ଦାଣ୍ଡିଆ ଆଉଟ୍‌ଫିଟ୍‌ରେ ଫ୍ୟୁଜନ୍‌

ଆରମ୍ଭ ହୋଇସାରିଛି ପାର୍ବଣର ଋତୁ। ବୁଲି ବୁଲି ମା’ଙ୍କ ମେଢ଼ ଦେଖିବା, ନୂଆ ନୂଆ ପୋଷାକ କିଣିବା, ଭଳିକି ଭଳି ଖାଦ୍ୟ ଖାଇବାରେ ଦଶହରାର ଭରପୂର ମଜା ନେଉଛନ୍ତି ଯୁବପିଢ଼ି। ଏହାସହିତ ବର୍ତ୍ତମାନ ସ୍ଥାନରେ ଆୟୋଜିତ ଦାଣ୍ଡିଆ ନାଇଟ୍ସ ପୂଜା ମାହୋଲ୍‌କୁ ଆହୁରି ଆନନ୍ଦମୟ କରୁଛି। ଯଦି ଆପଣବି ଏଥିରେ ଅଂଶ ଗ୍ରହଣ କରିବାକୁ ଚାହୁଁଛନ୍ତି, ହେଲେ ଏଥିପାଇଁ କ’ଣ ପିନ୍ଧିବେ ଚିନ୍ତା କରୁଛନ୍ତି, ତେବେ ଏହି ଫ୍ୟୁଜନ୍‌ ଆଉଟ୍‌ଫିଟ୍‌ ଆପଣଙ୍କୁ ଦାଣ୍ଡିଆ ନାଇଟ୍ସରେ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେବାରେ ବେଶ୍‌
ଇଚ୍ଛା ଥିଲେ ବି ଦାଣ୍ଡିଆ ଡ୍ୟାନ୍ସ ପାଇଁ ଆବଶ୍ୟକ ଘାଗରା-ଚୋଲି ଭଳି ଟ୍ରାଡିସିନାଲ୍‌ ପୋଷାକ ନ ଥିବାରୁ ଅନେକେ ଏହି ମଜା ନେବାରୁ ବଞ୍ଚତ୍ତ ହୋଇଥା’ନ୍ତି। ହେଲେ ଏମିତିରେ ଆପଣ କିଛି ଆଉଟ୍‌ଫିଟ୍‌କୁ ଫ୍ୟୁଜନ୍‌ କରି ପିନ୍ଧିପାରିବେ। ଯେମିତିକି, ଏଥିନିକ୍‌ ଲଙ୍ଗସ୍କର୍ଟ ସହିତ ସାଟିନ୍‌, ସିଲ୍କ ଭଳି ସାଇନିଂ ଶାର୍ଟ ଏବଂ ଦୁପଟା ଟିମ୍‌ଅପ୍‌ କରି ପିନ୍ଧିପାରିବେ। ଏହା ସହ ମ୍ୟାଚିଂ ଜୁଏଲେରି ବିଶେଷକରି ଓ୍ବେଷ୍ଟ ବେଲ୍ଟ ପିନ୍ଧି ଆଇକ୍ୟାଚି ଲୁକ୍‌ ପାଇପାରିବେ। ମନେରଖନ୍ତୁ ଲାଲ୍‌, ପିଙ୍କ୍‌, ୟେଲୋ, ବ୍ଲୁ, ଗ୍ରିନ୍‌ ଭଳି କଲରର ଆଉଟ୍‌ଫିଟ୍‌ ଆପଣଙ୍କୁ ଆକର୍ଷଣୀୟ ଲୁକ୍‌ ଦେବ।
ଲୁକ୍‌ ପାଇଁ ଲଙ୍ଗ ସ୍କର୍ଟ ସହିତ ହେଭି ଏମ୍ବ୍ରଡୋରି, ବିଡ୍‌ କିମ୍ବା ମିରର୍‌ ଓ୍ବାର୍କ ଥିବା ବ୍ଲାଡଜ୍‌, ଦୁପଟା ଏବଂ ଓ୍ବେଷ୍ଟ ବେଲ୍‌ଟ ଟ୍ରାଏ କରିପାରିବେ। ସେହିପରି ସରାରା ଭଳି ଲୁକ୍‌ ଚାହୁଁଥିଲେ ଲଙ୍ଗ୍‌ ସ୍କର୍ଟ ସହିତ ଡିଜାଇନର୍‌ କୁର୍ତ୍ତି ପିନ୍ଧନ୍ତୁ, ଡିଫରେଣ୍ଟ ଲାଗିବେ। ଏହାସହ ହ୍ୟାଙ୍ଗ୍‌ଙ୍ଗ କିମ୍ବା ଚୋକର ନେକ୍‌ଲେସ୍‌ ଏବଂ ରେଶମୀ ଧାଗା ଥିବା ଚୁଡ଼ି ବେଶ ସୁନ୍ଦର ମାନିବ।
ଆଜିକାଲି ଏକାଧିକ ଲେୟାର ଥିବା ରଫଲ୍‌ ଡ୍ରେସ୍‌ ଖୁବ୍‌ ଡିମାଣ୍ଡରେ ରହିଛି। ଆପଣ ଚାହିଁଲେ ରଫଲ୍‌ ଗାଉନ୍‌ କିମ୍ବା ଷ୍ଟାଇଲିଶ୍‌ ରଫଲ୍‌ ମ୍ୟାକ୍ସି ଡ୍ରେସ୍‌ ପିନ୍ଧିପାରିବେ। ଏହା ସହ ମ୍ୟାଚିଂ ଦୁପଟା ଖୋଜିବାର ଟେନ୍‌ଶନ୍‌ ବି ନାହିଁ। ତେବେ ଏହାକୁ ଗର୍ଜିଅସ୍‌ ଲୁକ୍‌ ଦେବା ପାଇଁ ହ୍ୟାଙ୍ଗିଙ୍ଗ୍‌ ନେକ୍‌ଲେସ୍‌, ଇୟରରିଙ୍ଗ୍‌, ମ୍ୟାଚିଂ ଚୁଡି ପିନ୍ଧିପାରିବେ। ଏହାକୁ ସୁଟ୍‌ କରିବା ଭଳି ହେୟାର୍‌ ଷ୍ଟାଇଲ୍‌ ଏବଂ ମେକ୍‌ଅପ୍‌ ନେଲେ ଖୁବ୍‌ ସୁନ୍ଦର ଲାଗିବେ।
ବା ମଡର୍ନ ଆଉଟ୍‌ଫିଟ୍‌ ପିନ୍ଧୁଥିଲେ କିପରି ଦାଣ୍ଡିଆ ନାଇଟ୍ସ ଯିବେ ଭାବୁଛନ୍ତି କି ? ତେବେ ବ୍ଲୁ କଲର ଜିନ୍ସ ସହିତ ସ୍ଲିଟ୍‌ କୁର୍ତ୍ତି ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହା ସହ ହେଭି ଜୁଏଲେରି ବଦଳରେ ଲାଇଟ୍‌ ଜୁଏଲେରି, ଡ୍ରପ୍‌ ଇୟରରିଂ, କୋହ୍ଲାପୁରି କିମ୍ବା ପଞ୍ଜାବି ଜୁତି ମିକ୍ସ ମ୍ୟାଚ୍‌ କରି ପିନ୍ଧିପାବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?