Home Left

ତୁମକୁ କ୍ଷମା କରୁଛି, ଭୁଲି ପାରିବିନି

ଓ୍ବାଶିଂଟନ,୧୨ା୯: କ୍ରାଇମ୍‌ ଡ୍ରାମା ‘ସିଏସ୍‌ଆଇ: ମାଇଆମି’ ଅଭିନେତ୍ରୀ ଏଭା ଲାରୁଙ୍କ ପଛରେ ୧୨ ବର୍ଷ ଧରି ପଡ଼ିଥିଲେ ଜଣେ ଅପରାଧୀ। ଏଭା ଓ ତାଙ୍କ ଝିଅ କାୟାଙ୍କୁ ବଳାତ୍କାର ପରେ ହତ୍ୟା କରିବାକୁ ସେ ବାରମ୍ବାର ଧମକ ଦେଉଥିଲେ। ମା’ ଝିଅ…

ମଣିଷ ପିଲା ପରି କ୍ଷୀର ପିଉଛି କୁକୁର, ଭିଡିଓ ଦେଖିଲେ…

କୁକୁର ଏବଂ ମଣିଷ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। କୁକୁରମାନେ ଯେତେ ବଡ଼ ହେଲେ ମଧ୍ୟ ସେମାନେ ନିଜ ମାଲିକଙ୍କ ସାମ୍ନାରେ ସବୁବେଳେ ଛୋଟ ପିଲାଙ୍କ ପରି ବ୍ୟବହାର ଦେଖାଇଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କୁକୁରଟି…

ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ୧,୨୦୦ରୁ ଊର୍ଦ୍ଧ୍ୱ ଉପହାରକୁ ନିଲାମ କରାଯିବ। ମୋଦିଙ୍କ ଉପହାର ଇ-ଅକ୍ସନର ଚତୁର୍ଥ ସଂସ୍କରଣ ପ୍ରକ୍ରିୟା ଆସନ୍ତା ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ। ଏହି ଅର୍ଥ ନମାମୀ ଗଙ୍ଗେ ମିଶନରେ…

ମହିଳା ନିର୍ଯାତନାରେ ୧ ନମ୍ବର: ଗର୍ଜିଲା ଭାଜପା ମହିଳା ମୋର୍ଚ୍ଚା

ଜୁନାଗଡ଼,୧୧।୯(ଡି.ଏନ.ଏ.) ଏନ୍‌ସିଆର୍‌ବି ରିପୋର୍ଟ ୨୦୨୧ ଅନୁଯାୟୀ ମହିଳା ନିର୍ଯାତନାରେ ଓଡିଶା ୧ ନମ୍ବର ସ୍ଥାନ ରହିଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ଭାଜପା ଜିଲା ମହିଳା ମୋର୍ଚ୍ଚା ପକ୍ଷରୁ ରବିବାର କଳାହାଣ୍ଡି ଜିଲା ଜୁନାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ମା’ ଲଙ୍କେଶ୍ୱରୀ…

ମାନସିକ ଚାପରେ ବିଷ ପିଇ ଜୀବନ ହାରିଲେ

କୋକସରା,୧୧।୯(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ଚିଲିଗୁଡା ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁଶାନ୍ତ ଖମାରୀ (୨୦)। ମିଳିଥିବା ସୂଚନା ମୁତାବକ, ସୁଶାନ୍ତ କୌଣସି କାରଣକୁ ନେଇ ମାନସିକ ଚାପରେ ରହୁଥିଲେ। ଫଳରେ ସେ…

ସୋନାଲି ଫୋଗଟ ମୃତ୍ୟୁ ଘଟଣା: ପୁଣି ସିବିଆଇ ତଦନ୍ତ ଦାବି କଲେ ଝିଅ

ନୂଆଦିଲ୍ଲୀ,୧୧।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଗୋଆ ପୋଲିସ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନଙ୍କୁ ଗିରଫ କରିଛି। ତେବେ…

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧।୯: ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ସମୟରେ ତାଙ୍କ ଅନୁଗାମୀମାନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା…

ଏସିଆ କପ୍‌ ଫାଇନାଲ୍‌: ପାକିସ୍ତାନକୁ ୧୭୧ ରନ୍‌ର ଟାର୍ଗେଟ୍‌

ଦୁବାଇ,୧୧।୯: ଏସିଆ କପ ୨୦୨୨ର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନକୁ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଟସ ଜିତିବା ପରେ ପ୍ରଥମେ ବୋଲିଂ…

ବିବାହ ପ୍ରସ୍ତାବ କଥା ଶୁଣି ଏମିତି ପ୍ରତିକ୍ରିୟା ଦେଲେ ରାହୁଲ ଗାନ୍ଧୀ

ଚେନ୍ନାଇ,୧୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କରିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି। ଏହି କ୍ରମରେ ରାହୁଲ ତାମିଲନାଡୁରେ…

ନିର୍ମାଣ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ କରି ପ୍ରଧାନଶିକ୍ଷକ ନିଲମ୍ବିତ

ମାଲକାନଗିରି,୧୧ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଥି ପଞ୍ଚାୟତ କଂସାରିପୁଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ବିଦ୍ୟାଳୟର ଭାଙ୍ଗି ଯାଇଥିବା ପାଚେରି ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଏଥିଲାଗି ସେଠାକାର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବେହେରାଙ୍କୁ…

ପ୍ରମୋଶନରେ ବ୍ୟସ୍ତ ସ୍ବରା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଜାହାଁ ଚାର୍‌ ୟାର୍‌’ ଆସନ୍ତା ୧୬ ତାରିଖରେ ମୁକ୍ତିଲାଭ କରିବ। ସ୍ବରାଙ୍କ ସହିତ ଫିଲ୍ମରେ ଶୀଖା ତାଲସାନିଆ, ପୂଜା ଚୋପ୍ରା ଏବଂ ମେହେର ଭିଜ୍‌ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି…

ପୁରୁଷ ବନ୍ଧୁଙ୍କ ଗୁପ୍ତାଙ୍ଗ କାଟିଦେଲେ ଯୁବକ

ଲକ୍ଷ୍ନୌ, ୧୧।୯:ଉତ୍ତର ପ୍ରଦେଶ ବରେଲି ଜିଲା ସିଭିଲ୍‌ ଲାଇନ୍‌ରେ ଥିବା ଏକ ହୋଟେଲରେ ଜଣେ ଯୁବକ (୩୨) ତାଙ୍କ ପୁରୁଷବନ୍ଧୁ (୩୦)ଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଜରିଆରେ ପୁରୁଷବନ୍ଧୁ ଯୁବକଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ପୋଲିସ କହିଛି। ସମ୍ପୃକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?