Home Left

ଭାରତୀୟଙ୍କର ନିଜ ସରକାର ଉପରେ ଭରସା ଅଧିକ: ରିପୋର୍ଟ

ନୂଆଦିଲ୍ଲୀ,୩୦ ।୫: ବର୍ତ୍ତମାନ ସମୟରେ ଯେତେବେଳେ ଅଧିକାଂଶ ଦେଶର ଜନତା ନିଜ ସରକାରକୁ ଅବିଶ୍ୱାସ କରୁଛନ୍ତି ସେତିକିବେଳେ ଭାରତୀୟଙ୍କର ନିଜ ସରକାର ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଏହି ମାମଲାରେ ଭାରତ ଆମେରିକା, ବ୍ରିଟେନ,…

୧.୦୪ ଲକ୍ଷ ଦର୍ଶକ ଫାଇନାଲ ଦେଖିଲେ

ଅହମଦାବାଦ,୨୯।୫: ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଖେଳାଯାଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ଫାଇନାଲକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରେକର୍ଡ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ। ଏକ ଲକ୍ଷ ୩୨ ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ…

ସରିଲା ନିର୍ବାଚନୀ ପ୍ରଚାର, ୩୧ରେ ମତଦାନ

ଝାରସୁଗୁଡ଼ା ଅଫିସ, ୨୯।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଉପନିର୍ବାଚନ ଲାଗି ଆସନ୍ତା ୩୧ରେ ମତଦାନ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏନେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ଷ୍ଟାର ପ୍ରଚାରକ ନେତୃବୃନ୍ଦ ରବିବାର ସନ୍ଧ୍ୟାରେ…

‘ହତ୍ୟାକାରୀଙ୍କୁ ଛଡ଼ାଯିବ ନାହିଁ’

ଚଣ୍ଡିଗଡ଼,୨୯।୫: ପଞ୍ଜାବ ସରକାର ୪୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ଦିନକ ପରେ ମନସା ଜିଲାରେ ଖ୍ୟାତନାମା ପଞ୍ଜାବୀ ଗାୟକ ସିଧୁ ମୂସଓ୍ବୋଲାଙ୍କୁ ରବିବାର କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ଗାୟକଙ୍କୁ ହତ୍ୟା ଘଟଣାରେ କଂଗ୍ରେସ…

ବିଶ୍ୱର ସର୍ବବୃହତ୍‌ ଜର୍ସି ଉନ୍ମୋଚିତ

ଅହମଦାବାଦ,୨୯।୫: ନରେନ୍ଦ୍ର ମାଦି ଷ୍ଟାଡିୟମରେ ରବିବାର ଆୟୋଜିତ ଆଇପିଏଲ ୨୦୨୨ ସଂସ୍କରଣର ଉଦ୍‌ଯାପନୀ ଉତ୍ସବରେ ସର୍ବବୃହତ୍‌ କ୍ରିକେଟ ଜର୍ସି ଉନ୍ମୋଚିତ ହୋଇଛି। ଏହାକୁ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଉନ୍ମୋଚନ କରିଥିଲେ। ଦର୍ଶକରେ ପରିପୂର୍ଣ୍ଣ ଷ୍ଟାଡିୟମରେ ଆୟୋଜିତ…

ଟାଇଟଲ୍‌ ହାତେଇବାକୁ ଗୁଜରାଟ ଆଗରେ ୧୩୧ ରନ୍‌ର ଟାର୍ଗେଟ୍‌

ଅହମଦାବାଦ,୨୯ା୫: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୨ର ଫାଇନାଲ ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ…

ମରଣ ମୁହଁରୁ ବଞ୍ଚିଲା ଗାଈ

କୋକସରା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ଗ୍ରାମର ଚାଷଜମି ନିକଟ ଏକ ପରିତ୍ୟକ୍ତ କୁଅରେ ପଡ଼ିଥିବା ଗାଈକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଗ୍ରାମର ନାରାୟଣ ବେଶ୍ରାଙ୍କ ଗାଈ ରବିବାର ପଡିଥିବା ଦେଖି ସ୍ଥାନୀୟ ଲୋକେ କୋକସରା…

କିଏ ସେହି ସିଦ୍ଧୁ ମୁସେୱାଲା?

ଅମୃତସର,୨୯।୫: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ ସିଦ୍ଧୁ ମୁସେୱାଲାଙ୍କ ଏହି ପ୍ରକାରର ହତ୍ୟା ପଞ୍ଜାବୀ ସଙ୍ଗୀତ ଶିଳ୍ପ ପାଇଁ ଏକ…

ଝଡବର୍ଷା: ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ

କୋକସରା,୨୯।୫(ଡି.ଏନ.ଏ.) ହଠାତ୍‌ କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅଞ୍ଚଳରେ ରବିବାର ଝଡବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଜୋରରେ ପବନ ବହିବା ଯୋଗୁ ପଞ୍ଚାୟତର ଖଳିଗଡ଼-ପରଜାପଡାକୁ ସଂଯୋଗ କରୁଥିବା ରାସ୍ତା କଡରେ ଥିବା…

ମୁସେୱାଲାଙ୍କ ହତ୍ୟା ପାଇଁ ଏଏପି ସରକାର ଦାୟୀ: ଭାଜପା

ଅମୃତସର,୨୯।୫: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ହତ୍ୟା କରାଯାଇଛି। ମାନସାଗ୍ରାମରେ କେତେକ ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ କରି ତାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ଘଟଣାକୁ ନେଇ ପଞ୍ଜାବର ଆମ ଆଦମୀ ପାର୍ଟି ସରକାରଙ୍କୁ ଟାର୍ଗେଟ୍‌…

ରାଜ୍ୟ ସଭା ନିର୍ବାଚନ ପାଇଁ ୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨୯।୫: ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନିର୍ମଳା ସୀତାରମଣ ଯଥାକ୍ରମେ ମହାରାଷ୍ଟ୍ର ଏବଂ କର୍ନାଟକରୁ…

‘ପଞ୍ଜାବରେ କେହି ସୁରକ୍ଷିତ ନୁହନ୍ତି’

ଚଣ୍ଡିଗଡ଼,୨୯।୫:ପଞ୍ଜାବରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡିଛି। ଅପରାଧୀମାନେ ଆଇନକୁ ଖାତିର କରୁନାହାନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି। ଏପରି କି ପଞ୍ଜାବୀ ଗାୟକ ସିଧୁ ମୂସଓ୍ବୋଲାଙ୍କୁ ହତ୍ୟା ପରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri