Home Left

ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆର୍‌ଜେଡି

ପାଟନା,୨୬।୫: ରାଜ୍ୟ ସଭା ପାଇଁ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଏବଂ ପୂର୍ବତନ ବିଧାୟକ ଫୟାଜ ଅହମ୍ମଦ ରାଜ୍ୟ ସଭା ପ୍ରାର୍ଥୀ ପାଇଁ ମନୋନୀତ ହୋଇଛନ୍ତି।…

ସିଟ୍‌ ନ ମିଳିବାରୁ ଅଧାରୁ ଉଠି ଆସିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୨୬।୫: ରାଗି ଯାଇ ଶପଥ ସମାରୋହ ଅଧାରୁ ଉଠି ଆସିଲେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ଏମ୍‌ପି ଡ. ହର୍ଷବର୍ଦ୍ଧନ। ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ହର୍ଷବର୍ଦ୍ଧନ। ଏହି ସମାରୋହରେ…

୪୨ ଚକରୁ ସରିଲା ୩୬ ଚକର ନିର୍ମାଣ କାର୍ଯ୍ୟ

ପୁରୀ ଅଫିସ,୨୬।୫: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ରଥ ତିଆରି କାମ। ତିନି ରଥର ୪୨ଟି ଚକ ମଧ୍ୟରୁ ୩୬ଟି ଚକର ତିଆରି କାମ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟିରୁ ୧୪, ତାଳଧଜ ରଥର ୧୪ଟିରୁ ୧୨ ଓ…

କଙ୍ଗନାଙ୍କ ସବୁଠାରୁ ବଡ ଫ୍ଲପ ମୁଭି ହେଲା ‘ଧାକଡ’

ମୁମ୍ବାଇ: କଙ୍ଗନାଙ୍କ ରାଶି ଚକ୍ରରେ ଏବେ ଭଲ ନାହିଁ ବୋଧହୁଏ । ବଡ ଆଶା ନେଇ କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ସିନେମା ହଲରେ ରିଲିଜ୍ ହୋଇଥିଲା । ହେଲେ ପ୍ରଥମ ଦିନରୁ ହିଁ ଦର୍ଶକେ ଏହି ମୁଭିରୁ ମୁହଁ ଫେରାଇ…

ଜ୍ଞାନବାପି ମାମଲା: ମେ ୩୦ରେ ପରବର୍ତ୍ତୀ ଶୁଣାଣି

ବାରାଣସୀ,୨୬।୫: ଜ୍ଞାନବାପି ବିବାଦର ଶୁଣାଣି ଗୁରୁବାର ବାରାଣସୀ ଜିଲା କୋର୍ଟରେ କରାଯାଇଛି। ଆଜି ମୁସଲମାନ ପକ୍ଷରୁ ବିତର୍କ ଆରମ୍ଭ କରାଯାଇଥିଲା। ଏହି ସମୟ ମଧ୍ୟରେ ୧୯୯୧ ଅଧିନିୟମକୁ ସେମାନେ ସୂଚିତ କରିଥିଲେ। ତେବେ ମୁସଲମାନ ପକ୍ଷ ଗୁରୁବାର ନିଜର ଯୁକ୍ତି ସମାପ୍ତ…

ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ, ପୋଡିଦେଲେ ୬ ଗାଡ଼ି

ଭବାନୀପାଟଣା,୨୬।୫(ସ୍ବ.ପ୍ର.): କିଛି ଦିନର ନୀରବତା ପରେ ପୁଣି କଳାହାଣ୍ଡିରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ରାସ୍ତା କାମକୁ ବିରୋଧ କରି ୬ଟି ଗାଡି ପୋଡ଼ିଦେଇଥିବା ବେଳେ ମାଓବାଦୀ ପୋଷ୍ଟର ଲଗାଇ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ,…

ଏଣିକି ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ରହିବେ ବିଶ୍ୱବିଦ୍ୟାଳୟର କୁଳାଧିପତି

କୋଲକାତା,୨୬।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟପାଳଙ୍କ ବଦଳରେ ମମତା ବାନାର୍ଜୀ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟପାଳ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି…

ଆଗକୁ ତାତି ଅସମ୍ଭାଳ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ବଢିିବାର ସମ୍ଭାବନା ରହିଛି। ଏ…

ଓଲଟିଲା କାର୍‌: ଜଣେ ଯବାନଙ୍କ ସମେତ ଚାଲିଗଲା ୯ ଜୀବନ

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ଗାଣ୍ଡେରବାଲ ଜିଲାରେ ଗୁରୁବାର ଏକ ଅଭାବନୀୟ ଘଟିଛି। ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏକ ଘାଟିକୁ କାର୍‌ ଓଲଟି ପଡିବାରୁ ଜଣେ ଯବାନଙ୍କ ସମେତ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। କାର୍‌ଟି କାର୍‌ଗିଲରୁ ଶ୍ରୀନଗର ଅଭିମୁଖେ ଯାଉଥିଲା। ଦୁର୍ଘଟଣାର…

ମନ୍ନତରେ ଲାଗିଛି ୩୦-୪୦ ଲକ୍ଷ ଟଙ୍କାର ଟିଭି

ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଜଣେ ଆଗଧାଡିର ଅଭିନେତା ହୋଇଥିବା ବେଳେ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଇଣ୍ଡଷ୍ଟ୍ରିର ଧନି କଳାକାରଙ୍କ ମଧ୍ୟରେ ଜଣେ ହେଉଛନ୍ତି ଶାହାରୁଖ । ଅଭିନେତାଙ୍କର ବଡ ବଡ ସୌକ ବି ରହିଛି ।…

‘ନିଜ ସ୍ବାମୀଙ୍କୁ କେମିତି ହତ୍ୟା କରିବେ’ପୁସ୍ତକ ଲେଖିଥିବା ମହିଳା ଶେଷରେ ସ୍ବାମୀଙ୍କୁ କଲେ ହତ୍ୟା

ନ୍ୟୁୟର୍କ,୨୬।୫: ଦାମ୍ପତ୍ୟ ଜୀବନରେ ସ୍ବାମୀ-ସ୍ତ୍ରୀ ଝଗଡା ଏକ ସାଧାରଣ ଘଟଣା। ବେଳେବେଳେ ଏହି ଝଗଡା ଉଗ୍ର ରୂପ ଧାରଣ କରେ। ଝଗଡାର ପରିଣାମ ହତ୍ୟାକାଣ୍ଡର ରୂପ ନିଏ। ଆମେରିକାରେ ଏମିତି ଏକ ଘଟଣା ଘଟିଛି। ଆମେରିକାର ଜଣେ ଲେଖିକା ସ୍ବାମୀଙ୍କୁ ହତ୍ୟା…

ମହିଳା ଏମ୍‌ପିଙ୍କୁ ଭାଜପା ନେତାଙ୍କ ପରାମର୍ଶ: ରାଜନୀତି ଛାଡି,ଘରେ ଯାଇ ରୋଷେଇ କରିବ

ମୁମ୍ବାଇ,୨୬।୫: ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏନସିପି ଏମ୍‌ପି ସୁପ୍ରିୟା ସୁଲେଙ୍କୁ ରାଜନୀତିରେ ଯୋଗଦେବା ପରିବର୍ତ୍ତେ ଘରକୁ ଯାଇ ରୋଷେଇ କରିବାକୁ ପରାମର୍ଶ ଦେଇଛନ୍ତି। ପାଟିଲଙ୍କ ଏହି ବିବୃତ୍ତିକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri