ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ହତ୍ୟା ଉଦ୍ୟମ
ପୁରୁଷୋତ୍ତମପୁର,୨୫।୬(ଡି.ଏନ୍.ଏ.): ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ରକ୍ଷିତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ। ଜଣେ ମହିଳାଙ୍କୁ ରକ୍ଷିତା ବୋଲି କହୁଥିବା ଯୁବକ ପରପୁରୁଷ ସହ ଶାରୀରିକ ସମ୍ପର୍କ ଲାଗି…
ରଥଯାତ୍ରା ଲାଗି ଆଇଜି, ଡିଆଇଜିଙ୍କ ସମୀକ୍ଷା
ପୁରୀ ଅଫିସ,୨୫।୬: କରୋନା ଲାଗି ଗତ ୨ ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ। ରଥଯାତ୍ରାକୁ ଆଉ କେଇଟା ଦିନ ଥିବା ବେଳେ ଏ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ରଥଯାତ୍ରାର ପୂର୍ବ ପ୍ରସ୍ତୁତି…
‘ପଠାନ’ରେ ଶାହାରୁଖଙ୍କ ଜବରଦସ୍ତ ଲୁକ୍
ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାଁ ରଙ୍ଗିନ ଦୁନିଆରେ ପାଦ ରଖିବା ଅର୍ଥାତ୍ ବଲିଉଡରେ ଏଣ୍ଟ୍ରି କରିବାର ୩୦ ବର୍ଷ ପୂରଣ ହେଲାଣି । ଏହାରି ଭିତରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବା ଶାହାରୁଖ କିନ୍ତୁ ପ୍ରଥମ ଅଭିନୟରୁ…
ରଥଯାତ୍ରା ପୂର୍ବରୁ ରାସ୍ତା ମରାମତି କରାଯାଉ
ପଦ୍ମପୁର,୨୫।୬(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୱାର୍ଡ ନଂ-୨ ଶାନ୍ତିନଗରଠାରୁ ଲୁହାରପାଲି ଯାଏ ରାସ୍ତା ଅତ୍ୟନ୍ତ ଶୋଚନୀୟ। ଏହି ରାସ୍ତା ଉପରେ ୨୦ରୁ ୨୫ଗ୍ରାମର ଲୋକେ ନିର୍ଭର କରୁଛନ୍ତି। ହେଲେ ରାସ୍ତା ଏବେ ଖାଲଖମାରେ ଭରି ରହିଛି।…
ରାହୁଲଙ୍କ କାର୍ଯାଳୟ ଭଙ୍ଗାରୁଜା ଘଟଣାର ହେବ ଉଚ୍ଚସ୍ତରୀୟ ଯାଞ୍ଚ: କଲପେଟ୍ଟା ସବ୍-ଇନ୍ସପେକ୍ଟର ନିଲମ୍ବିତ
ଓ୍ବାୟନାଡ,୨୫।୬: କେରଳର ୱାୟନାଡରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ଷ୍ଟୁଡେଣ୍ଟସ୍ ଫେଡେରେଶନ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ) ସଦସ୍ୟମାନେ ଭଙ୍ଗାରୁଜା କରିଥିଲେ। ଶୁକ୍ରବାର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ରାହୁଲଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ସେଠାରେ ଥିବା ଆସବାବପତ୍ର…
ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ଏହି ରାପର୍
ମୁମ୍ବାଇ: ଲୋକପ୍ରିୟ ରାପର ରପ୍ତାର ସ୍ତ୍ରୀ କୋମଲଙ୍କୁ ଛାଡ଼ପତ୍ର ଦେବେ। ଏହି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ୨୦୨୦ରେ ଉଭୟେ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ। କରୋନା ଯୋଗୁ ଏଥିରେ ବିଳମ୍ବ ହୋଇଥିଲା। କୁହାଯାଉଛି, ଚଳିତ ବର୍ଷ ଅକ୍ଟୋବରରେ ଉଭୟ…
ଓଲଟି ପଡ଼ିଲା ସ୍କୁଲ ବସ୍
ଚୌଦ୍ୱାର,୨୫।୬(ଡି.ଏନ୍.ଏ.): ଚୌଦ୍ୱାର ମଣ୍ତାପଡ଼ା ରାସ୍ତା ପୋଟଳେଇ ମନ୍ଦିର ନିକଟରେ ଶନିବାର ଏକ ସ୍କୁଲବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୬ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଏକ ଘରୋଇ ସ୍କୁଲ ବସ୍ ଛାତ୍ରୀଛାତ୍ରଙ୍କୁ ଆଣିବା ପାଇଁ…
ବିନା ହେଲ୍ମେଟ୍ରେ ଯାଇ ତଣ୍ଡ ଗଣିଲେ ମନ୍ତ୍ରୀ, ବିଧାୟକ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ହେଲ୍ମେଟ୍ ନ ପିନ୍ଧି ତଣ୍ଡ ଗଣିଲେ ମନ୍ତ୍ରୀ ଓ ବିଧାୟକ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବାଲେଶ୍ୱର ବିଧାୟକ ସ୍ବରୂପ ଦାସଙ୍କୁ ଟ୍ରାଫିକ ପୋଲିସ ଧରିଛି। ବିନା ହେଲମେଟରେ ସମୀରଙ୍କୁ ପଛରେ ବସାଇ ସ୍ବରୂପ ବାଇକ ଚଳାଇ…
‘ରାଜ୍ୟରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ’
ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୀତି ବର୍ତ୍ତମାନ ସରଗରମ ରହିଥିବା ବେଳେ ଦିନକୁ ଦିନ ଅସ୍ଥିରତା ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ସମେତ ଦଳକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା କର୍ମକର୍ତ୍ତାଙ୍କ ଅସନ୍ତୋଷ ବଢ଼ିବାରେ…
ଟଙ୍କା ନେବାକୁ ଆସି ଧରାପଡ଼ିଲେ ୨ ନକଲି ମାଓବାଦୀ
ଭବାନୀପାଟଣା,୨୫।୬(ସ୍ବ.ପ୍ର.): ମାଓବାଦୀଙ୍କ ନାଁରେ ଲୋକଙ୍କୁ ଭୟ ଦେଖାଇବା ସହ ଧମକାଇ ଟଙ୍କା ଆଦାୟ କରିବା ଅଭିଯୋଗରେ କଳାହାଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ୨ଜଣ ହେଲେ ବିଜେପୁର ଥାନା ଅଞ୍ଚଳର ଉଦ୍ଧବ ନାଏକ ଏବଂ କେଗାଁ ଥାନା ଅଞ୍ଚଳର ଜରାଷଣ୍ଢ…
ଗ୍ରାମାଞ୍ଚଳରେ ଅପରାଧ ରୋକିବାକୁ ଏସ୍ପିଙ୍କ ପ୍ରୟାସ
ପୁରୁଷୋତ୍ତମପୁର, ୨୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟଙ୍କ ପୌରୋହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ଏ ସମ୍ପର୍କିତ ଏକ…
ଡେବ୍ୟୁ ଫିଲ୍ମ ଫ୍ଲପ୍ ପରେ ଦର୍ଶକଙ୍କ ପାଇଁ ଏମତି ଫଟୋ ଶେୟାର କଲେ ମାନୁଷୀ
ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥିରାଜ’ରେ ମାନୁଷୀ ଚିଲ୍ଲାର୍ ବଲିଉଡରେ ଡେବ୍ୟୁ କରିଛନ୍ତି । ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ ନଜର ଆସିଛନ୍ତି। ଫିଲ୍ମରେ ତାଙ୍କର ଲୁକ୍ ପ୍ରାୟତଃ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ହେଲେ ଫିଲ୍ମଟି…
Archives


