Home Left

ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ରେ ୧୦୦ ଛାତ୍ରୀଛାତ୍ର ଅସୁସ୍ଥ: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଦନ୍ତ ଆରମ୍ଭ

କିଶନଗିରି,୧୫।୧୦: ତାମିଲନାଡୁର ହୋସୁର ଜିଲାରେ ଗ୍ୟାସ୍‌ ଲିକ୍‌ ଯୋଗୁ ଏକ କର୍ପୋରେଶନ ମିଡିଲ୍‌ ସ୍କୁଲ୍‌ର ପ୍ରାୟ ୧୦୦ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ସ୍କୁଲ୍‌ ପରିସରରେ ଥିବା ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ ହେବାରୁ ପିଲାମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା।…

ବ୍ରାଜିଲ-ଆମେରିକା କଡ଼ା ଟକ୍କର

ଭୁବନେଶ୍ୱର,୧୫।୧୦ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ମ୍ୟାଚରେ ବ୍ରାଜିଲ ଓ ଆମେରିକା ମଧ୍ୟରେ ହୋଇଥିଲା କଡ଼ା ଟକ୍କର। ମାତ୍ର ଦୁଇ ସମକକ୍ଷ଼ ଦଳର ମ୍ୟାଚ୍‌ରୁୁ କୌଣସି ଫଳାଫଳ ବାହାରି ପାରିଲା…

କ୍ୱାର୍ଟର ଫାଇନାଲରେ ଜର୍ମାନୀ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଟାଇଟଲ ଫେଭରାଇଟ ଜର୍ମାନୀ। ଗୋଆର ମାର୍ଗାଓରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୬-୦ ଗୋଲରେ ଚିଲିକୁ ହରାଇ…

ପରାଜୟ ସହ ଭାରତର ଆଶା ଶେଷ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚାପ ସ୍ଥିିତିକୁ ହାତେଇ ପାରିଲାନି ଭାରତ। ପ୍ରଥମାର୍ଦ୍ଧରେ ଉତ୍ସାହୀ ପ୍ରଦର୍ଶନ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଏକାଧିକ ତ୍ରୁଟି କରି ୩ଟି ଗୋଲ ବରଣ କଲା। ଫଳରେ ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଗ୍ରୁପ୍‌…

ବ୍ୟକ୍ତିଗତ ଯୋଗାଯୋଗ କରିବାକୁ ଡାକପାଳଙ୍କୁ ପରାମର୍ଶ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ):ଓଡ଼ିଶା ଡାକ ପରିମଣ୍ଡଳ ଡାକଜୀବନ ବୀମା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରସ୍ଥିତ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଉପମଣ୍ଡଳ ପ୍ରବନ୍ଧକ ସର୍ବେଶ୍ୱର ମିଶ୍ର ଉଦ୍‌ଘାଟନ କରି ଡାକ ଜୀବନ ବୀମା ଓ ଗ୍ରାମୀଣ ଡାକ ଜୀବନ…

ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ପରେ ଭାଗ୍ୟ ବଦଳାଇଲା ଲଟେରି

ଥିରୁଭାନନ୍ତପୁରମ, ୧୫।୧୦: ଭାଗ୍ୟ ବଦଳିବା ପାଇଁ ବେଶି ସମୟ ଲାଗେ ନାହିଁ। କିନ୍ତୁ ଏଥିଲାଗି ଧୈର୍ଯ୍ୟର ଆବଶ୍ୟକତା ରହିଥାଏ। ଭାଗ୍ୟର ବିପର୍ଯ୍ୟୟ ବେଳେ ଲୋକଙ୍କୁ ଦୁଃଖର ସାମ୍ନା କରିବାକୁ ପଡ଼ିଥିବାବେଳେ ଭାଗ୍ୟ ଉଦୟ ହେଲେ ମିଳେ ଖୁସି। ଗୋଟିଏ ଦିନରେ ବଦଳିଯାଇଛି…

ଓଡ଼ିଶାର ଆମ୍ବଚାଷୀଙ୍କ ଆୟ ଦ୍ୱିଗୁଣିତ କରାଇବ କୋକା-କୋଲା

ଭୁବନେଶ୍ୱର,୧୫।୧୦:କୋକା-କୋଲା ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶାରେ କୃଷିଭିତ୍ତିକ ପ୍ରକଳ୍ପ ‘ଉନ୍ନତି ଅମ୍ରିତ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଫାଉଣ୍ଡେଶନର ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ ଉନ୍ନତି ପ୍ରକଳ୍ପ, ଯାହାକି ଫଳ ସର୍କୁଲାର ଇକୋନୋମି ପଦକ୍ଷେପର ଏକ ପ୍ରମୁଖ ଅଂଶ। ଫାଉଣ୍ଡେଶନ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି…

ହିନ୍ଦୀ ସହ ଆଞ୍ଚଳିକ ଭାଷାର ବ୍ୟବହାରକୁ ଗୁରୁତ୍ୱ

ଭୁବନେଶ୍ୱର,୧୫।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ର ପ୍ରଧାନ କାର୍ଯ୍ୟାଳୟ ପରିସରରେ ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବୈଠକ ଏବଂ ରାଜଭାଷା ପଖୱାଡା-୨୦୨୨ର ପୁରସ୍କାର ବିତରଣ ସମାରୋହ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏସ୍‌ବିଆଇର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରୈମାସିକ…

କୋଟକା ନିଓ ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୫।୧୦: କୋଟକା ସିକ୍ୟୁରିଟିଜ ଲିମିଟେଡ୍‌ ପକ୍ଷରୁ ଟ୍ରେଡିଂ ପ୍ଲାଟ୍‌ଫର୍ମ ପରିବ୍ୟବସ୍ଥା କୋଟକ ନିଓ ଆପ୍‌ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଯାହା ନିବେଶକଙ୍କ ପାଇଁ ବ୍ୟବହାରକାରୀ ଅନୁଭୂତିକୁ ତ୍ୱରାନ୍ବିତ କରିବା ସହିତ ଉଚ୍ଚତର ସ୍ତରକୁ ନେଇଯିବା ସକାଶେ ନିର୍ମାଣ କରାଯାଇଛି। କୋଟକ…

ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ର ୧୨୫ତମ ପୂର୍ତ୍ତି ଉତ୍ସବ

ନୂଆଦିଲ୍ଲୀ,୧୫।୧୦: ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା ସହ ଚଳିତ ଉତ୍ସବ ଋତୁ ଏବଂ ୧୨୫ତମ ପୂର୍ତ୍ତି ଉତ୍ସବକୁ ପାଳନ କରାଯାଉଛି। ଏଥିରେ ଗ୍ରାହକମାନେ ଦୈନିକ ଏକ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାର ଜିତିପାରିବେ। ସେହିଭଳି ଏହାର…

ଷ୍ଟାର ପ୍ରଚାରକରୁ ବାଦ୍‌ ପଡିଲେ ବିଧାୟକ ମୋକିମ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ରହିଛି। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ବିଜେଡି ଓ ଭାଜପା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା…

‘ଖୁସିର ପର୍ବ’ ବିଜେତାଙ୍କୁ ସମ୍ବର୍ଦ୍ଧନା ଦେଲା ଟ୍ରେଣ୍ଡ୍‌ସ

ଭୁବନେଶ୍ୱର,୧୫।୧୦: ରିଲାଏନ୍ସ ରିଟେଲର ପ୍ରମୁଖ ୟୁନିଟ୍‌ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ ‘ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଏପରିକି ଟ୍ରେଣ୍ଡ୍‌ସ ଖୁସିର ପର୍ବ ମାଇଁ ପୂଜା ମାଇଁ ଲୁକ୍‌ସ ପ୍ରତିଯୋଗିତାରେ କଟକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?