Home Left

ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା: ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୧୮।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା ଗ୍ରାମରେ ବିରାଟ…

ଓମିକ୍ରନ୍‌ର ନୂଆ ସବ୍‌-ଭାରିଆଣ୍ଟକୁ ନେଇ ଆଲର୍ଟ ମୋଡରେ ସରକାର: ବୈଠକ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୧୦: ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟ ବିଏଫ୍‌-୭ ଭାରତରେ ଚିହ୍ନଟ ହେବା ପରେ କରୋନା ମାମଲା ପୁଣିଥରେ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଇତିମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ…

ଜାଣନ୍ତି ମା’ ଲକ୍ଷ୍ମୀଙ୍କ ଭାଇ କିଏ? ଯାହାଙ୍କ ବିନା ସମସ୍ତ ପୂଜା ରହିଥାଏ ଅଧା…

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। କୁହାଯାଏ ଦୀପାବଳି ଦିନ ରାତିରେ ସମସ୍ତଙ୍କ ଘରେ ଲକ୍ଷ୍ମୀ ବାସ କରିବା ସହ ଅନ୍ନ-ଧନରେ ଭଣ୍ଡାର ଭରି ଦିଅନ୍ତି। ତେବେ କ’ଣ ଆପଣ ଜାଣନ୍ତି ଲକ୍ଷ୍ମୀଙ୍କ ଭାଇ କିଏ, ଯାହାଙ୍କ ବିନା ମନ୍ଦିର ସହ…

ଯେଉଁ ବସ୍‌ରେ ଆସିଲେ ସେଇ ମାଡ଼ିଗଲା

ପାପଡାହାଣ୍ଡି,୧୮।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଜଟାବାଲ ସଦର ମହାକୁମାରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ବସ୍‌ ଚକତଳେ ଚାପିହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୌଶଲ୍ୟା ହରିଜନ। ସୂଚନାଯୋଗ୍ୟ, କୌଶଲ୍ୟା ମାଲକାନଗିରି ଜିଲା ଏମ୍‌ଭି ୭୯ରୁ…

ଦୀପାବଳି-ଛଟ୍‌ରେ ଚାଲିବ ସ୍ବତନ୍ତ୍ର ୩୨ ଟ୍ରେନ୍‌

ନୂଆଦିଲ୍ଲୀ, ୧୮।୧୦: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଭାରତୀୟ ରେଲଓ୍ବେ ମଙ୍ଗଳବାର ୩୨ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛି। ତେବେ…

ଅଧ୍ୟକ୍ଷ ପଦ ଯିବା ପରେ ଗାଙ୍ଗୁଲିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର୍‌ ବିନ୍ନି ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ଘୋଷଣା ହେବା ପରେ ପ୍ରଥମ…

ବିଶ୍ୱକପ୍‌ର ପ୍ରଥମ ହାଟ୍ରିକ୍‌; ୟୁଏଇର ଏହି ସ୍ପିନରଙ୍କ ବୋଲିଂରେ ବ୍ୟାଟ୍ସମ୍ୟାନ୍‌ ଘାଇଲା…

ନୂଆଦିଲ୍ଲୀ,୧୮।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଛି ପ୍ରଥମ ହାଟ୍ରିକ୍‌। ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ୨୨ ବର୍ଷୀୟ କାର୍ତ୍ତିକ ମେୟାପ୍ପାନ ଶ୍ରୀଲଙ୍କା ବିପକ୍ଷରେ ହାଟ୍ରିକ୍‌ ନେଇ ରେକର୍ଡ କରିଛନ୍ତି। ଏହି ମ୍ୟାଚ୍‌ରେ ୟୁଏଇ ଟସ୍‌ ଜିତି ପ୍ରଥମେ…

ଡେଲିଭରୀ ପାଇଁ ହସ୍ପିଟାଲ ବୁକ୍‌ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ପପୁଲାର ଷ୍ଟାର କପଲ ଆଲିଆ ଭଟ୍ଟ ଓ ରଣବୀର କପୁର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଦୁହେଁ ନିଜର ବ୍ୟକ୍ତିଗତ ଜୀବନ ହେଉ କି ପ୍ରୋଫେସ୍‌ନାଲ ବାବଦରେ ସବୁବେଳେ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି।…

ସପ୍ତାହରେ ୟୁକ୍ରେନର ୩୦ ପ୍ରତିଶତ ପାଓ୍ବାର ଷ୍ଟେଶନକୁ କ୍ଷତିଗ୍ରସ୍ତ କରିଛି ରୁଷିଆ

କିଭ୍‌,୧୮।୧୦: ଗତ କିଛି ଦିନରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ପ୍ରଥମେ ରୁଷିଆ ପକ୍ଷରୁ ପ୍ରାୟ ୮୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ବେଳେ ନିକଟରେ ଡ୍ରୋନ ଦ୍ୱାରା ମଧ୍ୟ ୟୁକ୍ରେନ୍‌ରେ ଆକ୍ରମଣ କରାଯାଇଛି। ଇତିମଧ୍ୟରେ ଗତ ସପ୍ତାହରେ ରୁଷିଆ…

ଭାରତ-ଅଷ୍ଟ୍ରେଲିଆ ଖେଳିବେ ବିଶ୍ୱକପ୍‌ ଫାଇନାଲ…

ବ୍ରିସବେନ,୧୮।୧୦: ଆରମ୍ଭରୁ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଟି -୨୦ ବିଶ୍ୱକପ ୨୦୨୨। ଦୁଇ ଦିନରେ ଦୁଇଟି ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୋଟିଏ ପଟେ ନାମିବିଆ ଏସିଆ କପ୍‌ ଚାମ୍ପିୟନ ଶ୍ରୀଲଙ୍କାକୁ ପରାସ୍ତ କରିଥିବାବେଳେ ସ୍କଟଲ୍ୟାଣ୍ଡ ଦୁଇଥର ଟି…

ଏସିଆ କପ୍‌ ଲାଗି ପାକିସ୍ତାନ ଯିବ ନାହିଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୧୦: ୨୦୨୩ ଏସିଆ କପ୍‌ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବ ନାହିଁ ଭାରତ। ପ୍ରଥମେ ଏହା ସମ୍ଭବ ବୋଲି କୁହାଯାଉଥିବା ବେଳେ ଏବେ ବିିସିସିଆଇ ସଚିବ ଜୟ ଶାହ ଏହା ଅସମ୍ଭବ ବୋଲି ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିସିସିିଆଇର ବାର୍ଷିକ…

ଓଟିଏମ୍‌ ପୁନଃରୁଦ୍ଧାର ମାମଲା: ବକେୟା ଟଙ୍କା ନେଇ ରିପୋର୍ଟ ଦାଖଲ

କଟକ ଅଫିସ,୧୮।୧୦: ଓଟିଏମ୍‌ ପୁନଃରୁଦ୍ଧାର ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଅଫିସିଆଲ ଲିକ୍ୟୁଡେଟର ମଙ୍ଗଳବାର ରିପୋର୍ଟ ଦାଖଲ କରିଛନ୍ତି। ଓଟିଏମ୍‌ ପୁନଃରୁଦ୍ଧାର ଏବଂ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଏହି ରିପୋର୍ଟ ଦାଖଲ କରାଯାଇଛି। କର୍ମଚାରୀଙ୍କ ବକେୟା ପ୍ରାପ୍ୟ ବାବଦରେ ରାଜ୍ୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?