ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ
ବାରିପଦା ଅଫିସ,୨୩ା୪: ମୟୂରଭଞ୍ଜ ଜିଲାର ସୁନାମଧନ୍ୟ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଞ୍ଜନ ଷଡଙ୍ଗୀଙ୍କ ରବିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ ବାରିପଦା ପିଆରଏମ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେବା…
ହୃଦ୍ଘାତରେ ୪୦ ବର୍ଷୀୟ କ୍ରିକେଟର୍ଙ୍କ ପରଲୋକ
ମୁମ୍ବାଇ,୨୪।୪:ମୁମ୍ବାଇର ପୂର୍ବତନ ଦ୍ରୁତ ବୋଲର ତଥା ରଣଜୀ ଟ୍ରଫି ବିଜେତା ଦଳର ଅଂଶ ଥିବା ରାଜେଶ ବର୍ମାଙ୍କ ଦେହାନ୍ତ ହୋଇଛି। ସେ ୪୦ ବର୍ଷ ବୟସରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜେଶ ତାଙ୍କ କ୍ୟାରିୟରରେ ୭ଟି ପ୍ରଥମ ଶ୍ରେଣୀ…
ରାଜଧାନୀରେ ବଢିଚାଲିଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨୪।୪: ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀରେ ଦୈନିକ ୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୮୩ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣେ ରୋଗୀଙ୍କ ମଧ୍ୟ…
ଅଭିନେତ୍ରୀଙ୍କୁ ପ୍ରତାରଣା କରି ଗିରଫ ହେଲେ ଅଭିନେତା
ଫୁଲନଖରା,୨୪।୪:(ଡି.ଏନ୍.ଏ.): ଜଣେ ଅଭିନେତ୍ରୀଙ୍କୁ ପ୍ରତାରଣା କରି ଗିରଫ ହେଲେ ଅଭିନେତା। ଗିରଫ ଅଭିନେତା ଜଣକ ହେଲେ ବ୍ୟାସନଗର ଥାନା ଅଧୀନ ଯାଜପୁର ରୋଡ଼ର ଏମ୍.ସୁମନ କୁମାର। ଅଭିଯୋଗ ମୁତାବକ, ଅଭିନେତା ସୁମନ ୨ ବର୍ଷ ଧରି ଜଣେ ଅଭିନେତ୍ରୀଙ୍କ ସହ ପାହାଳ…
ଗୋଟିଏ ଓଭରରେ ସର୍ବାଧିକ ଉଇକେଟ ନେଇ ରେକର୍ଡ ଭାଙ୍ଗିଲେ
ମୁମ୍ବାଇ,୨୪।୪: କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଅଲ୍ରାଉଣ୍ଡର ଆନ୍ଧ୍ରେ ରସେଲ ଶନିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସର ପ୍ରଥମ ବୋଲର ଭାବେ ଗୋଟିଏ ଓଭର ବୋଲିଂ କରି ୪ ଉଇକେଟ ସଫଳତା ହାସଲ କରିଛନ୍ତି। ଗୁଜରାଟ ଟାଇଟନ୍ସ (ଜିଟି) ବିପକ୍ଷ…
ଆରମ୍ଭ ହେଲା ନ୍ୟାଶନାଲ ଆର୍ଟ, କ୍ରାଫ୍ଟ ମେଳା
ସମ୍ବଲପୁର,୨୪।୪(ବ୍ୟୁରୋ): ନ୍ୟାଶନାଲ ଆର୍ଟ ଏବଂ କ୍ରାଫ୍ଟ କଟନ୍ ସିଲ୍କ ଏକ୍ସପୋ-୨୦୨୨ (ପ୍ରଦର୍ଶନୀ ଓ ମେଳା) ସମ୍ବଲପୁର ଅଇଁଠାପାଲିସ୍ଥିତ ପିଏଚ୍ଡି ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ମେଳାରେ ୧ଲକ୍ଷରୁ ଅଧିକ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରି ସକାଶେ ଉପଲବ୍ଧ ରହିଛି। ଜାତୀୟ କଳା ଓ…
ଟସ୍ ଜିତିଲା ମୁମ୍ବାଇ
ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଲକ୍ଷ୍ନୌ…
ଫାର୍ମ ହାଉସରେ ଖବରଦାତାଙ୍କ ସନ୍ଦେହଜନକ ମୃତ୍ୟୁ
ଭଞ୍ଜନଗର,୨୪ା୪(ଡି.ଏନ୍.ଏ.): ବେଲଗୁଣ୍ଠାରେ କାର୍ଯ୍ୟରତ ଥିବା ଖବରଦାତା ମଦନ ମୋହନ ପାଢ଼ୀ(୩୮)ଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଛି। ପୋଲିସ ରବିବାର ମଦନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ…
ଚାଇନା ବିରୋଧରେ ‘ଯେସାକୁ ତେସା’ ନୀତି ଆପଣାଇଲା ଭାରତ
ନୂଆଦିଲ୍ଲୀ,୨୪।୪: ଚାଇନା ନାଗରିକଙ୍କ ପର୍ଯ୍ୟଟନ ଭିସା ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(ଆଇଏଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଚାଇନା ନାଗରିକଙ୍କୁ ଦିଆଯାଇଥିବା ଭାରତୀୟ ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ ବୋଲି ଆଇଏଟିଏ ପକ୍ଷରୁ କୁହାଯାଇଛି।…
ସିବିଆଇ ହାତରେ ଧରାପଡ଼ିଲେ ଇଓଡ୍ବ୍ଲ୍ୟୁ କନ୍ଷ୍ଟେବଳ
ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଆସି ସାଢ଼େ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡ୍ବ୍ଲ୍ୟୁ )ର କନ୍ଷ୍ଟେବଳ ଅମିତ୍ ଲାହୁଚା ରବିବାର ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ…
ଲତା ଦିଦିଙ୍କୁ ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି
ମୁମ୍ବାଇ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମୁମ୍ବାଇରେ ମାଷ୍ଟର ଦିନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମ ଲତା ଦିନାନାଥ ମଙ୍ଗେଶକର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଲତା ମଙ୍ଗେଶକରଙ୍କୁ ମନେ ପକାଇ ଭାବପ୍ରବଣ…
ଟଳିପଡିଲେ ୨ ଆତଙ୍କବାଦୀ
ଶ୍ରୀନଗର,୨୪।୪: ପୁଲୱାମାର ପାହୁ ଅଞ୍ଚଳରେ ରବିବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟ ଆତଙ୍କବାଦୀଙ୍କ ସନ୍ଧାନ ଚାଲିଛି। ସୁରକ୍ଷା ବାହିନୀ ସେମାନଙ୍କୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ…
Archives


