Advertisement

୪୧ ବର୍ଷୀୟ ମିକାଙ୍କ ୧୨ ବର୍ଷର ରିବାଙ୍କ ସହ ଅନସ୍କ୍ରିନ୍‌ ରୋମାନ୍ସ; ପ୍ରଶ୍ନ ଉଠାଉଛନ୍ତି ଲୋକେ

ବମ୍ବେ: ଗାୟକ ମିକା ସିଂ ୪୧ବର୍ଷର ହୋଇ ବି ୧୨ ବର୍ଷର ସୋସିଆଲ ମିଡିଆ ସେନ୍‌ସଶନ୍‌ ରିଭା ଅରୋରାଙ୍କୁ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ ପଡ଼ିଛି ମହଙ୍ଗା। ତାଙ୍କୁ ସବୁଆଡୁ ସମାଲୋଚନା କରାଯାଉଛି। ନିଜ ଝିଅ ବୟସର ଝିଅ ସହ ରୋମାଣ୍ଟିକ ହୋଇ ନୃତ୍ୟ କରିବା ଭୁଲ ବୋଲି ଅନେକ ତାଙ୍କୁ କହୁଛନ୍ତି। ଏହାଛଡ଼ା ରିବାଙ୍କ ମାତାପିତାଙ୍କ ଉପରେ ମଧ୍ୟ ଲୋକେ ଆଙ୍ଗୁଠି ଉଠାଉଛନ୍ତି।

ରିବାଙ୍କ ଅଭିନୟ ଦେଖିଲେ ସେ ଜଣେ ଶିଶୁ କଳାକାର। ବଲିଉଡ୍‌ ଫିଲ୍ମ ଉରି, ଗୁଞ୍ଜନ ସକ୍ସେନା ଭଳି ସୁପରହିଟ୍‌ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି। ନିଜର ଅଭିନୟକୁ ନେଇ ସେ ମନୋରଞ୍ଜନଜଗତରେ ବେଶ ଲୋକପ୍ରିୟ ହୋଇଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୮.୨ ମିଲିୟନ ଫଲୋଅର୍ସ। ସେ ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ନଜର ଆସିଛନ୍ତି। ହେଲେ କମ୍‌ ବୟସର ହୋଇ ବି ନିଜ ବୟସରୁ ବଡ଼ ଲୋକଙ୍କ ସହ ରିଲ୍ସ କରିବାକୁ ନେଇ ଟ୍ରୋଲ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟାମି ଗୌତମୀଙ୍କ ଲୁଚାଛପା ବିବାହ ଫଟୋ ଭାଇରାଲ…

ମୁମ୍ବାଇ,୫।୬: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମୀଙ୍କ ଲୁଚାଛପା ବିବାହ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

‘ହାତୀଙ୍କ ଝଗଡ଼ା ହେଲେ ଘାସ ହିଁ କଷ୍ଟ ପାଏ’

ନୂଆଦିଲ୍ଲୀ: ସୁପରଷ୍ଟାର ଗୋବିନ୍ଦା ଓ ଭଣଜା କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାରେ ବଳି ପଡ଼ିଛନ୍ତି ଅଭିନେତ୍ରୀ ଆରତି ସିଂ। ନିକଟରେ ଗୋବିନ୍ଦା ତାଙ୍କ ସହ...

ମା’ ହେବେ ବାଳିକା ବଧୂ ଫେମ୍‌ ନେହା ମର୍ଦା

ବିବାହର ୧୦ ବର୍ଷ ପରେ ‘ବାଳିକା ବଧୂ’ ଫେମ୍‌ ନେହା ମର୍ଦା ମାଆ ହେବାକୁ ଯାଉଛନ୍ତି। ଏକ ଫଟୋ ଶେୟାର କରି ଅଭିନେତ୍ରୀ ପ୍ରଶଂସକଙ୍କୁ ଏହି...

ପାଦରୁ ରକ୍ତ ବାହାରିବା ପରେ ବି ‘କୁସୁକୁସୁ’ ଗୀତ ଶୁଟିଂ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ପରିଶ୍ରମୀ ତଥା ଉଦୀୟମାନ ତାରକାମାନଙ୍କ ମଧ୍ୟରୁ ନୋରା ଫତେହି ଅନ୍ୟତମ। ପ୍ରାୟତଃ ସେ ତାଙ୍କ ନୃତ୍ୟ ଗୀତ ଏବଂ ଫ୍ୟାଶନ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି।...

ପ୍ରଥମରୁ ‘ବେଷ୍ଟ ଫିମେଲ ଡେବ୍ୟୁ’ ଆଓ୍ବାର୍ଡ ହାତେଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଜଗତରେ ଏମିତି କେତେଜଣ ହାତ ଗଣତି କଳାକାର ଦେଖିବାକୁ ମିଳନ୍ତି ଯେଉଁମାନେ ନିଜ ଲୁକ୍ସ ଅପେକ୍ଷା ନିଜ କ୍ୟାରିୟର ଉପରେ ଅଧିକ ଧ୍ୟାନ...

ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡରେ ଚମକିଲେ ବଲିଉଡ୍‌ କଳାକାର

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ସ୍ଥିତ ଫିଲ୍ମ ସିଟିରେ ରବିବାର ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡସ୍‌ ଶୋ’ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ରୁ ଆରମ୍ଭ କରି ଟେଲିଜଗତର...

ବଲିଉଡ୍‌ରେ ୧୫ ବର୍ଷ ପୂରଣ କଲେ ରଣବୀର

ମୁମ୍ବାଇ: ରଣବୀର କପୁର ସଞ୍ଜୟ ଲୀଲା ଭଁସାଲିଙ୍କ ଫିଲ୍ମ ‘ସାଓ୍ବରିଆ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସହିତ ସେ ବଲିଉଡ୍‌ରେ ଜଣେ ସୁପରଷ୍ଟାର...

ଅଭିଜିତ୍‌ ପଲ୍‌ଙ୍କ ‘ଆମ୍‌ ଆଇ’ ଶ୍ରେଷ୍ଠ

ନୂଆଦିଲ୍ଲୀ, ୨୨ା୮: ଅଭିଜିତ୍‌ ପଲ ନିର୍ଦ୍ଦେଶିତ ‘ଆମ୍‌ ଆଇ’ ଶ୍ରେଷ୍ଠ ଶର୍ଟ ଫିଲ୍ମ ଭାବେ ବିବେଚିତ ହୋଇଛି। ଦ୍ୱିତୀୟ ସ୍ଥାନରେ ଦେବୋଜୋ ସଞ୍ଜୀବ ନିର୍ଦ୍ଦେଶିତ ‘ଅବ୍‌...

Advertisement
Archives

Model This Week