Advertisement
Posted inଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ପ୍ରୟାଗରାଜ,୨୭।୧୦: ୟୁପିର ପ୍ରୟାଗରାଜରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋରେନ ପୋଲିସ ଷ୍ଟେଶନ ପରିସରରେ ଥିବା ଶିବଗଡରୁ ବିନ୍ଧ୍ୟାଞ୍ଚଳ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ଟାଭେରା କାର ଏକ ବିଦ୍ୟୁତ ପୋଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟାଭେରା କାରରେ ଯାତ୍ରା କରୁଥିବା ଗୋଟିଏ ପରିବାରର ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଏସଆରଏନ୍‌ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ହାଣ୍ଡିଆ ଟୋଲ ପ୍ଲାଜା ନିକଟରେ ସକାଳ ପ୍ରାୟ ୬.୪୦ ସମୟରେ ଏହି ଦୁର୍ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଷ୍ଟେଶନରେ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ବାନ୍ଧବୀ ରିଆ

ମୁମ୍ବାଇ,୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଏବେବି ଯେମିତି ଅସମାହିତ ପ୍ରଶ୍ନ ହୋଇରହିଛି। ଡିପ୍ରେଶନ ଯୋଗୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି...

ଟ୍ରେନ୍‌ରେ ବିନା ମାସ୍କରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦାୟ ହେଲାଣି ୫୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସେଣ୍ଟ୍ରାଲ ରେଲୱେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ୍ ଓ ପ୍ଲାଟଫର୍ମରେ ଯେଉଁମାନେ ମାସ୍କ ପିନ୍ଧି...

ୟୁନିଫର୍ମ ସିଭିଲ କୋଡ୍‌ ନେଇ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ…

ନୂଆଦିଲ୍ଲୀ,୧୮।୧୦ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ କେନ୍ଦ୍ର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି। ଏଥିରେ କୁହାଯାଇଛି ଯେ ବିଭିନ୍ନ ଧର୍ମ ଏବଂ...

ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ,୨୮।୧୦: ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି ଯେ, ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ...

ପଳାତକ ଚୋକ୍‌ସି ଆଣ୍ଟିଗୁଆରୁ ଫେରାର୍‌…

ନୂଆଦିଲ୍ଲୀ,୨୫।୫: କୋଟି କୋଟି ଟଙ୍କାର ବ୍ୟାଙ୍କ ଅର୍ଥ ହେର୍‌ଫେର୍‌ କରିଥିବା ପଳାତକ ଘୋଷିତ ହୋଇଥିବା ମେହୁଲ ଚୋକ୍‌ସି ଆଣ୍ଟିଗୁଆରୁ କୌଣସି ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି। ସେ...

ମାତୋଶ୍ରୀରେ ହନୁମାନ ଚାଳିସା ପାଠ,ନବନୀତ-ରବି ଗିରଫ…

ମୁମ୍ବାଇ, ୨୩।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ହନୁମାନ ଚାଳିସା ପାଠକୁ ନେଇ ବିବାଦ ଥମିବାର ନା ଧରୁନି। ଶିବସେନା କର୍ମକର୍ତ୍ତାଙ୍କ...

ଆଣ୍ଟିଲିୟା ମାମଲା: ପୋଲିସ ଅଧିକାରୀ ସଚ୍ଚିନ ୱାଜେଙ୍କ ଗିରଫକୁ ନେଉ ରାଜନୀତି ସରଗରମ

ମୁମ୍ବାଇ,୧୪ ।୩: ଆଣ୍ଟିଲିୟା ମାମଲାରେ ବେଳକୁ ବେଳ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଦ୍ୱାରା ପୋଲିସ ଅଧିକାରୀ ସଚ୍ଚିନ...

ଟୁଇଟରର ସର୍ଚ୍ଚ ସବସ୍କ୍ରାଇବ୍‌ ଫିଚର ଟେଷ୍ଟିଂ, ସର୍ଚ୍ଚ ଟର୍ମ ପାଇଁ ଆସିବ ନୋଟିଫିକେଶନ…

ନୂଆଦିଲ୍ଲୀ, ୪।୬ : ଟୁଇଟର ଏହାର ଉପଭୋକ୍ତାମାନଙ୍କ ପାଇଁ ସର୍ଚ୍ଚ ସବସ୍କ୍ରାଇବ ନାମକ ଏକ ନୂତନ ଫିଚର ଉପରେ କାମ କରୁଛି । ଏହି ବୈଶିଷ୍ଟ୍ୟ...

Advertisement
Archives

Model This Week