ରାଜ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ
ମୁମ୍ବାଇ,୧୧।୫: ଏମ୍ଏନ୍ଏସ୍ ଅଧ୍ୟକ୍ଷ ରାଜ ଠାକରେଙ୍କୁ ଫୋନରେ ମାରିଦେବାକୁ ଧମକ ଦିଆଯାଇଛି। ଏହାପରେ ଏମ୍ଏନ୍ଏସ୍ ନେତା ବାଲା ନାଦଗଓ୍ବେକର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲଙ୍କୁ ଭେଟି ରାଜ ଠାକରେଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ…
ଜାଣନ୍ତି କି ଏସି ବଗି କାହିଁକି ଟ୍ରେନ୍ର ମଧ୍ୟ ଭାଗରେ ରହିଥାଏ
ଭାରତରେ ରେଳ ନେଟଓ୍ବାର୍କ ବହୁ ବ୍ୟାପକ। କହିବାକୁ ଗଲେ ଏହା ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବ୍ୟାପିଛି। ଫଳରେ ଦୂରଯାତ୍ରା ସହଜ ହୋଇଥାଏ। ଟ୍ରେନ ରୁଟ୍ ଲୋକମାନଙ୍କୁ କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳକୁ ନେଇଥାଏ। ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନେ…
ମାତ୍ର ୨୩ ବର୍ଷ ବୟସରେ ଟି-୨୦ରେ କ୍ରିକେଟ୍ରେ ବଡ଼ ରେକର୍ଡ ହାସଲ କଲେ ଏହି କ୍ରିକେଟର୍
ମୁମ୍ବାଇ,୧୧।୫: ଗୁଜରାଟ ଟାଇଟାନ୍ସ (ଜିଟି) ଲେଗ-ସ୍ପିନର ରସିଦ ଖାନ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲଏସଜି) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାରେ ରସିଦ ବିଶ୍ୱର ତୃତୀୟ ବୋଲର ହୋଇଛନ୍ତି।…
ଦୀପିକାଙ୍କ ଟାଟୁ ନେଇ ପଚରା ଯାଇଥିଲା ଏପରି ପ୍ରଶ୍ନ, ରାଗିଯାଇ ରଣବୀର କହିଲେ…
ଏକଦା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର କପୁରଙ୍କ ଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଫିଲ୍ମ ‘ବଚ୍ଚନା ଏ ହାସିନୋ’ର ଶୁଟିଂ ପରେ ଦୁହେଁ ନିକଟତର ହୋଇଥିଲେ। ପରେ ଏହି ବନ୍ଧୁତା ପ୍ରେମ ସମ୍ପର୍କକୁ ବଦଳି ଯାଇଥିଲା।…
ଗର୍ଭପାତ କରିଥିବା ମହିଳାଙ୍କୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ…
ସାନ୍ ସାଲଭାଡୋର, ୧୧।୫ : ଏଲ ସାଲଭାଡୋରର ସୁପ୍ରିମକୋର୍ଟରେ ଗର୍ଭପାତ କରିଥିବା ଜଣେ ମହିଳାଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ଏଲ ସାଲଭାଡୋରରେ ଜନୈକ ମହିଳାଙ୍କୁ ଗର୍ଭପାତ କରିଥିବା ଅଭିଯୋଗରେ ଗିରଫ କରାଯାଇ ଏକ ମାମଲାର ଦାୟର କରାଯାଇଥିଲା। ଏସ୍ମେ…
ଟେନ୍ ଯାତ୍ରାରେ ମାସ୍କ ପିନ୍ଧିବା ପୁଣି ବାଧ୍ୟତାମୂଳକ
ନୂଆଦିଲ୍ଲୀ,୧୧।୫: ରେଳ ଯାତ୍ରାରେ ପୁଣି ଥରେ କରୋନା ପ୍ରୋଟୋକଲ ଫେରିଛି। ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଧବାର ରେଲଓ୍ବେ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା…
ଘରୋଇ କଳହରୁ ପୁଅ ନେଲେ ଚରମ ନିଷ୍ପତ୍ତି
ଜମନକିରା,୧୧।୫: ଘରୋଇ କଳହରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛି ଜଣେ ୧୯ ବର୍ଷର ଯୁବକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ଗ୍ରାମରେ। ସୂଚନା ଅନୁସାରେ, ମଙ୍ଗଳବାର…
ଅଟୋରେ ଚାଲାଣ ହେଉଥିଲା ଶାଳ କାଠ…
ବଲାଙ୍ଗୀର ଅଫିସ,୧୧।୫: ବଲାଙ୍ଗୀର ଜିଲା ପାଟଣାଗଡ଼ ପଥରଚେପା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ବନ ବିଭାଗ ଚଢ଼ାଉ କରି ଏକ ଶାଳ କାଠ ବୋଝେଇ ଅଟୋକୁ ଜବତ କରିଛି। ସୂଚନାଯୋଗ୍ୟ, ରାତିରେ କାଠ ଚୋରା ଚାଲାଣ ହେଉଥିବା ନେଇ ଡିଏଫଓଙ୍କ ପାଖରେ ଅଭିଯୋଗ…
ରାଜପାକ୍ସେ ଭାରତରେ ଶରଣ ନେଇଥିବା ଗୁଜବକୁ ଖଣ୍ଡନ କଲା ଉଚ୍ଚାୟୁକ୍ତ
କଲମ୍ବୋ,୧୧।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଜାରି ରହିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରହିଥିବା ବେଳେ ମହିନ୍ଦା ରାଜପାକ୍ସେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଏବଂ ତାଙ୍କ ପରିବାର ଭାରତରେ…
ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରମୁଖ ଦଳର ୩ ପ୍ରାର୍ଥୀ
ଝାରସୁଗୁଡ଼ା ଅଫିସ,୧୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବୁଧବାର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପ୍ରଥମେ ସମର୍ଥକଙ୍କ…
ଦେବୀଘାଟରେ ବରଯାତ୍ରୀ ବସ୍-ଟ୍ରେଲର ମୁହାଁମୁହିଁ : ୨ ମୃତ, ୫ରୁ ଊର୍ଦ୍ଧ୍ୱ ଗୁରୁତର
କୋରାପୁଟ,୧୧।୫(ସ୍ବ.ପ୍ର.): କୋରାପୁଟ ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ଦେବୀଘାଟ ନିକଟରେ ବୁଧବାର ସକାଳେ ଏକ ଘରୋଇ ବସ୍ ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛିି। ଏଥିରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୫ରୁ ଊର୍ଦ୍ଧ୍ୱ ଗୁରୁତର ଆହତ…
ଓଡ଼ିଶାକୁ ବିଶେଷ କ୍ଷତି ନାହିଁ: ଆଇଏମ୍ଡି
ଭୁବନେଶ୍ୱର,୧୧।୫(ବ୍ୟୁରୋ): ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ହେଲେ ଏହାର ପ୍ରଭାବରେ ଓଡ଼ିଶାରେ ବିଶେଷ କ୍ଷତି ଘଟିବନି ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏପଟେ ଆଜି ମଧ୍ୟାହ୍ନରୁ ସନ୍ଧ୍ୟା…
Archives


