Home Left

ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ରିଲିଜ୍‌

ବରୁଣ ଧାୱନ, କିଆରା ଆଡଭାନୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଏକ ପାରିବାରିକ ଡ୍ରାମା ଉପରେ ପର୍ଯ୍ୟବେସିତ ହୋଇଛି। ଦୁଇ ମିନିଟ ୫୬ ସେକେଣ୍ଡର ଏହି ଟ୍ରେଲରରେ ଗୋଟିଏ ପରିବାରର କାହାଣୀ…

‘ରାହୁଲ ବାବା ଇଟାଲୀ ଚଷମା କାଢ଼, ଜାଣିପାରିବ ୮ ବର୍ଷରେ କ’ଣ ହୋଇଛି’

ଇଟାନଗର,୨୨।୫: ଅରୁଣାଚଳ ପ୍ରଦେଶ ଗସ୍ତରେ ଆସିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ କାର୍ଯ୍ୟକ୍ରମରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟରେ ଶାହା କହିଛନ୍ତି, ରାହୁଲ ବାବା, ଆଖି ଖୋଲନ୍ତୁ .. ଇଟାଲୀର ଚଷମା କାଢି ଭାରତୀୟ ଚଷମା ପିନ୍ଧନ୍ତୁ, ତେବେ…

ସଲମାନଙ୍କ ଏହି ନାୟିକାଙ୍କୁ ଏବେ ଖୋଜୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌୍‌ଙ୍କ ସହ ଫିଲ୍ମ ‘ସନମ ବଓ୍ବେଫା’ରେ ନାୟିକା ଭାବେ କାମ କରିଥିବା ଚାନ୍ଦିନୀ ତଥା ନବୋଦିତା ଶର୍ମା ସେତେବେଳେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ଦର୍ଶକେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା…

କୁତବ ମିନାର ଖନନ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୫: କୁତବ ମିନାର କମ୍ପ୍ଲେକ୍ସରେ ଖନନ କରିବାକୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସ୍‌ଆଇ)କୁ ଆଦେଶ ଦିଆଯାଇ ନ ଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କେ ରେଡ୍ଡୀ କହିଛନ୍ତି। ସେ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରି ସେପରି କୌଣସି ନିଷ୍ପତ୍ତି ନିଆଯାଇ…

ମାଇକ୍ରୋସଫ୍ଟ ନୁହେଁ, ଏହି ବ୍ରାଣ୍ଡ୍‌ର ଫୋନ୍‌ ବ୍ୟବହାର କରନ୍ତି ବିଲ୍‌ ଗେଟ୍ସ

ଆଜିକାଲି ଯୁଗରେ ସମସ୍ତେ ୍‌ମହଙ୍ଗା ସ୍ମାର୍ଟଫୋନ କିଣିବାକୁ ଚାହାଁନ୍ତି, କିନ୍ତୁ ଆପଣ ଜାଣନ୍ତି କି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ବିଲ ଗେଟ୍ସ କେଉଁ ଫୋନ ବ୍ୟବହାର କରନ୍ତି। ସେ ମାଇକ୍ରୋସଫ୍ଟ କି ଆଇଫୋନ ନୁହେଁ, ସେ…

ଏଠାରେ ରହିବାକୁ ଗୋଟିଏ ରାତି ପାଇଁ ଦେବାକୁ ପଡ଼େ…

ଆଜିକାଲି ଲୋକମାନେ ବ୍ୟସ୍ତବହୁଳ ଜୀବନରୁ ଟିକେ ନିସ୍ତାର ପାଇବା ପାଇଁ ବାହାରକୁ ଛୁଟି ମନାଇବା ପାଇଁ ଯାଉଛନ୍ତି। ରାତ୍ରି ରହଣି ପାଇଁ ହୋଟେଲ ଭଡ଼ା ନେଇଥାନ୍ତି। ମାତ୍ର ଏବେ ଲୋକଙ୍କ ରୁଚି ଟିକେ ବଦଳିଲାଣି। ପ୍ରାକୃତିକ ପରିବେଶ ମଧ୍ୟରେ ରହିବାକୁ ପସନ୍ଦ…

ମୁମ୍ବାଇ ଫେରିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାରତ ଫେରିଛନ୍ତି। ଶନିବାର ରାତିରେ ସ୍ବାମୀ ଅଭିଷେକ, ଝିଅ ଆରାଧ୍ୟାଙ୍କ ସହ ଐଶ୍ୱର୍ଯ୍ୟାଙ୍କୁ ଏକାଠି ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଐଶ୍ୱର୍ଯ୍ୟା ଏକ କଳା ରଙ୍ଗର ଟି-ଶର୍ଟ…

