Home Left

‘ଭୋଟ ବ୍ୟାଙ୍କ୍‌ ନୁହେଁ, ଆମେ ନୂଆ ଭାରତ ଗଢିବାକୁ ଆସିଛୁ’

ଶିମ୍‌ଲା,୩୧।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶିମଲାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୧୧ଟାରେ ଶିମଲାରେ ପହଞ୍ଚି ରୋଡ ଶୋ’ କରି ରିଜ୍‌ରେ ଆୟୋଜିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୪ ପ୍ରାର୍ଥୀ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଓଡ଼ିଶାର ୪ ରାଜ୍ୟ ସଭା ଆସନ ପାଇଁ ନାମାଙ୍କନ ପତ୍ର ବିଜେଡ଼ିର ୪ ପ୍ରାର୍ଥୀ ଦାଖଲ କରିଛନ୍ତି। ମୁଖପାତ୍ର ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ଆଦିବାସୀ ନେତା ନିରଞ୍ଜନ ବିଶି ଆଜି ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ…

କରୋନାରେ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ନିକଟକୁ ଭାବୁକ ପତ୍ର ଲେଖିଲେ ମୋଦି

ନୂଆଦିଲ୍ଲୀ,୩୧ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ନିଜ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କ ପାଖକୁ ଭାବୁକ ପତ୍ର ଲେଖିଛନ୍ତି । ଦିଲ୍ଲୀରେ ରହୁଥିବା ଜଣେ ବାଳିକାଙ୍କୁ ଏମିତି ଏକ ପତ୍ର ମିଳିଛି । ଏଥିରେ ମୋଦି ଲେଖିଛନ୍ତି, ମୁଁ ଜଣେ…

ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ କର୍ମଚାରୀ

ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ସହରର କାଇଁସିରଠାରେ ଥିବା ଏକ ବେଆଇନ ଗ୍ୟାସ ଗୋଦାମରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଜୀବନ୍ତ ଜଳିଯାଇ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ରାଜା ରଣବୀରା। କାଇଁସିର ସ୍ଥିତ ମା’…

ନାବାଳିକାଙ୍କୁ ଅସଦାଚରଣ କରି ଅବସରପ୍ରାପ୍ତ ସୈନିକ ଅଟକ

ବାଲେଶ୍ବର ଅଫିସ ୩୧।୫: ବାଲେଶ୍ବର ଜିଲା ବରପୁର ଥାନା ଅଧୀନ ଛତ୍ରପୁର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସୈନିକ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ବରହମ୍‌ପୁର ପୋଲିସ ଏକ ମାମଲା(ନଂ.୬୨/୨୦୨୨) ରୁଜୁ କରି ଅବସରପ୍ରାପ୍ତ ସୈନିକ ରାଜକିଶୋର ବେହେରା(୬୨)ଙ୍କୁ ଅଟକ…

ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତ, କୋହଲିଙ୍କ ସ୍ଥାନ ନାହିଁ

ମୁମ୍ବାଇ,୩୧।୫: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଏକରୁ ଅଧିକ ଖେଳାଳି ଚୟନ କରି ନିଜର ସର୍ବଶ୍ରେଷ୍ଠ ଆଇପିଏଲ ଏକାଦଶ ପ୍ରସ୍ତୁତ କରିଛନ୍ତି। ସଚିନ ଏହି ଦଳର ଅଧିନାୟକ ଭାବରେ ଗୁଜରାଟ ଟାଇଟାନ୍ସ ଦଳର…

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ

ପୁରୀ ଅଫିସ,୩୧।୫: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀର ମରାମତି ହେବ। ତେବେ ମରାମତି ହେବା ନେଇ ଏଏସ୍‌ଆଇ ସହ ଆଲୋଚନା ହୋଇଛି ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର…

ନେପାଳ ବିମାନ ଦୁର୍ଘଟଣାର ମିଳିଲା ବ୍ଲାକବକ୍ସ, ୨୨ ମୃତଦେହ ଉଦ୍ଧାର

କାଠମାଣ୍ଡୁ, ୩୧ା୫: ନେପାଳରେ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ବିମାନ ତାରା ଏୟାର ଲାଇନ୍ସର ଟ୍ବିନ୍‌ ଅଟ୍ଟର ୯ ଏନ୍‌ଏଇଟିର ମଙ୍ଗଳବାର ବ୍ଲାକବକ୍ସ ମିଳିଛି। ଏପରି କି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ଜଣଙ୍କ ମୃତଦେହ ଉଦ୍ଧାର…

ବଢିଲା ମିକା ସିଂଙ୍କ ସୁରକ୍ଷା

ମୁମ୍ବାଇ,୩୧ ।୫: ପଞ୍ଜାବର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ତେବେ ସିଦ୍ଧୁଙ୍କୁ ହତ୍ୟା କରାଯିବା ପରେ ତାଙ୍କ ବନ୍ଧୁ ତଥା ବଲିଉଡ ସିଙ୍ଗର ମିକା ସିଂଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଥିବା…

ତାତିରୁ ମିଳୁନି ତ୍ରାହି: ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ତାତିରୁ ମିଳୁନି ତ୍ରାହି। ରାଜ୍ୟର ବିଭିନ୍ନଜିଲାରେ ଲଗାତାର ତାତି ବଢିଚାଲିଛି । ସୋମବାର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଏଭଳି ସ୍ଥିତି ଆସନ୍ତା ଦିନେ ଦୁଇଦିନ ଲାଗି ରହିବ ବୋଲି ପାଣିପାଗ…

୧୧ଟା ସୁଦ୍ଧା ୩୨% ମତଦାନ

ଝାରସୁଗୁଡ଼ା ଅଫିସ,୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ୩୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ। ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା…

ଜୁନ ୨ରେ ଭାଜପା ହାତ ଧରିବେ ହାର୍ଦ୍ଦିକ, ନିକଟରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଅହମଦାବାଦ,୩୧ ।୫: ଗୁଜରାଟର ପାଟିଦାର ସମ୍ପ୍ରଦାୟରୁ ଆସିଥିବା ହାର୍ଦ୍ଦିକ ପଟେଲ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି(ଭଜପା)ରେ ଯୋଗ ଦେବାକୁ ଯାଉଛନ୍ତି । ସେ ଜୁନ ୨ରେ ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଛି । ନିକଟରେ ସେ କଂଗ୍ରେସରୁ ଇସ୍ତଫା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri