ଭାଜପା କର୍ମୀଙ୍କ ଝୁଲନ୍ତା ମୃତଦେହ ଜବତ, ଶାହାଙ୍କ ସ୍ବାଗତ କାର୍ଯ୍ୟକ୍ରମ ବାତିଲ
କୋଲକତା,୬।୫: ପଶ୍ଚିମବଙ୍ଗରେ ଜଣେ ଭାଜପା କର୍ମୀଙ୍କ ମୃତଦେହ ମିଳିବା ପରେ କୋଲକାତାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା କାଶିପୁର ଅଞ୍ଚଳରେ ଘଟିଛି। ଏଠାରେ ଭାଜପା କର୍ମୀ ଅର୍ଜୁନ ଚୌରସିଆଙ୍କ ମୃତଦେହ ଶୁକ୍ରବାର ଏକ ପରିତ୍ୟକ୍ତ ଘରେ ଝୁଲିଥିବା ଦେଖିବାକୁ…
ବାହା ହେଲେ ୭୦ ବର୍ଷୀୟ ବୃଦ୍ଧ: ବରଯାତ୍ରୀରେ ସାମିଲ ହେଲେ ୮ ସନ୍ତାନ, ନାତିନାତୁଣୀ
ସାରା ଦେଶରେ ବର୍ତ୍ତମାନ ବିବାହ ଋତୁ ଚାଲିଛ। ଏହି ସମୟରେ ବିହାରର ଚାପ୍ରାଠାରେ ଭିନ୍ନ ଏକ ବିବାହକୁ ନେଇ ଜୋର୍ଦାର ଚର୍ଚ୍ଚା। ଜଣେ ୭୦ ବର୍ଷୀୟ ବୃଦ୍ଧ ବରବେଶରେ ଏକ ଶଗଡ଼ରେ ବସି କନ୍ୟା ଆଣିବାକୁ ଗଲେ ସହର ସାରା ସମସ୍ତେ…
ବିଧାୟକଙ୍କ ଦରମା ହେବ ଦୁଇଗୁଣା
ନୂଆଦିଲ୍ଲୀ,୬ ।୫: ରାଜଧାନୀ ଦିଲ୍ଲୀରେ ଖୁବଶୀଘ୍ର ବିଧାୟକଙ୍କ ଦରମା ବଢିଯାଇପାରେ । ଦିଲ୍ଲୀ ବିଧାନସଭାର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜରୀ ପ୍ରଦାନ କରିଛନ୍ତି । ଏବେ ୧୧ ବର୍ଷ ପରେ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉଛି । ବିଧାୟକଙ୍କ ଦରମା ବ୍ୟତୀତ…
ଚିଲିକାରେ ଡଙ୍ଗା ବୁଡିବା ଘଟଣା: ନିଖୋଜ ବ୍ୟକ୍ତିଙ୍କ ଏଯାଏ ମିଳିନି ପତ୍ତା
ଖୋର୍ଦ୍ଧା ଅଫିସ,୬।୫: ଚିଲିକା ଡଙ୍ଗା ବୁଡି ଘଟଣାରେ ଜଣେ ନିଖୋଜ ଥିବା ବ୍ୟକ୍ତଙ୍କ ଏଯାଏ ପତ୍ତା ମିଳି ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗୁରୁବାର ଚିଲିକାରୁ ଏକ ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସହ ୧୧ ଜଣ ଫେରୁଥିଲେ।…
ବରଗଡ଼ରେ ଯୋଗ ଦେଲେ ନୂଆ ଏସ୍ପି
ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ନୂତନ ଏସ୍ପି ଭାବେ ଶୁକ୍ରବାର ପରମାର୍ ସ୍ମିତ୍ ପୁରୁଷୋତ୍ତମ ଦାଶ ଯୋଗଦାନ କରିଛନ୍ତି। ୨୦୧୩ ବ୍ୟାଚ୍ ଆଇପିଏସ୍ ଅଫିସର ପରମାର୍ ଏହା ପୂର୍ବରୁ ନବରଙ୍ଗପୁର ଏସ୍ପି ଭାବେ କାର୍ଯ୍ୟରତ ଥିଲେ। ବରଗଡ଼ ଜିଲାରେ ଶାନ୍ତିଶୃଙ୍ଖଳା ରକ୍ଷା…
‘ମସଜିଦ୍ରେ ଆଜାନ ପାଇଁ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ’
