କ୍ୟାଟ୍ରିନାଙ୍କୁ ବିବାହ କରିବାର ସିକ୍ରେଟ୍ କହିଲେ ବିକି
ମୁମ୍ବାଇ: ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ବିବାହକୁ ୪ ମାସ ପୂରିଲାଣି। ରାଜସ୍ଥାନର ସିକ୍ସ ସେନ୍ସେସ ଦୁର୍ଗ’ରେ ୯ ଡିସେମ୍ବର ୨୦୨୧ରେ ହଠାତ୍ ବିବାହ କରି ଏହି ଯୋଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେମାନଙ୍କର ବିବାହ ଏକ…
ପୁଣି ଖୁସି ଖବର ଦେଲେ ଭାରତୀ
ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ଦୁହେଁ ଏବେ ବହୁତ ଖୁସି ଅଛନ୍ତି। ପୁଅ ହେବାର ଏକ ମାସ ପରେ ଉଭୟଙ୍କୁ ଆଉ ଏକ ଖୁସି ଖବର ମିଳିଛି। ଦୁହିଁଙ୍କୁ ୟୁଟ୍ୟୁବରୁ…
ଓ୍ବେଷ୍ଟଇଣ୍ଡିଜ୍ ଟିମ୍ର ନୂଆ ସୀମିତ ଓଭର ଅଧିନାୟକ ହେଲେ ନିକୋଲାସ୍
ଆଣ୍ଟିଗୁଆ,୪।୫: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ର ନୂତନ ସୀମିତ ଓଭର ଅଧିନାୟକ ହୋଇଛନ୍ତି ନିକୋଲାସ ପୁରନ୍। ଏବେ ସେ ଦିନିକିଆ ଏବଂ ଟି୨୦ ଅନ୍ତର୍ଜାତୀୟ ଦଳର ନେତୃତ୍ୱ ନେବେ। ନିକଟରେ କିରନ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ଘୋଷଣା କରିଥିଲେ। ଏଥିନେଇ ତାଙ୍କ…
କ୍ରିକେଟ୍ରଙ୍କୁ ଧମକ ଦେବା ଖବରଦାତାଙ୍କୁ ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ,୪।୫: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଉଇକେଟ କିପର ରିଦ୍ଧିମାନ ସାହାଙ୍କୁ ଧମକ ଦେବାକୁ ଚେଷ୍ଟା କରୁଥିବା କ୍ରୀଡ଼ା ଖବରଦାତା ବୋରିଆ ମଜୁମଦାରଙ୍କ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ ଲଗାଇଛି। ସେ ଆସନ୍ତା ଦୁଇ ବର୍ଷ ପାଇଁ କୌଣସି ଘରୋଇ,…
ଏଥିପାଇଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହାର୍ଦ୍ଦିକ
ନାଭି ମୁମ୍ବାଇ, ୪।୫: ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳୁଥିବା ଗୁଜରାଟ ଟାଇଟନ୍ସ ଟୁର୍ନାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତୁଥିବାରୁ ଦଳ ମଙ୍ଗଳବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଜିତି ପ୍ଲେଅଫ୍ରେ ପ୍ରଥମେ ସ୍ଥାନ…
ଆଇପିଏଲ୍ରେ ସବୁଠୁ ଲମ୍ବା ଛକା କିଏ ମାରିଛନ୍ତି ଜାଣନ୍ତି
ମୁମ୍ବାଇ,୪।୫: ଚଳିତ ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗ୍ସର ଲିଆମ ଲିଭିଙ୍ଗଷ୍ଟୋନ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଦୀର୍ଘତମ ଛକା ମାରିଛନ୍ତି। ଲିଭିଙ୍ଗଷ୍ଟୋନ ୧୧୭ ମିଟର ଲମ୍ବା ଛକା ମାରିଥିଲେ। ଏହି ଛକା ମାରିବା ପରେ ଲିଭିଙ୍ଗଷ୍ଟୋନ ଆଇପିଏଲ ଇତିହାସର ଦୀର୍ଘତମ ଛକା ମାରିଥିବା…
ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ଜାରି
ମୁମ୍ବାଇ: ଫିଲ୍ମ ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ବୁଧବାର ଜାରି କରାଯାଇଛି। ଏହି ଫିଲ୍ମରେ ଅନନ୍ତ ମହାଦେବନ ଓ ଲକ୍ଷ୍ମୀ ଆର ଆୟାରଙ୍କ ସହ ‘ହମ ଆପକେ ହେଁ କୌନ’ର ଲୋକପ୍ରିୟ ଅଭିନେତ୍ରୀ ରେଣୁକା ଶହାଣୀଙ୍କ ଅଭିନୟ ଦେଖିବାକୁ ମିଳିବ। ଫିଲ୍ମର…
ଶେହନାଜ ପାଲଟିଲେ ଖାସ୍ ଅତିଥି, ହାତ ଧରି…
ବମ୍ବେ: ‘ବିଗ୍ବସ୍’ରୁ ଦବଙ୍ଗ ଖାନ୍ ସଲମାନଙ୍କ ସହ ଚୁଲ୍ବୁଲୀ ଶେହନାଜ ଗିଲଙ୍କ ଖାସ୍ ସମ୍ପର୍କ ରହିଆସିଛି। ଅନେକ ସମୟରେ ତାର ଝଲକ ଦର୍ଶକଙ୍କୁ ଭାବବିହ୍ବଳ କରେ। ଶେହନାଜଙ୍କ ପିଲାଙ୍କ ଭଳି ବ୍ୟବହାର ସାଙ୍ଗକୁ ନିଜକୁ ‘ପଞ୍ଜାବର କଟ୍ରିନା କୈଫ୍’ କହିବା ଶୈଳୀ…
୩୬ଇଞ୍ଚ ବରକୁ ୩୪ଇଞ୍ଚ କନ୍ୟାଙ୍କୁ ଦେଖିବାକୁ ଲୋକଙ୍କ ଗହଳି
ଭାଗଲପୁର,୪।୫: କୁହାଯାଏ, ଯୋଡିସବୁ ଉପରୁ ତିଆରି ହୋଇ ଆସିଥାଏ। କିଏ କାହାର ଜୀବନସାଥୀ ହେବ ସେନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇରହିଥାଏ। ତେବେ ବିହାରର ଭାଗଲପୁରରେ ବି କିଛି ଏଭଳି ଏକ ନିଆରା ଯୋଡିଙ୍କୁ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଲୋକେ କହୁଛନ୍ତି,…
୨୦ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୪।୫(ବ୍ୟୁରୋ): ଗତ କିଛି ଦିନରୁ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ତାତି ଯୋଗୁ ସକାଳ ୯ଟାରୁ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ତେବେ ଏହି ତାତିରୁ ମଙ୍ଗଳବାର ରାଜ୍ୟବାସୀଙ୍କୁ ସାମନ୍ୟ…
ଆସନ୍ତା ୧୦ରୁ ୧୫ଦିନ ମଧ୍ୟରେ ଶୀର୍ଷରେ ପହଞ୍ଚିବ କରୋନା: ରିପୋର୍ଟ
ନୂଆଦିଲ୍ଲୀ,୪।୫: ଭାରତରେ କରୋନା ଭାଇରସର ନୂତନ ଏକ୍ସଇ ଭାରିଆଣ୍ଟର ବର୍ଦ୍ଧିତ ମାମଲା ଏବେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ବିଶେଷକରି ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦେଖିଲେ ପରିସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ଗତ କିଛି ଦିନରୁ…
ଆଉ ଫେରିବ ନାହିଁ ‘କଫି ଉଇଥ୍ କରନ୍’
ବମ୍ବେ: ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ କରନ୍ ଜୋହରଙ୍କ ଟକ୍ ଶୋ’ ‘କଫି ଉଇଥ୍ କରନ୍’ ଦର୍ଶକଙ୍କ ପ୍ରିୟ ଶୋ’ ମଧ୍ୟରୁ ଅନ୍ୟତମ। ହେଲେ ଏହା ଆଉ ଟେଲି ପରଦାରେ ଦେଖିବାକୁ ମିଳିବ ନାହିଁ। ନିକଟରେ ଏହାର ସପ୍ତମ ସିଜନ୍ ଆସିବ ବୋଲି…
Archives


