Advertisement

କାମରୁ ମିଳୁନି ବ୍ରେକ୍‌

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ପୂଜା ହେଗ୍‌ଡେ ଅସୁସ୍ଥ ହୋଇ ପଡ଼ିଛନ୍ତି। କିନ୍ତୁ ଏହାସେତ୍ତ୍ୱ ସେ କାମ କିନ୍ତୁ ବନ୍ଦ କରିନାହାନ୍ତି। ଶୁଟିଂ ପାଇଁ ମେକ୍‌ଅପ୍‌ ହେଉଥିବାର ଏକ ଫଟୋ ପୂଜା ନିଜ ଇନଷ୍ଟାଗ୍ରାମେର ଶେୟାର କରିଛନ୍ତି, ଯେଉଁଥିରେ ସେ ଗୋଡ଼ରେ ପଟି ଗୁଡ଼ାଇ ଥିବା ଦେଖିବାକୁ ମିଳିଛି। ପ୍ରକୃତ କଥାଟି ହେଲା ପୂଜାଙ୍କୁ ଆଙ୍କେଲ୍‌ ଲିଗାମେଣ୍ଟ ଟିଅର୍‌ ଆସିଛି। ଚାଲିକା ତାଙ୍କପକ୍ଷେ କଷ୍ଟକର ହୋଇପଡ଼ିଥିଲେ ହେଁ ତାଙ୍କୁ କାମରୁ ବିରତି ମଳିବା ବଦଳରେ ଏବେ କାମ କରିବାକୁ ପଡ଼ୁଛି। ତାଙ୍କ ଅପ୍‌କମିଂ ଫିଲ୍ମ ‘କିସି କା ଭାଇ କିଛି କି ଗାନ୍‌ ’ ଚଳଚ୍ଚିତ୍ରର ଶୁଟିଂ ଏବେ ଜାରି ରହିଛି। ଶୁଟିଂ ସମୟରେ ହିଁ ପୂଜା ଅସୁସ୍ଥ ହୋଇପଡ଼ିଥିବା ସେ ଫଟୋ ପୋଷ୍ଟ କରି କହିଛନ୍ତି। ଫିଲ୍ମରେ ସଲମାନ ଖାନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ଫିଲ୍ମରେ ଦେଖାଯିବ। ଫିଲ୍ମର ନିର୍ଦ୍ଦେଶନା ଫରାଦ ସାମ୍‌ଜି କରିଥିବାବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସଲମାନ୍‌ ଖାନ୍‌ । ଫିଲ୍ମଟଇ ଚଳିତବର୍ଷ ଡିସେମ୍ବର ୩୦ରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ପୋଷ୍ଟର, କିନ୍ନର ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ରେ କିନ୍ନର ଭୂତ ଭୂମିକାରେ ନଜର ଆସିବେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ...

ଆକ୍ସନ ଥ୍ରୀଲର ମୁଭି ‘ତେହରାନ’ରେ ନଜର ଆସିବେ ଜନ୍‌

ମୁମ୍ବାଇ: ବଲିଉଡ ଅଭିନେତା ଜନ୍ ଅବ୍ରାହମ ନିର୍ମାତା ଦିନେଶ ବିଜାନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ତେହରାନ’ରେ ଖୁବଶୀଘ୍ର ନଜର ଆସିବେ । ସୋସିଆଲ ମିଡିଆ ମାଧ୍ୟମରେ...

ବିବାହ ପରେ ନାମ ବଦଳାଇଲେ କାଜଲ; ଅଗ୍ରଓ୍ବାଲ ପରିବର୍ତ୍ତେ ରଖିଲେ କିଚଲୁ

ବମ୍ବେ: ଜୀବନରେ ଅନେକ କିଛି ପରିବର୍ତ୍ତନ କରିଦିଏ ବିବାହ। ସେଭଳି ଗୋଟିଏ ହେଉଛି ନାମ ପରିବର୍ତ୍ତନ। ମହିଳାଟିଏ ବିବାହ ପରେ ନିଜ ସରନେମ୍‌ ବଦଳାଇଥାଏ। ଯଦିଓ...

ଏ ମନ ଖୋଜୁଥାଏ ଯାହା…

କଥାରେ ଅଛି ଏମନ ଖୋଜୁ ଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ଏପରି ଏକ ଦମ୍‌ଦାର ଭୂମିକା ପାଇବା ପରେ ସେ କେମିତି...

ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ...

ଚୋରି କରି ପ୍ରସ୍ତୁତ କରାଯାଇଛି ‘ଆଦିପୁରୁଷ’ର ପୋଷ୍ଟର!

ମୁମ୍ବାଇ: ସାଉଥ୍ ଷ୍ଟାର ପ୍ରଭାସ, କ୍ରିତି ସାନନ ଓ ଶୈଫ ଅଲି ଖାଁ ଷ୍ଟାରର ଅପକମିଂ ଫିଲ୍ମ ଆଦିପୁରୁଷର ଟିଜର ରିଲିଜ ହେବା ପରେ ଫିଲ୍ମ...

ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ; ଲୁହ ଭରା ଆଖିରେ ବିଦାୟ ଦେଲେ ମା’-ଶେହନାଜ

ବମ୍ବେ: ପଞ୍ଚଭୂତରେ ବିଲୀନ ହେଲେ ବିଗ୍‌ବସ୍‌ ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ବ୍ରହ୍ମକୁମାରୀ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସିଦ୍ଧାର୍ଥଙ୍କ...

ବଲିଉଡ୍‌ରେ ରବୀନାଙ୍କ ୩୦ ବର୍ଷ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ବଲିଉଡ୍‌ରେ ୩୦ ବର୍ଷ ପୂରା କରିଛନ୍ତି। ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପଥର କେ ଫୁଲ୍‌’ରେ ସେ ପ୍ରଥମଥର କାମ...

Advertisement
Archives

Model This Week