Home Left

ଏଭଳି ଭାବେ ଆଲିଆଙ୍କୁ ପ୍ରପୋଜ୍‌ କରିଥିଲେ ରଣବୀର!

ବମ୍ବେ: ପ୍ରଥମେ ବିବାହ ଆଉ ଏବେ ମାତାପିତା ହେବାକୁ ଯାଉଥିବା ନେଇ ଘୋଷଣା କରି ଚର୍ଚ୍ଚାରେ ବଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡ଼ି ଆଲିଆ ଭଟ୍ଟ-ରଣବୀର କପୁର। ଏହାକୁ ନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାର ବେଶ ଖୁସି ଅଛନ୍ତି। ଉଭୟଙ୍କ…

ଜୁଲାଇ ୧ରେ ଓଟିଟିରେ ରିଲିଜ୍‌ ହେବ ‘ସମ୍ରାଟ ପୃଥ୍ବୀରାଜ’

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ବଡ଼ ପରଦାରେ ରିଲିଜ ହେବା ପରେ ଏବେ ଖୁବ୍‌ଶୀଘ୍ର ଏହା ଓଟିଟିରେ ରିଲିଜ ହେବାକୁ ଯାଉଛି। ଜୁଲାଇ ୧ରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ…

ନଡ୍ଡାଙ୍କୁ ଭେଟିଲେ ଫଡନଭୀସ: ସରକାର ଗଠନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୬: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ମଙ୍ଗଳବାର ଦିଲ୍ଲୀ ଗସ୍ତ କରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନଡ୍ଡାଙ୍କୁ ମହାରାଷ୍ଟ୍ରରେ ସରକାର…

ବିବାହ ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଲେ କ୍ୟାଟ୍ରିନା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବିବାହ ପରେ ସେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହେବା ନେଇ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ହେଉଛି ‘ଫୋନ ଭୂତ’ । ଏ ନେଇ ସୋସିଆଲ ମିଡିଆରେ କ୍ୟାଟ୍ରିନା…

ଆକାଶ ଅମ୍ବାନୀ ସମ୍ଭାଳିବେ ରିଲାଏନ୍ସ ଜିଓର ଦାୟିତ୍ୱ

ନୂଆଦିଲ୍ଲୀ,୨୮।୬: ଦେଶର ବୃହତ୍ତମ କର୍ପୋରେଟ ହାଉସ ମଧ୍ୟରୁ ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଟେଲିକମ୍‌ ୟୁନିଟ ରିଲାଏନ୍ସ ଜିଓ ବୋର୍ଡର ଚେୟାରମ୍ୟାନ ପଦରୁ ଇସ୍ତଫା…

ମନ୍ଦିରରୁ ତାଡ଼ିନେଲେ ଦାନ ବାକ୍ସ

ଚୌଦାର,୨୮।୬(ଡି.ଏନ୍‌.ଏ): କଟକ ଜିଲା ଚୌଦାର ବ୍ୟାଘ୍ର ବାହିନୀ ମନ୍ଦିରର ଗେଟ୍‌ ତାଲା ଭାଙ୍ଗି ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋର ଦାନ ବାକ୍ସ ଭାଙ୍ଗି ମନ୍ଦିରଠାରୁ କିଛି ଦୂରରେ ପକାଇ ଥିବା ଦେଖିବାକୁ ମିଳିଛି । ପୂଜକ ପୂଜା କରିବା…

ସେଲିବ୍ରିଟିଙ୍କୁ ନେହୁରା ହେଉଛନ୍ତି କରନ୍‌ ଜୋହର୍‌

ବମ୍ବେ: ବଲିଉଡର ଲୋକପ୍ରିୟ ଫିଲ୍ମନିର୍ମାତା ମଧ୍ୟରୁ କରନ୍‌ ଜୋହର ଅନ୍ୟତମ। ବ୍ୟକ୍ତିଗତ ଜୀବନ ହେଉ ଅଥବା ଚଳଚ୍ଚିତ୍ର, ବିବାଦରେ ରହିଥାନ୍ତି ସେ। ଏସବୁ ସତ୍ତ୍ୱେ ତାଙ୍କ ଫିଲ୍ମରେ କାମ କରିବାକୁ କଳାକାରମାନେ ଚାହିଁ ରହିଥାନ୍ତି। ହେଲେ ଏବେ ଏମିତି ସମୟ ଆସିଛି…

ମଧ୍ୟାହ୍ନ ଭୋଜନ ଖାଇ ୨୦ଛାତ୍ରୀଛାତ୍ର ଅସୁସ୍ଥ

ବରଗଡ଼ ଅଫିସ,୨୮।୬: ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସେବାଶ୍ରମ ସ୍କୁଲର ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡିଛନ୍ତି। ମଧ୍ୟାହ୍ନ ଭୋଜନ ପରେ ଛାତ୍ରୀଛାତ୍ରଙ୍କ ପେଟବ୍ୟଥା ହୋଇଥିଲା। ଉକ୍ତ ସ୍କୁଲର ୨୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଏଭଳି ଅସୁସ୍ଥ ହୋଇ ପଡିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ…

ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ବମ୍ବେ: ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନକାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ପ୍ରଯୋଜକ ସନ୍ଦୀପ ସିଂହ ଏହାର ପୋଷ୍ଟର ଶେୟାର କରି ବାୟୋପିକ୍‌ ନେଇ କରିଛନ୍ତି ଘୋଷଣା। ଇନଷ୍ଟାଗ୍ରାମରେ ସନ୍ଦୀପ ଲେଖିଛନ୍ତି, ବାଜପେୟୀ ଭାରତର ରାଜନୈତିକ ଇତିହାସର ମହାନ…

ବାଇଡେନ ଦମ୍ପତିଙ୍କୁ ସ୍ବତନ୍ତ୍ର ବ୍ରୋଚ୍‌ ଉପହାର ଦେଲେ ମୋଦି

ବର୍ଲିନ,୨୮।୬: ଜର୍ମାନୀର ଏଲ୍‌ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶର ନେତାଙ୍କ ପାଇଁ ଭାରତର ଭଳିକି ଭଳି ଅନନ୍ୟ ଉପହାର ନେଇଥିଲେ। ଛତିଶଗଡ଼ରୁ ନନ୍ଦୀ-ଥିମ ଡୋକରା କଳାକୁ ଆର୍ଜେଣ୍ଟିନା…

କେସିଙ୍ଗା ପରିଦର୍ଶନ କଲେ ନୂଆ ଜିଲାପାଳ

କେସିଙ୍ଗା,୨୮।୬(ଡିି.ଏନ୍‌ .ଏ.): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ପି. ଅନ୍ବେସା ରେଡି ସୋମବାର ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ମଙ୍ଗଳବାର ସେ ଜୁଲାଇ ପ୍ରଥମ ସପ୍ତାହରେ ଉଡାଣ ଭରିବାକୁ ଥିବା ଉତକେଲା ଏୟାର ଷ୍ଟ୍ରିପ୍‌କୁ ଯାଇ ପରିଦର୍ଶନ କରିଥିଲେ।…

୨୮ ଲକ୍ଷର ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜଧାନୀରୁ ବ୍ରାଉନସୁଗାର ଜବତ। ୟୁନିଟ ୮ ନାରାୟଣୀ ବସ୍ତିରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏଥିରେ ଦୁଇ ଭାଇଙ୍କୁ ଗିରଫ କରାଯାଇଛି। ଏମାନେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ। ତେବେ ଜବତ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri