Home Left

ରାଜ୍ୟରୁ ଚିହ୍ନଟ ହେଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୩ ଜଣ ରହିଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ…

ଆସନ୍ତାକାଲିଠୁ କମିବ ତାତି!

ଭୁବନେଶ୍ୱର,୩୦।୪(ବ୍ୟୁରୋ): କାଲିଠୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କାଳବୈଶାଖୀ ପ୍ରଭାବରେ ଆଗାମୀ ୨/୩ ଦିନ ମଧ୍ୟରେ ୨ ଡିଗ୍ରୀ ଯାଏ ତାପମାତ୍ରା…

ଆଉଥରେ ବିବାହ କରିବେ କି କରିସ୍ମା, ବିବାହକୁ ନେଇ କହିଲେ ଏପରି….

କରିସ୍ମା କପୁର ୯୦ ଦଶକର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଅଭିନୟର ଯାଦୁରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଦୁଇ ସନ୍ତାନର ମା’ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍‌ ଲାଗି ଖୁବ ଚର୍ଚ୍ଚାରେ ଥାଆନ୍ତି…

ସାଧାରଣ ନାଗରିକଙ୍କୁ ଦେବାକୁ ପଡୁଛି ଯୁଦ୍ଧର ମୂଲ୍ୟ

କ୍ୱିଭ,୩୦ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୬୫ ଦିନ ପୂରଣ ହେଲାଣି । ହେଲେ ଏବେବି ରୁଷିଆ ସେନାଙ୍କ ଆକ୍ରମଣ କମ ହୋଇନାହିଁ । ଯୁଦ୍ଧର ଏହି ଘନଘଟା ମଧ୍ୟରେ ୟୁକ୍ରେନର ବୁଚା ସହରରେ ହୋଇଥିବା ନରସଂହାରକୁ ସାରା ବିଶ୍ୱ ନିନ୍ଦା…

ଚାଇନାରେ କରୋନା ସୁନାମୀ: ଗୋଟିଏ ଦିନରେ ୨୦ହଜାରରୁ ଅଧିକ ଓମିକ୍ରନ୍ ସଂକ୍ରମିତ

ବେଜିଂ,୩୦ ।୪: କରୋନା ମହାମାରୀ ପୁଣିଥରେ ଚାଇନାର ଚିନ୍ତାକୁ ବଢାଇ ଦେଇଛି । ଚାଇନାର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ଚାଇନାରେ ଓମିକ୍ରନର ସୁନାମୀ ଦେଖାଦେଇଛି । ଶୁକ୍ରବାର ଦେଶରେ ୨୦ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କୁ…

ମାୟାବତୀ ବଞ୍ଚିଛନ୍ତି କେବଳ ଭାଜପା ପାଇଁ: ସାକ୍ଷି ମହାରାଜ

ନୂଆଦିଲ୍ଲୀ,୩୦ ।୪: ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ରଖିଥିବା ପ୍ରକାଶ କରିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ଏହାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର…

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଉଛି ବିଜେଡି: ଭାଜପା

ଭୁବନେଶ୍ୱର,୩୦।୪(ବ୍ୟୁରୋ): ୨୨ବର୍ଷ ଶାସନ ଗାଦିରେ ରହି ରାଜ୍ୟ ସରକାର ଦୁର୍ନୀତିର ସୀମା ଉଲ୍ଲଂଘନ କରିଛନ୍ତି। ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରଶାସନିକ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା କରି ବ୍ଲକଗୁଡିକରେ ବ୍ୟାପକ ଦୁର୍ନୀତି କରୁଛନ୍ତି। ଦୁର୍ନୀତିରେ ସିଧାସଳଖ ଲିପ୍ତ ଥିବା ସରକାରୀ ଅଧିକାରୀଙ୍କୁ…

ରାଜ୍ୟରେ ଅଭାବ ନାହିଁ କୋଇଲା: ଡେପୁଟି ଚିଫ ଇଞ୍ଜିନିୟର ପଞ୍ଜାବ

ଚଣ୍ଡିଗଡ଼,୩୦ ।୪: ଦେଶରେ କୋଇଲା ଅଭାବ ଯୋଗୁ ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ବିଜୁଳି ସଙ୍କଟ ଉପୁଜିଛି । କିଛି କିଛି ରାଜ୍ୟରେ ଏବେଠାରୁ ୭-୮ ଘଣ୍ଟା ବିଜୁଳି ଯାଗାଣ ବନ୍ଦ ରହୁଥିବା ଦେଖାଗଲାଣି । ଇତିମଧ୍ୟରେ ପଞ୍ଜାବର ଡେପୁଟି…

ପଞ୍ଜାବ କଂଗ୍ରେସରେ ବଡ଼ ପରିବର୍ତ୍ତନ

ଚଣ୍ଡିଗଡ଼,୩୦।୪: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳୀୟ ସଂଗଠନରେ ବଡ଼ ପରିବର୍ତ୍ତନ କରାଯାଇଛି। ଶୁକ୍ରବାର ୫ ଜଣ ନୂଆ ଉପାଧ୍ୟକ୍ଷ ସମେତ ଜଣେ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଦଳ ଅଧ୍ୟକ୍ଷା ଉକ୍ତ ନିଯୁକ୍ତି…

ମନ୍ତ୍ରୀ ହେବେ ଷ୍ଟାଲିନ୍‌ଙ୍କ ପୁଅ

ଚେନ୍ନାଇ,୩୦।୪: ଡିଏମ୍‌କେ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ ତାମିଲନାଡୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି। ଜୁନ୍‌ ସୁଦ୍ଧା ତାଙ୍କୁ ରାଜ୍ୟ କ୍ୟାବିନେଟରେ ନିଆଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଷ୍ଟାଲିନ୍‌ଙ୍କ କ୍ଷେତ୍ରରେ ଯେଉଁ ଭୁଲ୍‌ ହୋଇଥିଲା…

ପ୍ରେମ ସମ୍ପର୍କ ରଖିବାରୁ ହତ୍ୟା କରି ଫିଙ୍ଗି ଦେଲୁ

ସମ୍ବଲପୁର,୩୦ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ପାଓ୍ବାର ଚ୍ୟାନେଲରୁ କ୍ଷେତରାଜପୁର ଥାନା ପୋଲିସ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଜବତ କରିଛି। ସେ ହେଲେ ସଦର ଥାନା ବଡସାହିର ସୁବିନ୍ଦ କୁଅଁର (୩୦)। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି…

ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡରଶିପ୍‌ ଆୱାର୍ଡ’

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): ଓ୍ବାଲର୍‌ଡ ସିଏସ୍‌ଆର୍‌ ଡେ ପକ୍ଷରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡର୍‌ଶିପ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ସଂଗଠନକୁ ଏହି ପୁରସ୍କାର ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଆକ୍ସନ୍‌ଏଡ୍‌ର ସହଯୋଗୀ ନିର୍ଦ୍ଦେଶକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri