Home Left

କେନ୍ଦୁଝର ଜିଲାପାଳଙ୍କୁ ପୁଣି ସମନ

କେନ୍ଦୁଝର, ୨୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ୍‌ ଠାକରେଙ୍କୁ ପୁଣି ସମନ କରିଛନ୍ତି ଜାତୀୟ ଜନଜାତି କମିଶନ। କମିଶନଙ୍କ ସଦସ୍ୟ ଅନନ୍ତ ନାୟକଙ୍କ ଇଜ୍‌ଲାସରେ ମେ’୯ ଦିନ ୧୧ଟାରେ ହାଜର ହେବା ପାଇଁ ଜିଲାପାଳଙ୍କୁ କୁହାଯାଇଛି। ପ୍ରତିନିଧି ନୁହେଁ, ବ୍ୟକ୍ତିଗତ ଭାବେ ହାଜର…

୬ ଦିନ ପରେ ପୋଲିସ ହାତରେ ଲାଗିଛି ପ୍ରମାଣ

ଛତ୍ରପୁର,୨୮ା୪(ଡି.ଏନ୍‌.ଏ): ଛତ୍ରପୁର ଥାନା ହଂସପୁର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ ହତ୍ୟା ଘଟଣାର ୬ ଦିନ ପରେ ବି ପୋଲିସ କାହାରିକୁ ଗିରଫ କରିପାରି ନାହିଁ। ଗତ ୨୨ ତାରିଖ ରାତିରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା। ୩ ଦିନ ପର୍ଯ୍ୟନ୍ତ…

ରିଲିଜ୍‌ ପୂର୍ବରୁ ଦରଘାରେ ଷ୍ଟାର୍‌କାଷ୍ଟ

ବଲିଉଡ୍‌ ଷ୍ଟାର୍‌ ଟାଇଗର ଶ୍ରଫ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ହେରୋପନ୍ଥି- ୨’ପାଇଁ ଖୁବ୍‌ ଚର୍ଚ୍ଚାରେ। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୯ରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏହାର ପ୍ରମୋଶନ ପାଇଁ ସମସ୍ତେ ଲାଗି ପଡିଛନ୍ତି। ବର୍ତ୍ତମାନ ଫିଲ୍ମର ଗୀତଗୁଡ଼ିକ…

ଚକ୍ରବର୍ତ୍ତୀଙ୍କ ବିନା ଓହ୍ଲାଇଲା କେକେଆର

ମୁମ୍ବାଇ,୨୮।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୧ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ…

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବେ ନୂଆ ସ୍ପିନର

ମୁମ୍ବାଇ,୨୮।୪: ମୁମ୍ବାଇ ଇଣ୍ଡିଆନ୍ସ ସ୍ପିନର ମହମ୍ମଦ ଅର୍ଶାଦ ଖାନ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ବାମହାତୀ ସ୍ପିନର କୁମାର କାର୍ତ୍ତିକେୟା ସିଂ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ୨୦ ଲକ୍ଷ ଟଙ୍କା…

ରେକର୍ଡ ଭାଙ୍ଗିଲା ବୌଦ୍ଧ

ଭୁବନେଶ୍ୱର,୨୮।୪(ବ୍ୟରୋ): ଦିନକୁ ଦିନ ରାଜ୍ୟରେ ଅସହ୍ୟ ହେଉଛି ତାତି। ଗୁରୁବାର ରାଜ୍ୟରେ ୪୫ ଡିଗ୍ରୀ ତାପମାତ୍ରାରେ ବୌଦ୍ଧ ରେକର୍ଡ କରିଛି। ସେହିପରି ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ଏବଂ କଟକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ରାଜ୍ୟରେ ଆହୁରି ୩…

ଜାହାଙ୍ଗୀରପୁରୀ ହିଂସା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ଜଣକ ହେଲେ ଫରୀଦ ଓରଫ ନୀଟୁ। ଉକ୍ତ ଅଞ୍ଚଳରେ ବେଶ୍‌ ଜଣାଶୁଣା…

ନିଆଁ ଲଗାଇବା ପଡ଼ିଲା ମହଙ୍ଗା

ଭଞ୍ଜନଗର,୨୮।୪(ଡି.ଏନ.ଏ.): ଘୁମୁସର ଉତ୍ତର ବନଖଣ୍ଡର ମୁଜାଗଡ଼, ଗାଲେରି ଏବଂ ତାରସିଂ ରେଞ୍ଜରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ଏଥିଲାଗି ବନ୍ୟପ୍ରାଣୀ ବିପଦରେ ପଡ଼ୁଥିବା ବେଳେ ମୂଲ୍ୟବାନ ଗଛ ମଧ୍ୟ ଧ୍ୱଂସ ପାଉଛି । ଏହାକୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି।…

ଏବେ ବି ଦର୍ଶକ ପାଗଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଯାହା ଦର୍ଶକଙ୍କୁ ପାଗଳ କରିଦେଇଛି। ସେ ଘରୁ ବାହାରକୁ ଯିବା ପୂର୍ବରୁ ଆଇନା ସାମ୍ନାରେ ଠିଆ ହୋଇ ସେଲ୍‌ଫି ନେଉଥିବା ନଜର ଆସିଛନ୍ତି।…

ଶେଷ ହେଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ ନିର୍ବାଚନ

ଝାରସୁଗୁଡ଼ା ଅଫିସ,୨୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ(ବିଟିଓଏ)ର ବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ୧୭ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ସଭାପତି ଭାବେ ଦେବ ପ୍ରସାଦ ଦାଶ ୨୫୭ ଖଣ୍ଡ…

ପ୍ରଧାନମନ୍ତ୍ରୀ ହୋଇପାରିବି, ରାଷ୍ଟ୍ରପତି ନୁହେଁ: ମାୟାବତୀ

ଲକ୍ଷ୍ନୌ,୨୮।୪: ବର୍ତ୍ତମାନ ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଇତିମଧ୍ୟରେ ବିଏସ୍‌ପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବି କିନ୍ତୁ ରାଷ୍ଟ୍ରପତି…

ଶୁକ୍ରବାରଠାରୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଦର୍ଶନ କରିବେ ଭକ୍ତ

ପୁରୀ ଅଫିସ, ୨୮।୪: ଶ୍ରୀମନ୍ଦିର ସିଂହଦାର ଓ ପଶ୍ଚିମ ଦ୍ୱାର ଦେଇ ଶୁକ୍ରବାରଠାରୁ ଦର୍ଶନ କରିପାରିବେ ଭକ୍ତ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ଭକ୍ତ ପ୍ରସ୍ଥାନ କରିବେ । ତେବେ ଆସନ୍ତା ମେ’୩ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri