‘ମୁଁ ବଞ୍ଚିବାକୁ ଚାହେଁ, ଏହା ମୋର ଶେଷ ଇଚ୍ଛା’
କଟକ ଅଫିସ, ୮ା୬: କେନ୍ଦ୍ରାପଡା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ନିଜର ୟ୍ୟୁଟୁବ୍ ଚ୍ୟାନେଲରେ ଅପ୍ଲୋଡ କରିଛନ୍ତି। କୋର୍ଟଙ୍କ ବାରଣ ସତ୍ତ୍ୱେ ସେ ଏହି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଅନୁଭବ ଫ୍ୟାନ୍ସମାନଙ୍କୁ ନିଜେ…
ଚଳିତବର୍ଷ ୧ ଲକ୍ଷ ହେକ୍ଟରରେ ଅଣଧାନ ଚାଷ
ଭୁବନେଶ୍ୱର,୮।୬(ବ୍ୟୁରୋ): ୨୦୨୨-୨୩ରେ ରାଜ୍ୟରେ ୧ ଲକ୍ଷ ହେକ୍ଟରରେ ଅଣଧାନ ତଥା ପନିପରିବା, ଡାଲିଜାତୀୟ, ତୈଳବୀଜ, ନଡ଼ିଆ, ଫଳଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଚାଷ ପାଇଁ ୫୩୧ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ଆକ୍ସନ ପ୍ଲାନକୁ ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି…
ପ୍ରାଣୀମାନଙ୍କୁ ସେବା ଦେବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପଲାଇନ ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା…
ଏନ୍ଜିଟି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର
ଯାଜପୁର ଅଫିସ,୮ା୬: ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ବ୍ୟବହାର ଅନୁମତି ନ ଥିବା ଦର୍ଶାଇ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ପରିବେଶ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କୁ ୧କୋଟି ଟଙ୍କା ଜରିମାନା କରିଛନ୍ତି। ଏପରି…
ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା
ଭୁବନେଶ୍ୱର, ୮।୬(ବ୍ୟୁରୋ): ଆଠଗଡ଼ ଡିଭିଜନରେ ଐତିହ୍ୟ ପ୍ରାଣୀ ହାତୀ ଯେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ତାହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ବଡ଼ମ୍ବା ରେଞ୍ଜରେ ଦୁଇଟି ସ୍ଥାନରେ ଗତ ୨ ଓ ୩ ତାରିଖରେ ଲଗାତର ଦୁଇଦିନରେ ଦୁଇଟି…
ଦାୟିତ୍ୱ ନେବାପରେ ଅଧିକାରୀଙ୍କ ସହ ୨ ମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂଆ ମନ୍ତ୍ରୀ ଭାବେ ରାଜେନ୍ଦ୍ର ଢୋଲକିଆ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ସର୍ବପ୍ରଥମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ…
ଡକରା ପାଇ ଦିଲ୍ଲୀରେ ପହଞ୍ଚିଲେ ପିସିସି ସଭାପତି
ଭୁବନେଶ୍ୱର,୮ା୬(ବ୍ୟୁରୋ): ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଡକରା ପାଇ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ରାହୁଲ ଗାନ୍ଧୀ ଏବଂ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା କାର୍ଯ୍ୟକ୍ରମ…
‘ଜୀବନ ଦେବି ପଛେ ପଶ୍ଚିମବଙ୍ଗର ବିଭାଜନ ହେବାକୁ ଦେବିନି’
କୋଲକାତା, ୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ମୁଁ ମୋ ଜୀବନ ଦେବି ପଛେ କିନ୍ତୁ ଭାଜପାକୁ ପଶ୍ଚିମବଙ୍ଗ ବିଭାଜନ କରିବାକୁ ଦେବି ନାହିଁ। ତୁମେ…
କ୍ରସ୍ ଭୋଟିଂ କରିବେ ୪ କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ,୮।୬: ରାଜ୍ୟ ସଭା ନିର୍ବାଚନ ବେଳେ ରାଜସ୍ଥାନର ୪ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବେ। ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ଏହି ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁ ସେ ରାଜ୍ୟ ସଭା ନିର୍ବାଚନ…
ଧୋକା ଦେଇପାରେ ମୌସୁମୀ
ଭୁବନେଶ୍ୱର,୮ା୬(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାକୁ କେବେ ପ୍ରବେଶ କରିବ ଓ କେତେ ବର୍ଷା ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ଅଖିମୁଠି ଅନୁକୂଳ କରି ଚାଷୀ ମୌସୁମୀକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ଚାଷ କାର୍ଯ୍ୟ ଆରମ୍ଭ ହେବ।…
ଟ୍ରାଏଲ ଔଷଧରେ ସୁସ୍ଥ ହେଲେ କ୍ୟାନ୍ସର ରୋଗୀ
ଓ୍ବାଶିଂଟନ୍, ୮ା୬: ସାଧାରଣତଃ କ୍ୟାନ୍ସରରେ ପୀଡ଼ିତ ରୋଗୀ ଜଟିଳ ଓ ଦୀର୍ଘସ୍ଥାୟୀ ଚିକିତ୍ସା ଲୋଡ଼ିଥାନ୍ତି। ଅଧିକାଂଶ କ୍ଷେତ୍ରରେ ଚିକିତ୍ସା ସତ୍ତ୍ୱେ କର୍କଟ ରୋଗୀ ଏଥିରୁ ଆରୋଗ୍ୟ ହୋଇପାରି ନ ଥାନ୍ତି। ଅଦ୍ୟାବଧି ଏହି ରୋଗକୁ ଶତପ୍ରତିଶତ ଭଲ କରିପାରୁଥିବା ଭଳି ଔଷଧ…
ମତ ବଦଳାଇଲେ ସଞ୍ଜୟ
ପୁରୀ ଅଫିସ,୮ା୬: ପୁରୀ ପୋଲିସ ଏବଂ ଅବକାରୀ ବିଭାଗ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ମଙ୍ଗଳବାର ନିଜ ମତ ବଦଳାଇଛନ୍ତି। ସଞ୍ଜୟ ନିଜ ଭୁଲ ସ୍ବୀକାର କରିବା ସହ…
Archives


