Home Left

ରିଲିଜ୍‌ ପୂର୍ବରୁ ବାରଣାସୀରେ ପହଞ୍ଚିଲେ ଷ୍ଟାରକାଷ୍ଟ

ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାର ଏବଂ ମାନୁଷୀ ଛିଲାର ଆଗାମୀ ଫିଲ୍ମ‘ସମ୍ରାଟ ପୃଥ୍ବୀରାଜ’କୁ ନେଇ ଏବେ ଚର୍ଚ୍ଚାରେ। ଫିଲ୍ମର ପ୍ରମୋଶନରେ ଦୁହେଁ ଏବେ ଖୁବ୍‌ ବ୍ୟସ୍ତ। ଅକ୍ଷୟ ,ମାନୁଷୀ ଏବଂ ପୁରା ଟିମ ବିଭିନ୍ନ ସହର ପରିଦର୍ଶନ କରି ଏକ…

ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ। ବିଜେଡିର ୪ ପ୍ରାର୍ଥୀ ଆଜି ଦଳୀୟ ନେତା, ସମର୍ଥକ ଏବଂ ପ୍ରସ୍ତାବକଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିବେ। ୧୧ଟାରେ ସବୁ ପ୍ରାର୍ଥୀ ନାମାଙ୍କନ…

କମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୭୦୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

ଅଭିଯୁକ୍ତଙ୍କ ଉପରେ ମାଡ଼ିଗଲା ପୋଲିସ ଗାଡ଼ି

ଗୁଆହାଟୀ,୩୧।୫: ଆସାମର ନାଗାଁଓରେ ଗତ ସପ୍ତାହରେ ହୋଇଥିବା ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ପୋଲିସ ଗାଡ଼ି ମାଡ଼ିଯାଇ ମୃତ୍ୟୁ ହୋଇଛି। ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଆସିକୁଲ୍‌ ଇସ୍‌ଲାମଙ୍କୁ ଏକ କାର୍‌ରେ ଧରି ଅସ୍ତ୍ରଶସ୍ତ୍ର ଜବତ କରିବାକୁ ଯାଉଥିବାବେଳେ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୩୧।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା, ବାଲେଶ୍ୱର ଏବଂ କେନ୍ଦ୍ରାପଡା ଜିଲାରୁ…

ସ୍ବାମୀଙ୍କ ସହ ଝଗଡା ହେବାରୁ ୬ ପିଲାଙ୍କୁ କୂଅରେ ଫିଙ୍ଗି ଦେଲେ ମହିଳା

ପୁଣେ,୩୧।୫: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ଏହି ଛୋଟ ଝଗଡା ଅତ୍ୟନ୍ତ ଗମ୍ଭୀର ହୋଇଯାଏ। ମହାରାଷ୍ଟ୍ରର ରାୟଗଡରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ସ୍ବାମୀଙ୍କ ସହ ଝଗଡା ହେବାରୁ ରାଗରେ ମହିଳା ଜଣକ…

ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇଥିବାରୁ ପରିବାର ସହ ମନ୍ଦିରରେ ଭାଙ୍ଗଡା କଲେ ଗାମିନୀ ସିଂଘଲ

ବିଲାସପୁର,୩୧ ।୫: ୟୁପିଏସସି ପକ୍ଷରୁ ସୋମବାର ସିଭିଲ ସିର୍ଭିସ ପରୀକ୍ଷାର ଫାଇନାଲ ରିଜଷ୍ଟ ଜାରି କରାଯାଇଛି । ହିମାଳଚ ପ୍ରଦେଶ ବିଳାସପୁର ଜିଲାର ନୈନା ଦେବୀ ଉପମଣ୍ଡଳର ଝିଅ ଗାମିନି ସିଂଘଲଙ୍କୁ ଅଲ ଇଣ୍ଡିଆ ସିଭିଲ ସର୍ଭିସରେ ସାରା ଦେଶରେ ତୃତୀୟ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଚମ୍ପାୱତ,୩୧।୫: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ଚାରିଜଣ ପ୍ରାର୍ଥୀଙ୍କ ଭାଗ୍ୟ ମଙ୍ଗଳବାର ଇଭିଏମ୍‌ରେ ବନ୍ଦ ହେବ। ଏଥିପାଇଁ ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ସା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ…

ଟଳିପଡ଼ିଲେ ୨ ଆତଙ୍କବାଦୀ

ପୁଲଓ୍ବାମା, ୩୦।୫: ପୁଲୱାମାର ଅଓ୍ବନ୍ତିପୋରାର ରାଜପୋରାଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସର୍ଚ୍ଚ ଅପରେଶନ ସମୟରେ ଦୁଇଟି ଏକେ-୪୭ ଏବଂ ବିଭିନ୍ନ ଅପରାଧ ସାମଗ୍ରୀ ଏଠାରୁ ଉଦ୍ଧାର କରାଯାଇଛି। ମୃତ ୨…

ଉତ୍ତର ପ୍ରଦେଶ ରାଜ୍ୟ ସଭା ବିର୍ନାଚନ: ଭାଜପା ଜାରି କଲା ପ୍ରାର୍ଥି ତାଲିକା, ନକଭିଙ୍କ ନାମ ନାହିଁ

ଲକ୍ଷ୍ନୌ,୩୧ ।୫: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶରୁ ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ୱାସ ନଖଭିଙ୍କ ନାମ କୌଣସି…

ଏନ୍‌ଜିଟି ନିୟମ ମାନୁନାହାନ୍ତି ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୩୧ା୫:କେନ୍ଦ୍ରାପଡ଼ା ଜିଲାରେ ଇଟାଭାଟି ଓ ବାଲି ଚୋରାଚାଲାଣ ଲାଗି ନଦୀଶଯ୍ୟାକୁ ଖୋଳାଯାଉଛି। ଏନ୍‌ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ ଲଘୁ ଖଣିଜ ସମ୍ପଦ ଚାଲାଣ ଯୋଗୁ ରାଜକୋଷକୁ ରାଜସ୍ବ ମିଳୁ ନ ଥିବା ବେଳେ…

ଗାଁରେ ଏବେ ବି ବଞ୍ଚିଛି ଚାଟଶାଳୀ

ମହାକାଳପଡ଼ା,୩୧ା୫ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ନଦୀନାଳଘେରା ମହାକାଳପଡ଼ା ବ୍ଲକ ସ୍ଥାନୀୟ ବାରଡାଙ୍ଗ ଗଁାରେ ବଞ୍ଚତ୍ ରହିଛି ୫୮ ବର୍ଷର ଚାଟଶାଳୀ। ସାରାଜୀବନ ଅବିବାହିତ ରହି ଅବଧାନେ ରାମଚନ୍ଦ୍ର ଭୋଳ (୭୨) ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବାରୁ ଶାରୀରିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri