Home Left

ମୁଲାୟମ୍‌ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୫।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଅସୁସ୍ଥ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ୮୨ବର୍ଷୀୟ ମୁଲାୟମ ସିଂ ଯାଦବ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗୁରୁଗ୍ରାମର ମେଦାନ୍ତା…

ରାଇମୋହନଙ୍କ ଜନ୍ମ ମାଟିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ପାଟଣା,୨୫।୬(ସ୍ବ.ପ୍ର.): ଓଡ଼ିଆ ସିନେମା ଜଗତ ତଥା ଯାତ୍ରା ଜଗତର ଜଣାଶୁଣା ଅଭିନେତା ରାଇମୋହନ ପରିଡାଙ୍କ ଶୁକ୍ରବାର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ଜନ୍ମ ମାଟି କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୂର ପଞ୍ଚାୟତ ଉଦୟପୁର ପରିଡା ସାହିରେ ଶୋକର…

ହସ୍ପିଟାଲରୁ ସୁସ୍ଥହୋଇ ଘରକୁ ଫେରିଲେ ରାହୁଲ

ରାୟପୁର,୨୫।୬: ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ରାହୁଲ ସାହୁ। ୫ ଦିନ ବୋରଓ୍ବେଲରେ ଫସିବା ପରେ ଗତ ୧୪ ତାରିଖ ରାତିରେ ଉଦ୍ଧାର ହୋଇଥିଲେ ରାହୁଲ। ଉଦ୍ଧାର ପରେ ରାହୁଲ ବିଳାସପୁର ଆପୋଲୋ ହସ୍ପିଟାଲରେ ରହି ଚିକିତ୍ସିତ ହୋଉଥିଲେ। ଏବେ…

ବିନୀତ ପୁନିଆ ହେଲେ କଂଗ୍ରେସ ଯୋଗାଯୋଗ ଶାଖା ପ୍ରଭାରୀ ସମ୍ପାଦକ

ନୂଆଦିଲ୍ଲୀ,୨୫।୬: କଂଗ୍ରେସ ନେତା ବିନୀତ ପୁନିଆଙ୍କୁ ଏଆଇସିସି ଆଭ୍ୟନ୍ତରୀଣ ଯୋଗାଯୋଗ ଶାଖାର ପ୍ରଭାରୀ ସମ୍ପାଦକ ନିଯୁକ୍ତ କରାଯାଇଛି। ସେହିପରି ବୈଭବ ଓ୍ବାଲିଆ ଉକ୍ତ ବିଭାଗର ସମ୍ପାଦକ ନିଯୁକ୍ତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସେମାନଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଓ୍ବାଲିଆ ପୂର୍ବରୁ ଯୁବକଂଗ୍ରେସ…

ଦ୍ରୌପଦୀଙ୍କୁ ସମର୍ଥନ କରିବେ ମାୟାବତୀ

ନୂଆଦିଲ୍ଲୀ,୨୫।୬: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଏସ୍‌ପି ସମର୍ଥନ କରିବ। ବିଏସ୍‌ପି ସୁପ୍ରିମୋ ମାୟାବତୀ ଏହି ସୂଚନା ଦେଇଛନ୍ତି। ଦଳର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ଦଳ ପକ୍ଷରୁ ସମର୍ଥନ କରାଯାଇଥିବା ମାୟାବତୀ କହିଛନ୍ତି। ଅନ୍ୟପଟେ, ଏନ୍‌ଡିଏ…

ନର୍‌ଓ୍ବେ ନାଇଟ୍‌ କ୍ଲବରେ ଗୁଳିମାଡ଼: ୨ମୃତ, ୧୦ ଆହତ

ଓସଲୋ,୨୫।୬: ନରୱେ ରାଜଧାନୀ ଓସଲୋରେ ଏକ ଗେ’ ବାରରେ ଶନିବାର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୫ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଓ୍ବାର୍ମଅପ୍‌ ମ୍ୟାଚ: ଭାରତ ୮୨ ରନ୍‌ରେ ଅଗ୍ରଣୀ

ଲିସେଷ୍ଟର,୨୫।୫: ସ୍ଥାନୀୟ ଗ୍ରେସ୍‌ ରୋଡଠାରେ ଭାରତ ଓ ଲିସେଷ୍ଟର ମଧ୍ୟରେ ଗୁରୁବାରଠାରୁ ୪ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଭାରତ ଅଗ୍ରଣୀ ହାସଲ କରିଛି। ଭାରତ ଏହାର ପ୍ରଥମ ଇନିଂସକୁ ୨୪୬/୮ରେ ଘୋଷଣା କରିଥିଲା। ଦଳ ପକ୍ଷରୁ ଶ୍ରୀକର ଭରତ ସର୍ବାଧିକ ୭୦…

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଶିବସେନାର ବସିବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ,୨୫।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶନିବାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଅପରାହ୍ନ ୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ବିଦ୍ରୋହୀ ଶିବସେନା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ…

୭ରୁ ୧୧ବର୍ଷର ପିଲାଙ୍କୁ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ

ନୂଆଦିଲ୍ଲୀ,୨୫।୬: ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍‌ ଇଣ୍ଡିଆର ଏକ ବିଶେଷଜ୍ଞ କମିଟି ଶୁକ୍ରବାର ୭ରୁୁ ୧୧ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ ଇନ୍‌ଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ କରିବାକୁ ସୁପାରିଶ କରିଛି। ଶନିବାର ଏନେଇ ସରକାରୀ ସୂତ୍ରରୁ…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୨ କରୋନା ପଜିଟିଭ୍‌

ଭୁବନେଶ୍ୱର,୨୫।୬(ବ୍ୟୁରୋ) : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୪ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି…

ଇସ୍ତଫା ଦେବେ ନାହିଁ ଉଦ୍ଧବ, ଶକ୍ତି ପରୀକ୍ଷାକୁ କରିବେ ଅପେକ୍ଷା

ମୁମ୍ବାଇ,୨୫ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ବେଳକୁ ବେଳ ଜଟିଲ ହେବାରେ ଲାଗିଛି । ଏକନାଥ ସିନ୍ଦେଙ୍କୁ ସହଯୋଗ କରୁଥିବା ଶିବସେନାର ଅସନ୍ତୁଷ୍ଟ ବିଧାୟକମାନେ ଏବେ ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାକୁ ଏକ ପ୍ରକାର ସ୍ଥିର କରି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ…

‘ବିକ୍ରାନ୍ତ ରୋନା’ରେ ଜ୍ୟାକ୍‌ଲିନ୍‌ଙ୍କ ଧମାଲ, ୨୮ରେ ହେବ ରିଲିଜ୍‌

ସୁପର୍ଷ୍ଟାର କିଚ୍ଚା ସୁଦୀପଙ୍କ ଫିଲ୍ମ ‘ବିକ୍ରାନ୍ତ ରୋନା’ ଆସନ୍ତା ମାସ ୨୮ ତାରିଖରେ ରିଲିଜ୍‌ ହେବ । ଏହାର ଟ୍ରେଲର୍‌ ରିଲିଜ୍‌ ହୋଇ ଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମରେ ସୁଦୀପଙ୍କ ସହ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ସ୍କ୍ରିନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri