ଗୋଆ ହୋଟେଲରେ ଝୁମିଲେ ବିଦ୍ରୋହୀ ବିଧାୟକ
ପଣଜୀ,୩୦।୬: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନାମ ଘୋଷଣା ହେବା ପରେ ଗୋଆ ହୋଟେଲରେ ରହିଥିବା ସିନ୍ଧେ ଗୋଷ୍ଠୀର ବିଧାୟକମାନେ ଖୁସି ବ୍ୟକ୍ତ କରିବା ସହିତ ଉତ୍ସବ ପାଳନ କରିଛନ୍ତି। ବିଧାୟକଙ୍କ ଏକ ଭିଡିଓ ଏବେ ସାମ୍ନାକୁ…
ହେଲମେଟରେ କ୍ୟାମେରା ଲଗାଇବେ ଇଂଲଣ୍ଡ ଖେଳାଳି
ବର୍ମିଂହାମ,୩୦।୬: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଶର୍ଟ ଲେଗ୍ ଫିଲ୍ଡରଙ୍କ ହେଲମେଟରେ କ୍ୟାମେରା ଲଗାଇବାକୁ ଅନୁମତି ଦେଇଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ମ ଟେଷ୍ଟର ଏହା କାର୍ଯ୍ୟକାରୀ…
ଜୁଲାଇ ୧୮ରୁ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୩୦।୬: ସଂସଦର ମୌସୁମୀ ଅଧିବେଶନ ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି କୁହାଯାଉଛି। ଏହା ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସୂଚନା ଅନୁଯାୟୀ, ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ…
ଇଂଲଣ୍ଡ ଟି୨୦, ଦିନିକିଆ ଦଳର ଅଧିନାୟକ ବଟଲର
ଲଣ୍ଡନ,୩୦।୬: ଉଇକେଟକିପର ତଥା ବିସ୍ଫୋରକ ଓପନର ଜୋଶ ବଟଲରଙ୍କୁ ଇଂଲଣ୍ଡ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଇଂଲଣ୍ଡର ପୂର୍ବତନ ସୀମିତ…
ଅଭିଯୁକ୍ତଙ୍କୁ ଦିଲ୍ଲୀ ଆଣିବ ଏନ୍ଆଇଏ
ନୂଆଦିଲ୍ଲୀ, ୩୦ା୬: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଅଭିଯୁକ୍ତ ରିଆଜ୍ ଅଖତାରୀ ଏବଂ ଗୋସ୍ ମହମ୍ମଦଙ୍କୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଦିଲ୍ଲୀ ଆଣିବ। ସେଠାରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ ଆଶଙ୍କା ଥିବାରୁ ଉଭୟଙ୍କୁ…
ସିନ୍ଧେ-ଫଡନବିସ୍ଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୩୦।୬: ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ରାଜନୈତିକ ସଙ୍କଟ ପରେ ମହାରାଷ୍ଟ୍ରକୁ ଗୁରୁବାର ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଏକ ନୂତନ ସରକାର ମିଳିଛି। ରାଜଭବନରେ ରାଜ୍ୟପାଳ ଭାଗବତ ସିଂ କୋଶିୟାରୀଙ୍କ ଦ୍ୱାରା ସିନ୍ଧେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ…
ଶୁକ୍ରବାରଠୁ ନିୟମ କଡାକଡି, ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୩୦।୬(ବ୍ୟୁରୋ): ଜୁଲାଇ ୧ ଅର୍ଥାତ୍ ଶୁକ୍ରବାରଠୁ ଭୁବନେଶ୍ବରରେ ଜୁଲାଇ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଇଛି ବିଏମ୍ସି। ପ୍ଲାଷ୍ଟିକ୍ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୨୧ରେ ସଂଶୋଧନ ହୋଇଛି । ଏହି ସଂଶୋଧିତ ଆଇନ ଅନୁଯାୟୀ ଆସନ୍ତାକାଲିଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ।…
‘ଦଳର ଆଦେଶ ସର୍ବୋପରି’
ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଦେବେନ୍ଦ୍ର ଫଡନବିସ୍ ଟୁଇଟ କରିଛନ୍ତି। ଟୁଇଟ କରି ସେ ଲେଖିଛନ୍ତି, ଜଣେ ପ୍ରାମାଣିକ କର୍ମକର୍ତ୍ତା ଭାବେ ମୁଁ ଦଳର ଆଦେଶ ପାଳନ କରୁଛି। ଦଳର ଆଦେଶ ଯାହା ମୋତେ ଆଜି ସର୍ବୋଚ୍ଚ…
ପୂର୍ବତନ ରେଞ୍ଜର, ସ୍ତ୍ରୀଙ୍କୁ ୩ ବର୍ଷ ଜେଲ
ଫୁଲବାଣୀ ଅଫିସ, ୩୦।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସନ୍ତୋଷ କୁମାର ଜେନା ଜଣେ ପୂର୍ବତନ ରେଞ୍ଜର ଏବଂ ସ୍ତ୍ରୀଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଉଭୟଙ୍କୁ…
ଅଟୋ ଚାଳକରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ସହଜ ନ ଥିଲା ଯାତ୍ରା
ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଅନ୍ତ ଘଟିଛି। ଭାଜପା ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସନ୍ଧ୍ୟା ସାଢ଼େ ୭ଟା ୪୦ରେ ଏକନାଥ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଶିବସେନା ଇତିହାସରେ…
ସିନ୍ଧେଙ୍କୁ ଶୁଭେଚ୍ଛା ଜଣାଇଲେ ଶରଦ
ନୂଆଦିଲ୍ଲୀ,୩୦।୬: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ପରିପେକ୍ଷୀରେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଟୁଇଟ୍ କରି ସିନ୍ଧେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି କହିଛନ୍ତି,‘ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର…
ବିଦ୍ୟୁତ୍ତାର ସଂସ୍ପର୍ଶରେ ଆସିଲେ ୨ ଭାଇ, ଜଣେ ମୃତ
ଦେବଗଡ଼,୩୦।୬ (ଡି.ଏନ୍.ଏ): ବିଦ୍ୟୁତ୍ତାର ସଂସ୍ପର୍ଶରେ ଆସି ଜଣେ ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଂଟି ଗ୍ରାମରେ। ମୃତକ ଜଣଙ୍କ ହେଲେ ସାଇ ନାୟକ(୫)। ସେହିପରି ଅନ୍ୟ ଜଣେ ଶିଶୁ ସାଇ…
Archives