ବିମାନବନ୍ଦର କନ୍‌ଭେୟର ବେଲ୍ଟରେ ଅଜବ ଜିନିଷ ଦେଖି ଯାତ୍ରୀ ଆଶ୍ଚର୍ଯ୍ୟ, ସତ ଜଣାପଡ଼ିବା ପରେ…

ଯଦି କେବେ ବିମାନବନ୍ଦର ଯାଇଥିବେ, ତେବେ ନିଶ୍ଚିତ ଭାବରେ କନ୍‌ଭେୟର ବେଲ୍ଟ ଦେଖିଥିବେ। ବିମାନ ବନ୍ଦର ଭିତରେ, ଏହି ବେଲ୍ଟ ସାହାଯ୍ୟରେ ଯାତ୍ରୀମାନେ ସେମାନଙ୍କର ଲଗେଜ ନେଇଥାନ୍ତି। ବିମାନ ଅବତରଣ କରିବା ପରେ ଲଗେଜଗୁଡ଼ିକ ବେଲ୍ଟରେ ରଖାଯାଏ ଏବଂ ଏହା ଧୀରେ…

ଖର୍ଚ୍ଚ କମାଉଥିବା ମନିପର୍ସ

ପାଖରେ ପଇସା ଥିଲେ କିଛି ଲୋକ ଅନାବଶ୍ୟକ ଖର୍ଚ୍ଚ କରିବସନ୍ତି। ଯଦ୍ଦ୍ବାରା ପରବର୍ତ୍ତୀ ସମୟରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଖାସ୍‌ ଏହି କାରଣ ପାଇଁ ଏକ ଜାପାନୀ କମ୍ପାନୀ ଏମିତି ଏକ ମନିପର୍ସ ତିଆରି କରିଛି, ଯାହା…

ବହିର ଗାଁ: ଯୁଆଡ଼େ ଚାହିଁବେ ସେଠି କେବଳ ବହି

ମହାରାଷ୍ଟ୍ରର ସତାରା ଜିଲାରେ ରହିଛି ଭିଲାର ନାମକ ଏକ ଗାଁ। ଏହି ଗାଁ ବହିର ଗାଁ ଭାବେ ଏବେ ବେଶ୍‌ ଲୋକପ୍ରିୟ। କାରଣ ଏଠାରେ ଯୁଆଡ଼େ ଚାହିଁବେ ସେଠି ଆପଣଙ୍କୁ କେବଳ ବହି ହିଁ ବହି ଦେଖାଯିବ। ଅର୍ଥାତ୍‌ ସ୍ଥାନୀୟ ଅଞ୍ଚଳର…

ପ୍ରେରଣା ଦିଏ ଜନଜାତିଙ୍କ ଜୀବନଶୈଳୀ: ଦେବାଶିଷ ପାତ୍ର

ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଗଳ୍ପ, ପ୍ରବନ୍ଧ, ସଂସ୍କୃତିକୁ ନେଇ ତାଙ୍କର ଦୁନିଆ ଓ ସ୍ବପ୍ନ। ଓଡ଼ିଆ ଜନଜାତି ସାହିତ୍ୟ କ୍ଷେତ୍ରରେ ତାଙ୍କ ରଚନାର ଭିନ୍ନ ପରିଚୟ ମିଳେ। ଦୀର୍ଘ ୨ଦଶନ୍ଧି ଧରି ଆଦିବାସୀମାନଙ୍କ ଜନଜୀବନ, ଲୋକଭାଷା, ଲୋକସଂସ୍କୃତି, ଲୋକସାହିତ୍ୟର ବିଚାର ସମ୍ପର୍କରେ…

ଲାଞ୍ଚ ନେଇ ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ପାଟଣାଗଡ଼,୨୨ା୫(ଡି.ଏନ୍‌.ଏ.): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନର ଜଙ୍ଗଲ ବିଭାଗ ଫରେଷ୍ଟର ଭାଗବତ ଦାସ ଓ ଫରେଷ୍ଟ ଗାର୍ଡ ଗୋପାଳ ଗଡ଼ତ୍ୟାକୁ ବଲାଙ୍ଗୀର ଡିଏଫ୍‌ଓ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ଲରମ୍ଭା ଫରେଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri