Home Left

ପୂଜାର୍ଚ୍ଚନା ପରେ ରୋଡ୍‌ ଶୋ’ ଆରମ୍ଭ କଲେ ଅଳକା

ଝାରସୁଗୁଡ଼ା ଅଫିସ,୨୬ା୫: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବେଲପାହାଡ ପୌରାଞ୍ଚଳକୁ ଅଧିକ ଗୁରୁତ୍ୱ ଦେଇଛି। ଗୁରୁବାର ଦଳୀୟ ପ୍ରାର୍ଥିନୀ ଅଳକା ମହାନ୍ତି ଶନି ମନ୍ଦିରରେ ପୂଜାର୍ଚ୍ଚନା କରି ରୋଡ୍‌ ଶୋରେ ବାହାରିଥିଲେ। ଏହା ପୌରାଞ୍ଚଳର ୧ନମ୍ବର ଓ ୨ନମ୍ବର ଓ୍ବାର୍ଡଦେଇ ଗୁମାଡେରା ଜଗନ୍ନାଥ…

୮ ସହର ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ସମଗ୍ର ରାଜ୍ୟରେ ଅସହ୍ୟ ଗରମ ହେବା ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆଗକୁ ମଧ୍ୟ ଗୁଳୁଗୁଳି ସହ ଆହୁରି ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଗାମୀ…

୧୧୩ ବର୍ଷରେ ବି ନେଇନାହାନ୍ତି ଔଷଧ

କାରାକାସ,୨୬।୫: ଭେନେଜୁଏଲାର ଜୁଆନ ଭିସେଣ୍ଟ ପେରେଜ ମୋରାଙ୍କୁ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି। ଶୁକ୍ରବାର ୧୧୩ ବର୍ଷରେ ପଦାର୍ପଣ କରୁଥିବା ମୋରାଙ୍କୁ ଗତ ସପ୍ତାହରେ ଗିନିଜ୍‌୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ମିଳିଛି। ଏବେ ବି ତାଙ୍କ ସ୍ବାସ୍ଥ୍ୟା…

ଦୀର୍ଘ ଦିନ ଯାଏ କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ଟିକା

ଓ୍ବାଶିଂଟନ୍‌, ୨୬ା୫: ଟିକା ଦୀର୍ଘ ଦିନ ଧରି କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ନେଚର ମେଡିସିନ୍‌ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟିକା ନେଇ ସାରିଥିବା ବ୍ୟକ୍ତି ମଧ୍ୟ ଏହି ଭୂତାଣୁ…

ଜେଲ୍‌ରେ ସିଦ୍ଧୁଙ୍କୁ ମିଳୁଛି ଜୁସ୍‌, ଆଲ୍‌ମଣ୍ଡ

ନୂଆଦିଲ୍ଲୀ,୨୬।୫: ପଟିଆଲା ସେଣ୍ଟ୍ରାଲ ଜେଲ୍‌ରେ ଥିବା କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ କିରାଣୀ କାର୍ଯ୍ୟ କରିବେ। ଡାକ୍ତରଙ୍କ ଅନୁମୋଦନକ୍ରମେ ତାଙ୍କୁ କମ୍‌ ଫ୍ୟାଟ୍‌ ଥିବା କ୍ଷୀର, ଜୁସ୍‌, ଆଲମଣ୍ଡ ଓ ପଇଡ ପାଣି ଯୋଗାଇଦିଆଯିବ। ଗତ ୨୩ ତାରିଖରେ ପଟିଆଲାର…

ଜଙ୍ଗଲରେ ଚାଲିଥିଲା ଚୋରାଚାଲାଣ ପ୍ରସ୍ତୁତି, ପହଞ୍ଚିଗଲା ପୋଲିସ

ମାଲକାନଗିରି,୨୬।୫(ଡି.ଏନ.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ପୋଲିସ ପାଟ୍ରୋଲିଂ ସମୟରେ ଜଙ୍ଗଲରୁ ୧୧୨ କେଜି ଗଞ୍ଜେଇ ଏବଂ ୨ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ହେଲେ ଜାମ୍ବାରିଗୁଡ଼ା ଗ୍ରାମର ଝମାରି ଖିଲ(୬୪)। ସୂଚନା…

ରାତିରେ ଯାଇଥିଲେ ଯାତ୍ରା ଦେଖିବାକୁ, ସକାଳୁ ମିଳିଲା ଯୁବତୀଙ୍କ ମୃତଦେହ

ଚନ୍ଦ୍ରପୁର,୨୬।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ସଦର ପଞ୍ଚାୟତ ଅଧୀନ ଚିଚିପଙ୍ଗା ନିକଟ ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାପାର୍ଶ୍ୱରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ସେ ହେଲେ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଲତେଗୁଡ଼ା ଗ୍ରାମର ମିଟିକା…

‘ହିନ୍ଦୀ ଭଳି ତାମିଲକୁ ବି ମିଳୁ ସମାନ ଅଧିକାର’

ଚେନ୍ନାଇ,୨୬।୫: ଉଚ୍ଚ ନ୍ୟାୟାଳୟରେ ତାମିଲକୁ ଏକ ସରକାରୀ ଭାଷା ଭାବେ ସ୍ବିକୃତୀ ପ୍ରଦାନ କରାଯାଉ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବି କରିଛନ୍ତି। ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ପହଞ୍ଚିଥିଲେ।…

ଆଇପିଏଲ୍‌ରେ ସ୍ବତନ୍ତ୍ର ରେକର୍ଡ କଲେ ରାହୁଲ

କୋଲକାତା,୨୬।୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଆଇପିଏଲ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ୪ ସିଜନରେ ୬୦୦ରୁ ଅଧିକ ରନ୍‌ କରିଛନ୍ତି। ଇଡେନ ଗାର୍ଡେନ୍ସରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍‌ରେ ରାହୁଲ ଏହି…

ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ମାଇଲଷ୍ଟୋନ ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ ଅନୁଯାୟୀ ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯…

ମେ’ ୩୦ ଯାଏ କାର୍ତ୍ତି ଚିଦାମ୍ବରମଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୨୬।୫: ଚାଇନା ଭିସା ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ମେ’ ୩୦ ଯାଏ ଦିଲ୍ଲୀର ରୋଜ ଏଭିନ୍ୟୁ କୋର୍ଟ ତାଙ୍କୁ ଏହି ସୁରକ୍ଷା…

କାଳବୈଶାଖୀ ଦେଇଗଲା ଦୁଃଖ

କୋକସରା,୨୬ା୫(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଥିଲା। ଝଡତୋଫାନରେ ବ୍ଲକର କାଶିବାହଲ ପଞ୍ଚାୟତ ଅଧୀନ ଧନସରା ଗ୍ରାମରେ ରହୁଥିବା ଜୟରାମ ସତନାମୀଙ୍କ ଘର ଆଜ୍‌ବେଷ୍ଟସ ଉଡିଯାଇ କ୍ଷତିଗ୍ରସ୍ତ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri