Home Left

ଏତିକି କୋଟି ଟଙ୍କାରେ ଆପାର୍ଟମେଣ୍ଟ ବିକିଲେ ଅକ୍ଷୟ କୁମାର, ଦାମ୍‌ ଜାଣିଲେ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଅଭିନୟ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କର ଫିଲ୍ମ ‘ବଚ୍ଚନ ପାଣ୍ଡେ’ରିଲିଜ୍‌ ହୋଇଥିଲା। ଯାହା ଆଶାନୁଯାୟୀ ଭଲ ପ୍ରଦର୍ଶନ କରି ନଥିଲା। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ,…

ବିଏସ୍‌ସି ପରେ ଚିଠି ବାଣ୍ଟୁଛନ୍ତି ଭୋଜରାଜ

ଢେଙ୍କାନାଳ ଅଫିସ,୨୪।୯: ଢେଙ୍କାନାଳ ମୁଖ୍ୟ ଡାକଘର ପୋଷ୍ଟ ମ୍ୟାନ ନବଘନ ଦୁଡୁଆ। ଗତ ବର୍ଷ କରୋନା ମହାମାରୀ ସମୟରେ ସାଇକେଲରେ ଚିଠି ବାଣ୍ଟୁଥିବା ବେଳେ ଉଚ୍ଚ ରକ୍ତଚାପ ଯୋଗୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିଲେ। ଫଳରେ ଡାକଘରକୁ ଯିବା କିମ୍ବା ଚିଠି…

ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୨୪।୯: ଶିଶୁ ଯୌନ ଅଶ୍ଳୀଳତା ଭିଡିଓ ମାମଲାରେ ସିବିଆଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ସିବିଆଇର ଏହି କାର୍ଯ୍ୟକୁ ‘ଅପରେସନ ମେଘଦୂତ’ ବୋଲି କୁହାଯାଉଛି। ସିବିଆଇ…

ଫିଲ୍ମ ‘ବିକ୍ରମ ଭେଧା’ଦେଖିବାକୁ ଅନୁରୋଧ କଲେ ରଣବୀର

ମୁମାଇ: ବଲିଉଡ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ‘ବ୍ରହ୍ମାସ୍ତ୍ର’ ସୁପରହିଟ୍‌ ହୋଇଛି। ବକ୍ସ ଅଫିସରେ ଏହା ଭଲ ଆୟ ମଧ୍ୟ କରିଛି। ନିକଟରେ ରଣବୀର ଏବଂ ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କୁ ମୁମ୍ବାଇର ଏକ ଥିଏଟରକରେ ନଜର ଆସିଥିଲେ। ‘ବ୍ରହ୍ମାସ୍ତ୍ର’ପାର୍ଟ-୨କୁ…

୧୩ଯାତ୍ରୀଙ୍କୁ ଧରି ଯାଉଥିବା ଅଟୋ ଓଲଟିଲା

କୋଟଗଡ଼,୨୪।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଧୀନ ମିଡିଆକିଆ ଗଡମାହା ଘାଟରେ ଶନିବାର ଏକ ଅଟୋ ଓଲଟି ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ମିଡିଆକିଆ ଗ୍ରାମର…

ଅଙ୍କିତା ହତ୍ୟା ମାମଲାର ଯାଞ୍ଚ କରିବ ଏସ୍‌ଆଇଟି: ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଡେରାଡୁନ,୨୪।୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାର ଏକ ରିସର୍ଟର ମହିଳା କର୍ମଚାରୀଙ୍କୁ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ…

ଶୌଚାଳୟ ସଫା କଲେ ଭାଜପା ଏମ୍‌ପି, ଭାଇରାଲ ହେଉଛି ଭିଡିଓ

ଭୋପାଳ,୨୪।୯: ମଧ୍ୟପ୍ରଦେଶର ରେୱା ଜିଲାର ଏକ ବାଳିକା ବିଦ୍ୟାଳୟର ଶୌଚାଳୟ ସଫା କରୁଛନ୍ତି ଭାଜପା ଏମ୍‌ପି ଜନାର୍ଦନ ମିଶ୍ର। ଏହାକୁ ନେଇ ଏମ୍‌ପି ନିଜେ ଏକ ଭିଡିଓ ଟୁଇଟ୍‌ରରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି କହିଛନ୍ତି, ଯୁବ ମୋର୍ଚ୍ଚାର ସେବା…

ଦୋକାନ ଉପରେ ମାଡିଗଲା ଟ୍ରକ୍‌

ନିଶ୍ଚିନ୍ତକୋଇଲି,୨୪।୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ନିଶ୍ଚିନ୍ତ କୋଇଲି ବଜାରରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଦୁଇଟି ସାର ବୋଝେଇ ଟ୍ରକ୍‌ ବଜାର ଉପରେ ଥିବା ୫ଟି ବଡ଼ ଦୋକାନ ଉପରେ ମାଡିଯାଇଛି। ତେବେ ଦୋକାନରେ ଥିବା ୧୪ଜଣ କର୍ମଚାରୀ…

ବିବାହର ୧୨ ବର୍ଷ ପରେ ସ୍ତ୍ରୀଙ୍କ ଧର୍ମ ଜାଣିଲେ ସ୍ବାମୀ

ଲକ୍ଷ୍ନୌ, ୨୩।୯: ଉତ୍ତର ପ୍ରଦେଶ ଅଯୋଧ୍ୟା ଶହନଓ୍ବାଜପୁର ଜଗବୀର କୋରି ସ୍ତ୍ରୀ ପୂଜା ମୁସଲମାନ ସମ୍ପ୍ରଦାୟର ହୋଇଥିବା ବାହାଘରର ୧୨ ବର୍ଷ ପରେ ଜାଣିବାକୁ ପାଇଛନ୍ତି। ସ୍ତ୍ରୀଙ୍କ ପ୍ରକୃତ ନାମ ହସିନା ବନୋ। ସ୍ତ୍ରୀ ଓ ଶ୍ୱଶୁରଘର ଲୋକେ ତାଙ୍କୁ ଧର୍ମ…

ଅଢ଼େଇ ବର୍ଷ ଝିଅଙ୍କ ବୟାନ ଭିତ୍ତିରେ ଅଭିଯୁକ୍ତ ଗିରଫ

ଉମରକୋଟ, ୨୪।୯(ସ୍ବ.ପ୍ର.): କାମ କରିବାକୁ ଉମରକୋଟର ସିଲାଟି ଗ୍ରାମର ମାଣିକ ଘୋଷ ସପରିବାର ଯାଇଥିଲେ ଆନ୍ଧ୍ରପ୍ରଦେଶର କାକିନାଡ଼ା। ସେଠାରେ କିନ୍ତୁ ସ୍ତ୍ରୀ ଲିପିକାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ଥିବା ଅଢ଼େଇବର୍ଷର ଝିଅ ପୋଲିସ ଆଗରେ ଘଟଣା ସମ୍ପର୍କରେ ସବୁ…

ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ

ନୂଆଦିଲ୍ଲୀ,୨୪।୯: ଦୁର୍ନୀତି ମାମଲାରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଲଗାଇଛନ୍ତି। କର୍ନାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୟେଦୁରପ୍ପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଡି.ଓ୍ବାଇ.…

ଇଏଲ୍‌ରେ ଥାଇ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା

ନବରଙ୍ଗପୁର,୨୪୩ା୯(ବି.ପ୍ର.): ସରକାରୀ ନିୟମ ଉଲ୍ଲଂଘନ କରୁଛି ଜିଲା ଶିକ୍ଷା ବିଭାଗ। ମାସେରୁ ଅଧିକ ସମୟ ଇଏଲ୍‌ରେ ଥିଲେ ମଧ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା। ଏଭଳି ଘଟଣାକୁ ନେଇ ଜିଲା ଶିକ୍ଷା ବିଭାଗ ଏବେ ଚର୍ଚ୍ଚାରେ। ନବରଙ୍ଗପୁର ଜିଲା ମେଣ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?