ଏଡିଜି ଆଧୁନିକୀକରଣ ହେଲେ ଆଇପିଏସ୍ ସଞ୍ଜୟ କୁମାର
ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଶା କ୍ୟାଡର ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି। ଚଳିତବର୍ଷ ମାର୍ଚ୍ଚ ୧୨ରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିଲା। ୨୦୧୫ରେ ସଞ୍ଜୟ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ…
ଅତର୍କିତ ଚଢ଼ାଉ: ବଗିଚାରୁ ୧୫ ଲିଟର ଦେଶୀମଦ ସହ ବନ୍ଧୁକ ଜବତ
କୋକସରା,୨୪।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ପୋଲିସ ପକ୍ଷରୁ ଧୋବେନଚଞ୍ଚରା ଗ୍ରାମରେ ଚଢାଉ କରି ୧୫ ଲିଟର ହାତରନ୍ଧା ମଦ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି। ଘଟଣାରେ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା…
ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ବୟାନ ଦେଲେ ଡି ଭିଲିୟର୍ସ
ଜୋହାନ୍ସବର୍ଗ,୨୪।୫: ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଆଇପିଏଲ୍ରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି। ଆସନ୍ତା ବର୍ଷ ଅର୍ଥାତ ଟୁର୍ନାମେଣ୍ଟର ୧୬ ତମ ସିଜନରେ ସେ ନିଶ୍ଚିତ ଭାବରେ ସାମିଲ ହେବେ। ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)…
ମଣିଷ ଯେହେତୁ ଭୁଲ ତ ହେବ: ଗାଙ୍ଗୁଲି
କୋଲକାତା,୨୪।୫: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ଏହାକୁ ନେଇ ପ୍ରଶଂସକ ଚିନ୍ତାରେ ଥିବା ବେଳେ ଉଭୟଙ୍କ ସମର୍ଥନରେ ବାହାରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ମଙ୍ଗଳବାର ଏଠାରେ ଆୟୋଜିତ ଏକ…
ଆଇପିଏଲ୍ରେ ବେବି ଏବିଙ୍କ ପରେ ଏବେ ‘ବେବି ଗାଙ୍ଗୁଲି’ଙ୍କ ଏଣ୍ଟ୍ରି !
ମୁମ୍ବାଇ,୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ବେବି ଏବିଙ୍କ ପରେ ଏବେ ‘ବେବି ଗାଙ୍ଗୁଲି’ଙ୍କ ଏଣ୍ଟ୍ରି। ମଙ୍ଗଳବାର ଗୁଜରାଟ ଟାଇଟନ୍ସ ବିପକ୍ଷ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ ସେ। ଏନେଇ ରାଜସ୍ଥାନ ପକ୍ଷରୁ ଏକ ଭିଡିଓ ପୋଷ୍ଟ…
କଂଗ୍ରେସ ଉପରେ ବର୍ଷିଲେ ହାର୍ଦ୍ଦିକ…
ନୂଆଦିଲ୍ଲୀ, ୨୪।୫ : କଂଗ୍ରେସ ଛାଡିଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ ପୁଣି ଥରେ କଂଗ୍ରେସ ଦଳର ହାଇକମାଣ୍ଡଙ୍କୁ ଟାର୍ଗେଟ୍ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସେ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ଦଳ କାହିଁକି ହିନ୍ଦୁ ଏବଂ ପ୍ରଭୁ…
ପୁତ୍ର ସନ୍ତାନର ଜନନୀ ହେଲେ ଦିଶା
ମୁମ୍ବାଇ: ଲୋକପ୍ରିୟ କମେଡି ଶୋ’ ‘ତାରକ ମେହେଟ୍ଟା କା ଓଲ୍ଟା ଚଷମା’ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣି ଥରେ ମା’ ହୋଇଛନ୍ତି ଦୟାବେନ ଓରଫ ଦିଶା ବକାନୀ। କିଛି ଦିନ ପୂର୍ବେ ସେ ପୁତ୍ରସନ୍ତାନର ଜନନୀ ହୋଇଛନ୍ତି। ଗୋଟିଏ ପଟେ ଦିଶା…
କେ.ଏଲ୍.ଙ୍କୁ ପ୍ରଶଂସକ ପଚାରିଲେ ପ୍ରଶ୍ନ: ଭାଉଜ କ’ଣ କୋଲକାତାରେ…
କୋଲକାତା, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫ୍ରେ ୪ ଟିମ୍ ମଧ୍ୟରେ ମୁକାବିଲା ହେବା ପରେ ବିଜେତା ଦୁଇ ଦଳ ଫାଇନାଲ ଖେଳିବେ। ତେବେ ଏହି ତାଲିକାରେ ନୂଆ ଟିମ୍ ଗୁଜରାଟ ଟାଇଟନ୍ସ,…
ବିଧାନ ପରିଷଦ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଭାଜପା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲାନି ଟିକେଟ୍
ବେଙ୍ଗାଲୁରୁ,୨୪।୫: କର୍ନାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନ ପାଇଁ ଏମ୍ଏଲ୍ସି ପ୍ରାର୍ଥୀ ଘୋଷଣା କରିଛି । ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଚଲୁବାଦୀ ନାରାୟଣସ୍ବାମୀ, ହେମଲତା ନାୟକ, ଏସ କେଶବ ପ୍ରସାଦ ଏବଂ ଲକ୍ଷ୍ମଣା ସଓ୍ବଦୀ । ସେହିଭଳି ଶିକ୍ଷକ…
ବାଲି ଚୋରା ଚାଲାଣ ଘଟଣା: ୯୦ ହଜାର ଜରିମାନା ଗଣିଲେ ଗାଡ଼ି ମାଲିକ
କେସିଙ୍ଗା,୨୪।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଲଇତରା ରାଜସ୍ବ ନିରୀକ୍ଷକ ଅଧୀନ ବୋରିଆ ଗ୍ରାମ ନିକଟରେ ଥିବା ଦେହେରେନ ଜୋରଠାରୁ ସୋମବାର ଚୋରା ବାଲି ଚାଲାଣ ହେଉଥିଲା। ଖବରପାଇ ରାଜସ୍ବ ନିରୀକ୍ଷକ ପ୍ରିୟବ୍ରତ ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଥିଲେ। ଜୋର ଭିତରେ…
ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ କେଦାରନାଥରେ ହେବ ଫଟୋଗ୍ରାଫି ପଏଣ୍ଟ
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆମ ଗହଣରେ ନାହାନ୍ତି ସତ । ହେଲେ ସେ ଏମିତି କିଛି ଅଭିନୟର ଛାପ ଛାଡି ଯାଇଛନ୍ତି ଯାହା ଦର୍ଶକଙ୍କ ହୃଦୟରେ ବସାବନ୍ଧି ରିହିଛି ଆଉ ରହିଥିବ । ୧୪ ଜୁନ…
ପରୀକ୍ଷା ହଲ୍ରେ ଚାଲିଗଲା ଛାତ୍ରଙ୍କ ଜୀବନ
ବଣାଇଁ,୨୪।୫(ସ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁଗଡ଼ ମହାବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଯୁକ୍ତ ଦୁଇ ବିଜ୍ଞାନର ଜଣେ ଛାତ୍ର ପରୀକ୍ଷା ଦେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲହୁଣୀପଡା ଥାନାର ଜୁନିଆଣି ଗ୍ରାମର ଏମ୍ଡି ଅରବାଜ୍। ପରୀକ୍ଷା…
Archives