ନୂଆଦିଲ୍ଲୀ,୬।୫: ସାରା ଦେଶରେ ଲାଉଡସ୍ପିକର ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମସଜିଦ୍ରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର କରିବା ଏକ ମୌଳିକ ଅଧିକାର ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଲାଉଡସ୍ପିକର ବ୍ୟବହାର ପାଇଁ ଅନୁମତି…
ମା’ଙ୍କୁ ମିଳିଲାନି ମାତୃକାଳୀନ ଛୁଟି: ହାଇକୋର୍ଟ ଗଲେ ୩ ମାସର ଶିଶୁ
ନୂଆଦିଲ୍ଲୀ,୬।୫: ଦିଲ୍ଲୀ ନଗର ସମିତି(ଏନଡିଏମସି) ରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ମାତୃକାଳୀନ ଛୁଟି ନ ମିଳିବାରୁ ତାଙ୍କ ୩ ମାସର ଶିଶୁ ନ୍ୟାୟ ପାଇଁ ଦିଲ୍ଲୀ ହାଇକୋର୍ଟରେ ଯାଇଛନ୍ତି। ଶିଶୁଟି ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଏନଡିଏମସି…
ଆଜି ଓଟିଟିରେ ହେବ ରିଲିଜ୍
ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ ମାର୍ଚ୍ଚ ୪ରେ ମୁକ୍ତିଲାଭ କରିଥିଲା। ହେଲେ ଏବେ ଓଟିଟିରେ ରିଲିଜ କରିବାକୁ ସୁପ୍ରିମକୋର୍ଟରୁ ସବୁଜ ସଙ୍କେତ ମିଳିଯାଇଛି। ଆଜି ହିଁ ଫିଲ୍ମ ‘ଝୁଣ୍ଡ’ ଓଟିଟିରେ ରିଲିଜ୍ ହେବ। ସୂଚନାନୁୟାଯୀ, ଝୁଣ୍ଡର ନିର୍ମାତାଙ୍କ ବିରୋଧରେ…
ମୁଁ କୋହଲିଙ୍କ ସହ ବ୍ୟାଟିଂ କରିପାରିବି ନାହିଁ; କାହିଁକି ଏମିତି କହିଲେ ମାକ୍ସଓ୍ବେଲ୍
ପୁଣେ,୬।୫:ଆଇପିଏଲ ୨୦୨୨ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମାକ୍ସଓ୍ବେଲ୍ ରନଆଉଟ୍ ହୋଇଥିଲେ। ଏହି ସମୟରେ ତାଙ୍କ ସହ କ୍ରିଜ୍ରେ ଥିଲେ ବିରାଟ କୋହଲି। ମ୍ୟାଚ୍ ପରେ ମାକ୍ସଓ୍ବେଲ୍ ଥଟ୍ଟା କରି…
ପରିଣତ ବୟସରେ ବୃଦ୍ଧା ଜଣକ ଗାଇଲେ ଏପରି ଗୀତ, ୟୁଜର୍ସ କହିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗା ଗିରଫ
ନୂଆଦିଲ୍ଲୀ,୬।୫:ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ପଞ୍ଜାବ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଉତ୍ତେଜନାମୂଳକ ବିବୃତ୍ତି ତଥା ଅପରାଧିକ ଭୟଭୀତତା ସୃଷ୍ଟି କରିବା ଅପରାଧରେ ଏପ୍ରିଲ ୧ରେ ବାଗାଙ୍କ ବିରୋଧରେ ଏକ ମାମଲା ପଞ୍ଜାବ ପୋଲିସ ରୁଜୁ କରିଥିଲା। ମାର୍ଚ୍ଚ…
ଅର୍ଜୁନଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ମଲାଇକା, ଅଳ୍ପ ଦିନରେ କରିବେ କି ବିବାହ
ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୋଇଥାଏ। ପ୍ରାୟ ୫ବର୍ଷ ଏହି ସମ୍ପର୍କକୁ ନେଇ ଉଭୟ ବେଶ ଖୁସିଥିବା ଜଣାପଡ଼େ। ପ୍ରଥମେ ପ୍ରଥମେ ଉଭୟ ସମ୍ପର୍କକୁ ନେଇ ଚୁପ୍ ରହୁଥିବା ବେଳେ…
Archives


