Home Left

ପୁଅକୁ ନେବା ପାଇଁ ମନା କଲେ ମା’

ପୁରୀ ଅଫିସ,୧୫ା୭: ପୁରୀ ବେଳାଭୂମିରେ ଗୁରୁବାର ନିଜ ନାବାଳକ ପୁଅକୁ ମା’ ନିର୍ଯାତନା ଦେଉଥିବା ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଚାଇଲ୍ଡ ହେଲ୍ପ ଲାଇନ୍‌ ଟିମ୍‌ ପହଞ୍ଚି ସମ୍ପୃୃକ୍ତ…

ଭାରତରେ ୨ ବିଲିୟନ ଡଲାର ନିବେଶ କରିବ ୟୁଏଇ

ନୂଆଦିଲ୍ଲୀ, ୧୪ା୭: ମିଳିତ ନିବେଶ, କାରବାର ସମେତ ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ, ଇସ୍ରାଏଲ, ଆମେରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଗୁରୁବାର ପ୍ରଥମ ଆଇ୨ୟୁ୨ ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ…

ଜମି ଦେବା ନାଁରେ ୭୮ ଲକ୍ଷ ଠକେଇ: ବିଲ୍‌ଡର ଗିରଫ

ମଙ୍ଗୁଳି,୧୫ା୭(ଡି.ଏନ୍‌.ଏ.): ଏକାଧିକ ସ୍ଥାନରେ ଜମି ଦେବାକୁ ପ୍ରତିଶ୍ରୁତି ଦେଇ ୭୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ପ୍ରଶାନ୍ତ ବେହେରା ନାମକ ଜଣେ ବିଲ୍‌ଡରଙ୍କୁ ଜଗତ୍‌ପୁର ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ତାଙ୍କ ଘର ଗଞ୍ଜାମ ଥାନା କାଇଞ୍ଚପୁର ଗ୍ରାମରେ…

ଏଥର ‘ସାବାସ୍‌ ମିଠୁ’

ଭୁବନେଶ୍ୱର,୧୫।୭(ବ୍ୟୁରୋ): ମହିଳା କ୍ରିକେଟର ମିଥାଲି ରାଜ୍‌ଙ୍କୁ ନେଇ ଏଥର ଫିଲ୍ମ ଫ୍ରାଇ ଡେ’ରେ ଆସୁଛି ହିନ୍ଦୀ ଫିଲ୍ମ ‘ସାବାସ୍‌ ମିଠୁ’। ଏହା ହେଉଛି ମିଥାଲିଙ୍କ ବାୟୋପିକ୍‌ । ମିଥାଲିଙ୍କ ସଂଘର୍ଷ ଓ ସଫଳତାକୁ ନେଇ ଦମ୍‌ଦାର ଅଭିନୟରେ ନଜର ଆସିବେ ଅଭିନେତ୍ରୀ…

ଅବହେଳିତ ଅବସ୍ଥାରେ ପ୍ରାଚୀନ ମନ୍ଦିର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ସେବତୀପୁର-ପଶ୍ଚିମପାରି ଗ୍ରାମରେ ଅବହେଳିତ ଅବସ୍ଥାରେ ଥିବା ଏକ ପ୍ରାଚୀନ ମନ୍ଦିରର ସନ୍ଧାନ ମିଳିଛି। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ୍‌ ଓ ହେରିଟେଜ ଆଣ୍ଡ କଲ୍‌ଚର କ୍ଲବ, ଆଇଆଇଟିଟିଏମ୍‌ ଅନୁଷ୍ଠାନର ଏକ ମିଳିତ ଐତିହ୍ୟ-ଅନୁସନ୍ଧାନକାରୀ…

ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନାଙ୍କ ପରଲୋକ

ଓ୍ବାଶିଂଟନ୍‌, ୧୫ା୭:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନା ଟ୍ରମ୍ପ୍‌(୭୩)ଙ୍କ ଗୁରୁବାର ଅପରାହ୍ନରେ ନ୍ୟୁୟର୍କରେ ପରଲୋକ ହୋଇଛି। ଏ ନେଇ ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌ ସୋସିଆଲରେ ପୋଷ୍ଟ କରି ଜଣାଇଛନ୍ତି। ଇଭାନାଙ୍କୁ ଟ୍ରମ୍ପ୍‌ ୧୯୭୭ରେ…

ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କ ନାମରେ କୋର୍ଟରେ ମାମଲା

ମାଲକାନଗିରି,୧୫ା୭(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଆଦିବାସୀ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ବିଧାନସଭାରେ ପ୍ରସଙ୍ଗ ଉଠି ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗୁରୁବାର ଏସ୍‌ଡିପିଓ ଦ୍ୱିବେଦୀଙ୍କ…

ଆଜିଠାରୁ ଶିକ୍ଷାନୁଷ୍ଠାନରେ ଦସ୍ତଖତ ଅଭିଯାନ

ଭୁବନେଶ୍ୱର,୧୫।୭(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ପ୍ରଦାନ ସହ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ରାଗିଂ ମୁକ୍ତ କରାଇବା ପାଇଁ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ପକ୍ଷରୁ ରାଜ୍ୟବ୍ୟାପୀ ଦସ୍ତଖତ ସଂଗ୍ରହ ଅଭିଯାନ ପାଇଁ ନିଷ୍ପତ୍ତି…

କିସ୍ତି ଟଙ୍କା ଶୁଝି ନ ପାରି ଆତ୍ମହତ୍ୟା

ଯାଜପୁର ରୋଡ୍‌,୧୫ା୭(ଡି.ଏନ.ଏ.):ଯାଜପୁର ରୋଡ୍‌ ଥାନା ଅଧୀନ ସାପଗାଡ଼ିଆ ଗାଁରେ କିସ୍ତି ଟଙ୍କା ପରିଶୋଧ କରି ନ ପାରିବାରୁ ଦୀନବନ୍ଧୁ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଗୁରୁବାର ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୀନବନ୍ଧୁ ତାଙ୍କ ସ୍ତ୍ରୀ ସାବିତ୍ରୀ ଏବଂ…

ଦୁର୍ବଳ ହେଉଛି ଟଙ୍କା

ନୂଆଦିଲ୍ଲୀ,୧୫ା୭:ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଏପରିକି ଲଗାତର ୪ର୍ଥ କାର୍ଯ୍ୟଦିବସ ଗୁରୁବାରରେ ଟଙ୍କାର ମୂଲ୍ୟ ଦୁର୍ବଳ ହୋଇ ୭୯.୮୮ ଟଙ୍କାରେ ପହଞ୍ଚତ୍ଛି। ଭାରତୀୟ ପୁଞ୍ଜି ବଜାରରୁ ବିଦେଶୀ ନିବେଶକମାନେ ଅର୍ଥ ଉଠାଇ ନେଉଥିବାରୁ…

‘ଅନିଲଙ୍କ ସହ କାମ କରିବା ବେଳେ ନର୍ଭସ ଥିଲି’

ମୁମ୍ବାଇ: ଜୁନ୍‌ ୨୪ରେ ପ୍ରେକ୍ଷାଳୟରେ ‘ଜୁଗ୍‌ ଜୁଗ୍‌ ଜିଓ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ବରୁଣ ଧାଓ୍ବନ, କିଆରା ଆଡଭାନୀ, ଅନିଲ କପୁର ଏବଂ ନୀତୁ କପୁରଙ୍କ ସହ ମନୀଷ ପାଲ ଏବଂ ପ୍ରଜକ୍ତା କୋଲି ମଧ୍ୟ ନଜର ଆସିଥିଲେ। ଫିଲ୍ମରେ…

୨ ବର୍ଷ ଜେଲରେ ସଜା କାଟିବେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହନ୍ଦି

ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହନ୍ଦି ଗିରଫ ହୋଇଛନ୍ତି। ମାନବ ଚାଲାଣ ଅଭିଯୋଗରେ ତାଙ୍କ ପଟିଆଲା କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୧୮ ବର୍ଷ ପୁରୁଣା ଏହି ମାମଲାରେ ପୂର୍ବରୁ ଦଲେରଙ୍କୁ ଦୁଇ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri