କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଅନୁମାନ ଲଗାଉଥିବା ଡବ୍ଲୁଏଚଓର କାର୍ଯ୍ୟପ୍ରଣାଳୀ ପ୍ରତି ପ୍ରଶ୍ନ ଉଠାଇଲା ଭାରତ
ନୂଆଦିଲ୍ଲୀ,୧୭ ।୪: ଦେଶରେ କୋଭିଡ-୧୯ ମୃତ୍ୟୁ ଆକଳନକୁ ନେଇ ଅନୁମାନ ଲଗାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁ,ଚଓ)ର କାର୍ଯ୍ୟପ୍ରଣାଳୀ ଉପରେ ଭାରତ ପ୍ରଶ୍ନ ଉଠାଇଛି । ଶନିବାର ଭାରତ କହିଛି ଏଭଳି ଗାଣିତିକ ମଡେଲର ବ୍ୟବହାର ଏତେବଡ ଭୌଗୋଳିକ ଆକାର ଓ ଜନସଂଖ୍ୟା…
ଆଜି ରାଜ୍ୟରୁ ଆଉ ୧୯ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୬୪୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ମୁଣ୍ଡରା ବ୍ରିଜ୍ରେ ଫାଟ, ଖସୁଛି ବଡ଼ ବଡ଼ ସିମେଣ୍ଟ ଖଣ୍ଡ
କୋକସରା,୧୬ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଭବାନୀପାଟଣାରୁ ଜୟପୁରକୁ ସଂଯୋଗ କରୁଥିବା ରାସ୍ତାର କୋକସରା ବ୍ଲକ ରେଙ୍ଗାଳପାଲି ଛକ ନିକଟରେ ଥିବା ମୁଣ୍ଡରା ନଦୀ ବ୍ରିଜ୍ରେ ଫାଟ ସୃଷ୍ଟି ହୋଇଛି। ବ୍ରିଜ୍ର ଜଏଣ୍ଟରେ ଅନେକ ମାସ…
ନୂଆ ଶିକ୍ଷାବର୍ଷରେ ଶତପ୍ରତିଶତ ସିଲାବସ ପଢ଼ାଯିବ: ମନ୍ତ୍ରୀ
ଭୁବନେଶ୍ୱର,୧୬।୪(ବ୍ୟୁରୋ): ନୂଆ ଶିକ୍ଷା ବର୍ଷ ମେ’ ପହିଲାରୁ ଆରମ୍ଭ ହେବ । ଏଥିରେ ଶତ ପ୍ରତିଶତ କୋର୍ସ ପାଠପଢା ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏବେ କରୋନା ମହାମାରୀର ପ୍ରଭାବ…
ମହୁଲ ଚୋରାଚାଲାଣ: ଗାଡ଼ି ଜବତ, ଜଣେ ଗିରଫ
ବାଲିଗୁଡ଼ା,୧୬ା୪(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ୫୨ ବସ୍ତା ମହୁଲ ଜବତ ହୋଇଛି। ଏହି ମହୁଲ ଚୋରାଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ବୁଡାଗୁଡ଼ାରୁ ବାଲିଗୁଡ଼ାକୁ ଆସୁଥିବା ମହୁଲ ବୋଝେଇ ୪୦୭ ଗାଡ଼ି ନଂ.ଓଆର-୧୨-୨୫୮୬କୁ…
ବକ୍ସ ଅଫିସରେ କେଜିଏଫ୍ର ସୁନାମୀ
ବମ୍ବେ: ବକ୍ସ ଅଫିସରେ କେଜିଏଫ୍ର ସୁନାମୀ। ରିଲିଜ ହେବାର ଦୁଇଦିନ ନପୂରୁଣୁ ଫିଲ୍ମଟି ୧୦୦ କୋଟି ବ୍ୟବସାୟ କରିଛି। ବଡ଼ ବଡ଼ ଦକ୍ଷିଣ ଭାରତୀୟ ସିନେମାଠାରୁ ଆରମ୍ଭ କରି ବଲିଉଡ୍ ଚଳଚ୍ଚିତ୍ରକୁ ଏହା ପଛରେ ପକାଇଛି। ରିଲିଜର ପ୍ରଥମ ଦିନରେ କେଜିଏଫ୍…
ରଜନୀକାନ୍ତଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଏହି ଅଭିନେତା
ହାଇଦ୍ରାବାଦ: ଜୋସେଫ ବିଜୟ ଚନ୍ଦ୍ରଶେଖର ଥାଲାପତି ବିଜୟ ନାମରେ ପ୍ରଶଂସକଙ୍କ ଗହଣରେ ପରିଚିତ। ଦୁଇ ଦଶକରୁ ଅଧିକ ସମୟ ଧରି ସେ ତାମିଲ ଫିଲ୍ମଜଗତ ସହ ଜଡ଼ିତ। ନିଜ କ୍ୟାରିୟରରେ ସେ ୬୫ ଫିଲ୍ମ କରି ସାରିଲେଣି। ସେଥିରୁ ପ୍ରାୟତଃ ସବୁ…
ଭବିଷ୍ୟତରେ ଭାରତର ଅଧିନାୟକ ହୋଇପାରନ୍ତି ହାର୍ଦ୍ଦିକ: ମନୋଜ ତିଓ୍ବାରୀ
ନୂଆଦିଲ୍ଲୀ,୧୬।୪: ଚଳିତ ଆଇପିଏଲ୍ରେ ଦମ୍ଦାର ପ୍ରଦର୍ଶନ ଜାରି ରଖିଛି ନୂଆ ଟିମ୍ ଗୁଜରାଟ ଟାଇଟନ୍ସ। ଡେବ୍ୟୁ ସିଜନରେ ଦଳ ୫ଟି ମୁକାବିଲା ଖେଳିଥିବା ବେଳେ ସେଥିରୁ ୪ଟି ଜିତିଛି। ଏଥିଯୋଗୁ ଦଳ ଅଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ତେବେ ଗୁଜରାଟର…
ଚିଲିକା ଭିତରେ ଫସି ରହିଲେ ୨୦୦ରୁ ଅଧିକ ଯାତ୍ରୀ
କୃଷ୍ଣପ୍ରସାଦ,୧୬ା୪(ଡି.ଏନ୍.ଏ.): ଚିଲିକାରେ ୪୦ରୁ ୫୦ ମିନିଟ୍ ଧରି ଫସି ରହିଥିଲେ ୨୦୦ରୁ ଅଧିକ ଯାତ୍ରୀ। ପ୍ରଶାସନ ହସ୍ତକ୍ଷେପ କରିବା ପରେ ଡଙ୍ଗା କୂଳରେ ଲାଗିବାକୁ ଅନୁମତି ମିଳିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହୋଇଥିବା ଜଣାପଡ଼ିଛି। ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଦେଉଳପଡ଼ାରେ…
ଏହି ଅଭିନେତ୍ରୀଙ୍କୁ ବ୍ରେଷ୍ଟ୍ କ୍ୟାନସର
ମୁମ୍ବାଇ: ଅନେକ ଟିଭି ସିରିୟଲରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ଛବି ମିତ୍ତଲ ଏବେ କ୍ୟାନସର ସହ ଲଢୁଛନ୍ତି। ତାଙ୍କୁ ବ୍ରେଷ୍ଟ୍ କ୍ୟାନସର ହୋଇଛି। ଏନେଇ ସେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ପ୍ରକାଶ କରିଛନ୍ତି। ଛବି ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ…
ବ୍ୟକ୍ତିଙ୍କ ମଳଦ୍ୱାରରେ ଫସିଥିଲା ୨ କିଲୋ ଓଜନର ଡମ୍ବଲ, ଡାକ୍ତର ଦେଖି କାବା
ଦୁନିଆରେ ପ୍ରାୟତଃ ବିଚିତ୍ର ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ବ୍ରାଜିଲରୁ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ଅନେକଙ୍କୁ ଚକିତ କରିଛି। କାରଣ ଏଠାରେ ଜଣେ ବ୍ୟକ୍ତିଙ୍କ ପ୍ରାଇଭେଟ୍ ପାର୍ଟରେ ଜିମ୍ରେ…
ଆକାଶରେ ବିରଳ ଦୃଶ୍ୟ, ଅନୁମାନ କରି କୁହନ୍ତୁ ଏହା କ’ଣ
ମଣିଷ କଦାପି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ହରାଇ ପାରିବ ନାହିଁ। ଯେତେ ବୁଦ୍ଧିମାନ ହେଲେ ମଧ୍ୟ ପ୍ରକୃତି ଆଗରେ ହାର ମାନିବ। ଏହି ଯେମିତି ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ, ନଦୀ ଝରଣାର କୂଳୁକୂଳୁ ଶବ୍ଦ କାନକୁ ବେଶ୍ ଶାନ୍ତି ଦେଇଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ…
Archives


