୀ, ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ହାଇଓ୍ବାକୁ ତହସିଲଦାର ନାୟକ ଜବତ କରିଥିଲେ। ହାଇଓ୍ବା ଚାଳକ ଏନେଇ ଦସ୍ତଖତ ସ୍ବୀକାରୋକ୍ତି କରିବା ସହ ଗାଡ଼ି ଚାବି ମଧ୍ୟ ତହସିଲଦାରଙ୍କୁ ହସ୍ତାନ୍ତର କରିଥିଲେ। ପରେ ଚାଳକ ଗାଡ଼ି ନେଇ କିପରି ଫେରାର ହେଲେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରସ୍ରୋତାରେ ଡଙ୍ଗା ବୁଡ଼ି, ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ସିଂହପୁର,୧୪।୮(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀଗ୍ରାମ ନଦୀ ଅପରପାର୍ଶ୍ୱ ମଧୁବନଠାରେ ଖରସ୍ରୋତାରେ ବୁଧବାର ଡଙ୍ଗା ବୁଡ଼ିଯାଇଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି...

କାଳବୈଶାଖୀରେ ଭାଙ୍ଗିଲା ପତିତପାବନ ବାନା ବାଉଁଶ

ପୁରୀ ଅଫିସ, ୧୨।୫:କାଳବୈଶାଖୀ ବର୍ଷାର ପ୍ରଭାବ ମଙ୍ଗଳବାର ପୁରୀରେ ଦେଖିବାକୁ ମଳିଛି। କାଳବୈଶାଖୀ ତାଣ୍ଡବ ଯୋଗୁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାର ବାଉଁଶ ଭାଙ୍ଗିଯାଇଥିଲା,...

ଚିକିଛା ଅଭାବୁ ମୁର୍‌ତୁ ସଂଗେ ଯୁଝୁଛନ୍‌ ରବି

  କୋମନା, ୨।୧୧(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଙ୍ଗ ପଁଚେତ୍‌ ଅଧୀନ ଖଜୁରବାହାଲ ଗଁାର ରବି ରାଉତ(୩୬)। ସେ ମାସକେତେ ତଲେ ଗୁଟେ ଦୁରଘଟନାର...

ଲକ୍ଷେ ୮୦ ହଜାରରେ ସ୍ତ୍ରୀଙ୍କୁ ବିକିଦେଲେ

ବେଲପଡା,୨୪ା୧୦(ଡି.ଏନ.ଏ.): ପ୍ରଥମେ ପ୍ରେମ ତା ପରେ ଘର ଲୋକଙ୍କ ସହମତିରେ ବିବାହ ହୋଇଥିଲା। ସାଇପଡିଶା ଓ ବନ୍ଧୁ ବାନ୍ଧବଙ୍କୁ ଭୋଜିଭାତ ବି ଦିଆଯାଇଥିଲା। କିଛିଦିନ ଠିକ୍‌ଠାକ...

ଘାରିଛି ରେକର୍ଡ ନିଶା: ୩୦୦ ମିଟର ହାତରେ ଚାଲିଲେ ଯୁବକ

ଖୋର୍ଦ୍ଧା ଅଫିସ,୩।୧୧:ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଅସରଳା ପଞ୍ଚାୟତ ମାଗୁରା ଗଁାର ସୌଭାଗ୍ୟ ବରାଡ ରେକର୍ଡ କରିବା ପାଇଁ ୩୦୦ ମିଟର ହାତରେ ଚାଲିଛନ୍ତି। ଆଗକୁ...

କଟକ ସହରରୁ ୯୮ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୩।୧୦- କଟକ ସହରରୁ ମଙ୍ଗଳବାର ୯୮ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ...

ସୁମିତଙ୍କ ବେଡ୍‌ରୁମ୍‌ରେ ରହିବାକୁ ଅଡ଼ି ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୫।୧: ଗଞ୍ଜାମ ଜିଲା ଜଜ କୋର୍ଟ ତପସ୍ବିନୀଙ୍କୁ ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ମଙ୍ଗଳବାର ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ...

ମହାନଦୀ ପାରି ହୋଇ ପଶିଲେ ହାତୀପଲ: ଚିନ୍ତାରେ ଚାଷୀ

ବରଗଡ଼ ଅଫିସ,୨୩।୧୨: ସୋନପୁର ଜିଲାରୁ ମହାନଦୀ ପାରି ହୋଇ ହାତୀପଲ ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ତୁରୁମ, ଭାଲୁପାଲି, ମୋହନା ଆଦି ଅଞ୍ଚଳକୁ...

Advertisement
Archives

Model This Week