Home Left

‘ସଶକ୍ତ ହେବ ମହିଳା, ଶିଶୁ ଡେସ୍କ’

ବାଲେଶ୍ୱର ଅଫିସ, ୨୦।୯: ବାଲେଶ୍ୱର ରେମୁଣା ବାମପଦାସ୍ଥିତ ନୋସି ବିଜିନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଏବଂ ୟୁନିସେଫ୍‌ ସହଯୋଗରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଭୁବନେଶ୍ୱର ପକ୍ଷରୁ ମହିଳା ଏବଂ…

ବାର୍‌କୁ ବିରୋଧ, ଥାନାରେ ମାମଲା

ବରଗଡ଼ ଅଫିସ୍‌,୨୦।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲିକ୍ୟାମ୍ପ ଛକରେ ଏକ ବାର୍‌ (ଅନ୍‌ ସପ୍‌ ମଦ ଦୋକାନ)କୁ ବିରୋଧ ସତ୍ତ୍ବେ ଖୋଲିବାକୁ ଉଦ୍ୟମ କରାଯିବା ଘଟଣାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ବାର୍‌କୁ ବିରୋଧ କରି ଶନିବାର…

ଏସ୍‌ସି, ଏସ୍‌ଟି ଛାତ୍ରୀଙ୍କ ପାଇଁ ବୃହତ୍‌ ନିଯୁକ୍ତି ମେଳା

ଭବାନୀପାଟଣା,୨୦।୯(ସ୍ବ.ପ୍ର.): ଭବାନୀପାଟଣାସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ତାମିଲନାଡୁର ହୋସୁରଠାରେ ଥିବା ପ୍ଲାଣ୍ଟ ପାଇଁ ଏକ ବୃହୃତ ନିଯୁକ୍ତି ମେଳା ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର କଳାହାଣ୍ଡି ଜିଲା ପ୍ରଶାସନ…

ଯୁବକଙ୍କ ଅପହରଣ ନେଇ ଥାନାରେ ଅଭିଯୋଗ

ବଲାଙ୍ଗୀର ଅଫିସ/ ଲାଠୋର, ୧୯ା୯ (ଡି.ଏନ୍‌.ଏ.): ଜଣେ ଯୁବକଙ୍କୁ ଘରୁ ଅପହରଣ କରାଯାଇଥିବା ନେଇ ବଲାଙ୍ଗୀର ଜିଲା ଲାଠୋର ଥାନାରେ ଲିଖିତ ଅଭିଯୋଗ ହେବାପରେ ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଅଭିଯୋଗକାରିଣୀ ୩ଜଣଙ୍କ ନଁାରେ ଏବଂ ଜଣେ ଅଜଣା…

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୦।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୦୪୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ଜମିପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବରପାଲି,୨୦।୯(ଡି.ଏନ.ଏ.): ବରପାଲି ଏନ୍‌ଏସି ୱାର୍ଡ ନଂ. ୩ ଅଧୀନ କାଇଁଶିର ରୋଡ୍‌, ବେହେରାପଡା ଓ ଗୋପାଇପାଲି ମେନ୍‌ ରୋଡ୍‌ରେ ବାସ କରୁଥିବା କିଛି ଲୋକ ଜମିପଟ୍ଟା ପାଇନାହାନ୍ତି। ଫଳରେ ସେମାନଙ୍କୁ ଜମିପଟ୍ଟା ପ୍ରଦାନ ଦାବି କରି ସୋମବାର ଉକ୍ତ ଲୋକମାନେ ସ୍ଥାନୀୟ…

ମେଲୋଡ଼ି, ମୀନାବଜାର ମୁଖ୍ୟ ଆକର୍ଷଣ

ସୋନପୁର,୨୦।୯(ନି.ପ୍ର.): ସୋନପୁର ମଝିପଡା ସ୍ଥିତ ରାମଧୂନ କ୍ଲବ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ୫୪ତମ ସାର୍ବଜନୀନ କାଳୀପୂଜା ମହୋତ୍ସବ ପାଇଁ ରାମଜୀ ମନ୍ଦିରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗତ ବର୍ଷ ପୂଜା ପାଇଁ ଆୟ ଓ…

ଆଜି ରାଜ୍ୟରେ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯୭…

ପଞ୍ଚାୟତ ନିର୍ବାଚନରେ ଶିନ୍ଦେ-ଭାଜପା ମେଣ୍ଟକୁ ବଡ ସଫଳତା

ମୁମ୍ବାଇ,୨୦ ।୯: ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ଫଳାଫଳରେ ରାଜ୍ୟର ଶାସକ ଶିନ୍ଦେ-ଭାଜପା ମେଣ୍ଟକୁ ବଡ ସଫଳତା ମିଳିଥିବା ଦାବି କରାଯାଇଛି । ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ କହିଛନ୍ତି, ରାଜ୍ୟର ଜନତା ଶିନ୍ଦେ-ଫଡ଼ନାଭିସ ସରକାରଙ୍କ ଉପରେ ମୋହର ଲଗାଇ…

ଆଇନଗତ ପଦକ୍ଷେପ ନେଇପାରନ୍ତି ଭୂତିଆ

କୋଲ୍‌କାତା, ୨୦ା୯: ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କ ଅନୁରୋଧକୁ ଟାଳି ଦେଇଥିବାରୁ ସେ ହୁଏତ ଆଇନଗତ ପଦକ୍ଷେପ ନେଇପାରନ୍ତି। ଏଠାରେ ସୋମବାର ଅନୁଷ୍ଠିତ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ସାଧାରଣ ସମ୍ପାଦକ ପଦବୀରେ ଶାଜି…

ପ୍ରଶଂସକଙ୍କ ମନୋରଞ୍ଜନ ଜାରି ରଖିବି: ସେହ୍ବାଗ୍‌

ଭୁବନେଶ୍ୱର, ୨୦।୯ (ସ୍ପୋଟର୍‌ସ ବ୍ୟୁରୋ): ଆଦାନି ସ୍ପୋଟର୍‌ସ ଲାଇନ୍‌ ମାଲିକାନାରେ ଥିବା ଗୁଜରାଟ ଜାଏଣ୍ଟ୍ସ ଚଳିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ନିଜର ପ୍ରଥମ ମ୍ୟାଚ୍‌ରେ ଏହି ଦଳ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ…

ମିଡିଲ ଅର୍ଡର, ଷଷ୍ଠ ବୋଲର ଉପରେ ନଜର

ମୋହାଲି, ୨୦।୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଆଗକୁ ଟି୨୦ ବିଶ୍ୱକପ୍‌ ଆସୁଥିବାରୁ ଭାରତ ପାଇଁ ଏହି ଘରୋଇ ସିରିଜ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ କେତେକ ଫାଷ୍ଟ ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?