୮ରୁ ୧୦ ଯାଏ ସିଝିବ ପଶ୍ଚିମ ଓଡ଼ିଶାରେ
ଭୁବନେଶ୍ୱର, ୭।୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ୮ରୁ ୧୦ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ୮ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଓ ୯ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା ଏବଂ ୧୦…
ବାରବାଟୀ ମ୍ୟାଚ୍ ବନ୍ଦ ଲାଗି ହାଇକୋର୍ଟରେ ଦାୟର ମାମଲା ଖାରଜ
କଟକ ଅଫିସ,୭।୬: ଆସନ୍ତା ଜୁନ୍ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ହେଲେ ଏହି ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମଙ୍ଗଳବାର ଏହାର ଶୁଣାଣି…
୧୬ ଜିଲାକୁ ୟେଲୋ ୱାର୍ନିଂ
ଭୁବନେଶ୍ୱର,୭।୬(ବ୍ୟୁରୋ): ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ…
ଜୁନ୍ ଶେଷ ସୁଦ୍ଧା ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ: ମନ୍ତ୍ରୀ
ଭୁବନେଶ୍ୱର,୭।୬(ବ୍ୟୁରୋ): ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ। ତେବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…
ସାମନ୍ଥାଙ୍କ ବୋଲ୍ଡ ଦୃଶ୍ୟ, ଅନୁଷ୍କା କହିଲେ…
ସାଉଥ୍ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପୁଷ୍ପାରେ ଆଇଟମ ଗୀତ ପରେ ସାମନ୍ଥାଙ୍କ କ୍ରେଜ୍ ବଢ଼ିଥିଲା। ହେଲେ ବର୍ତ୍ତମାନ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରତ୍ୟେକ ଥର ଭଳି ଏଥର ସାମନ୍ଥା…
ଟିସର୍ଟର ଦାମ ୪୦ ହଜାର
ମୁମ୍ବାଇ: ବଲିଉଡ ବେବୋ କରିନା କପୁର ଖାଁ ସବୁବେଳେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେତେବେଳେ ସେ ନିଜେ ତାଙ୍କ ଫଟୋ ଭିଡିଓ ଶେୟାର କରି ଥାଆନ୍ତି ଚର୍ଚ୍ଚାରେ ତ ପୁଣି କେତେବେଳେ ତାଙ୍କ ପ୍ରଶଂସକମାନେ…
ଜୁନ ୯ରେ ଚିଲିକାରେ ହାଉସ୍ ବୋଟ୍ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭।୬(ବ୍ୟୁରୋ): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆସନ୍ତା ଜୁନ ୯ ତାରିଖରୁ ହାଉସ୍ ବୋଟ୍ ଚାଲିବ । ଏହା ରାଜ୍ୟରେ ପ୍ରଥମ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଏ ନେଇ ଏହାର ପରିଚାଳନା ଦାୟିତ୍ୱ…
ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ବସିଲା ପରିଚାଳନା କମିଟି ବୈଠକ
ପୁରୀ ଅଫିସ, ୭।୬: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ହୋଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍ପିଙ୍କ ସମେତ ବିଭିନ୍ନ ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ…
କୃଷକଙ୍କୁ ସମବାୟ ଋଣରେ ମିଳିବ ୨ ପ୍ରତିଶତ ରିହାତି
ଭୁବନେଶ୍ୱର,୭।୬(ବ୍ୟୁରୋ): କୃଷକଙ୍କ ପାଇଁ ରାଜ୍ୟ ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। କୃଷକଙ୍କୁ ସମବାୟ ବ୍ୟାଙ୍କ ଋଣରେ ୨ୂଚନାଯୋ ପ୍ରତିଶତ ରିହାତି ମିଳିବ। ଏଥିରେ ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏ ନେଇ…
ଲାଲୁଙ୍କ ରୁମ୍ରେ ଲାଗିଲା ନିଆଁ
ରାଞ୍ଚି,୭।୬: ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଆସିଥିବା ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ରୁମ୍ରେ ନିଆଁ ଲାଗିଯାଇଛି। ଲାଲୁ ଝାଡଖଣ୍ଡର ପାଲାମୁ ସ୍ଥିତ ସର୍କିଟ ହାଉସର ଏକ ରୁମ୍ରେ ଥିଲେ। ଅଗ୍ନିକାଣ୍ଡ ହେତୁ କାହାରି…
ଚିତ୍ରକୋଣ୍ଡାରୁ ମିଳିଲା ମାଓବାଦୀ ପୋଷ୍ଟର
ଚିତ୍ରକୋଣ୍ଡା,୭।୬: ଦୀର୍ଘ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳର ଟନେଲ କ୍ୟାମ୍ପ ମୁଖ୍ୟ ରାସ୍ତାରୁ ସୋମବାର ମାଓବାଦୀଙ୍କ ଏକ ଧମକପୂର୍ଣ୍ଣ ପୋଷ୍ଟର ମିଳିଛି। ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ…
ବାରବାଟୀରେ ଟି ୨୦ ମ୍ୟାଚ ନେଇ ହାଇକୋର୍ଟଙ୍କ ରାୟ
କଟକ ଅଫିସ,୭।୬: କଟକ ବାରବାଟୀ ଷ୍ଟାଡିୟମରେ ଟି ୨୦ ମ୍ୟାଚ ସମ୍ପର୍କିତ ମାମଲା ଖାରଜ ହୋଇଛି। ଜୁନ ୧୨ ତାରିଖରେ ଭାରତ ଓ ସାଉଥଆଫ୍ରିକା ଟି-୨୦ ମ୍ୟାଚ ହେବାକୁ ଥିବାବେଳେ ମ୍ୟାଚ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି…
Archives


