ମହିଳାଙ୍କୁ କମେଣ୍ଟ ମାରି ୨ ଯୁବକ ଗିରଫ
ନବରଙ୍ଗପୁର,୩୦।୫(ବି.ପ୍ର.): କମେଣ୍ଟ ମାରିବା ଓ ଅଶ୍ଲୀଳ ଇଙ୍ଗିତ କରିବା ଘଟଣାରେ ନବରଙ୍ଗପୁର ପୋଲିସ ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଚାମୁରିଆଗୁଡା ଅଞ୍ଚଳର ଆଶିଷ କୁମାର ଷଡଙ୍ଗୀ ଓ ରୋହିତ କୁମାର ଭଞ୍ଜଦେଓ। ରବିବାର ସାଢ଼େ…
ଜୁନ ୧ରେ ଯୋଗୀ କରିବେ ରାମ ମନ୍ଦିର ଗର୍ଭ ଗୃହର ଶିଳାପୂଜା
ଲକ୍ଷ୍ନୌ,୩୦।୫: ଜାନୁଆରୀ ୨୦୨୪ରେ ଅଯୋଧ୍ୟା ରାମଲାଲାଙ୍କ ମନ୍ଦିର ପ୍ରସ୍ତୁତ ହେବ। ଏଥିପାଇଁ ଜୋରସୋରରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଏହାପୂର୍ବରୁ ରାମଲାଲାଙ୍କ ମନ୍ଦିରର ନିର୍ମିତ ଗର୍ଭ ଗୃହର ଶିଳାପୂଜା ଜୁନ ୧ରେ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…
ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧି ପିଟିଲେ
ନୀଳଗିରି ,୩୦ା୫(ସ୍ବ.ପ୍ର) : ପରକିୟା ପ୍ରୀତି ଧରାପଡ଼ିବାରୁ ବିବାହିତ ପ୍ରେମୀ ଯୁଗଳଙ୍କୁ ଲୋକେ ଗଛରେ ବାନ୍ଧି ମାଡ଼ ମାରିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସାବିତ୍ରୀ ବ୍ରତ ଦିନ ବାଲେଶ୍ୱର ଜିଲା ନୀଳଗିରି…
ବିରାଶତ୍କୁ ପୂରିଲା ୨୫ବର୍ଷ
ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାମ୍ନୀ ଅଭିନେତା। ନିଜର ଦମ୍ଦାର ଅଭିନୟ ଓ ଫିଟନେସ୍ ପାଇଁ ଜଣାଶୁଣା ଅନିଲ କପୁର ସୋମବାର ତାଙ୍କର ଏକ ସୁପରହିଟ ଫିଲ୍ମର ସିଲଭର୍ ଜୁବଲୀ ପାଳନ କରିଛନ୍ତି। ୧୯୯୭ରେ ଆଜିର…
ଆଇପିଏଲ୍ ବେଟିଂ: ୪ ଗିରଫ, ୭.୬ ଲକ୍ଷ ଜବତ
ଆସିକା,୩୦ା୫(ଡି.ଏନ୍.ଏ.)-ଆଇପିଏଲ୍ ଫାଇନାଲ ମ୍ୟାଚ ଲାଗି ରବିବାର ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଏନ୍ଏସି ସୁନାମ୍ବ ସାହିର ସାହିଲ ଗୌଡ, ଶୁଭମ୍ ଆଚାରୀ, ଶମ୍ଭୁ ପାଢୀ ଏବଂ ଗୁଣ୍ଠପଡା ଗ୍ରାମର ରତ୍ନାକର…
କ୍ୟୁରେଟର୍ସ, ଗ୍ରାଉଣ୍ଡ୍ସମ୍ୟାନ୍ଙ୍କ ପାଇଁ ୧.୨୫ କୋଟି ଘୋଷଣା କଲା ବିସିସିଆଇ
ମୁମ୍ବାଇ,୩୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ ଲାଗି ପିଚ୍ ଓ ଗ୍ରାଉଣ୍ଡ ପ୍ରସ୍ତୁତ କରିଥିବା କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନ୍ଙ୍କୁ ‘ପ୍ରଚ୍ଛଦପଟର ନାୟକ’ ଭାବେ ଅବିହିତ କରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧.୨୫ କୋଟି ଟଙ୍କାର ପୁରସ୍କାର…
ପଡ଼ିଲା ଦୁଇ ସମଲିଙ୍ଗୀ ମହିଳା କ୍ରିକେଟ୍ରଙ୍କ ହାତଗଣ୍ଠି
ଲଣ୍ଡନ,୩୦।୫: ଇଂଲଣ୍ଡ ବିଶ୍ୱକପ୍ର ବିଜେତା ମହିଳା କ୍ରିକେଟର କ୍ୟାଥେରିନ ବ୍ରଣ୍ଟ ଓ ନାଟାଲି ସ୍କିଭର ବିବାହ କରିଛନ୍ତି। ଏ ନେଇ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ସୋମବାର ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ବିବାହରେ ବହୁ ପୂର୍ବତନ ଓ ବର୍ତ୍ତମାନ ଇଂଲିଶ…
ମାରଣାସ୍ତ୍ର ଦେଖାଇ ୬୦ ହଜାର ଲୁଟ
ବାଲେଶ୍ୱର ଅଫିସ,୩୦।୫- ବାଲେଶ୍ୱର ସଦର ବ୍ଲକ ଅଧୀନ ସଲଟରୋଡ୍ ରାସ୍ତାର ଇସାଣି ନିକଟରେ ସୋମବାର ପୂର୍ବାହ୍ନରେ ଜଣେ ଯୁବକଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କେରଳ ରାଜ୍ୟର ସିମିତି ଦେବଶୀ ନାମକ ଜଣେ…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୨,୭୯,୧୯୧ ଜଣ ସୁସ୍ଥ ହୋଇସାରିଲେଣି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୋମବାର…
ଆଇପିଏଲ୍ ବେଟିଂ: ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ୫ ଅଭିଯୁକ୍ତ
ବରଗଡ଼ ଅଫିସ,୩୦।୫: ଆଇପିଏଲ୍ କ୍ରିକେଟକୁ ନେଇ ବରଗଡ଼ରେ ବେଟିଂ ଚାଲିଥିବା ଘଟଣାର ସୋମବାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବରଗଡ଼ର ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଳକାନ୍ତ ନାଗ…
୨ ବଖରା ସହ ଜଳିଗଲା ଗୁହାଳ
ବୁଗୁଡ଼ା,୩୦ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଡ଼େଙ୍ଗାବାଡ଼ି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ୨ଟି ଗୁହାଳ ପୋଡ଼ିଯାଇଛି। ଗୁହାଳରେ ଥିବା ୩ଟି ଗାଈ ଆହତ ହୋଇଛନ୍ତି। ଗ୍ରାମର ସୁଶାନ୍ତ ପ୍ରଧାନ ଓ ନାରାୟଣ ପ୍ରଧାନଙ୍କ…
ଲାଲୁଙ୍କ ଶଳାଙ୍କୁ ୩ବର୍ଷ ଜେଲ୍
ପାଟନା,୩୦।୫: ସରକାରୀ କାର୍ଯ୍ୟାଳୟରେ ପଶିି ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସ୍ଥାନୀୟ ଏମ୍ପିଏମ୍ଏଲ୍ଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୋମବାର କୋଟର୍ର୍ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କ ଶଳା ତଥା ପୂର୍ବତନ ବିଧାୟକ ସାଧୁ ଯାଦବଙ୍କୁ ୩ ବର୍ଷ…
Archives


