Home Left

ଦ୍ୱିତୀୟ ଦିନରେ ପୌର କାର୍ଯ୍ୟାଳୟରେ ତାଲା, ଛିଡ଼ା ହୋଇ ଫେରିଗଲେ ଅଧିକାରୀ

ଆନନ୍ଦପୁର,୨୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା କାର୍ଯ୍ୟାଳୟରେ ୨ଦିନ ହେଲା ତାଲା ଝୁଲୁଛି। ବୁଧବାର ଅପରାହ୍ନରୁ ଉପନଗରପାଳଙ୍କ ସମେତ ସମସ୍ତ କାଉନସିଲର ପୌର କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ପୌର ଅଧିକାରୀଙ୍କ ସମେତ କର୍ମଚାରୀ ଦ୍ୱିତୀୟ ଦିନରେ କାର୍ଯ୍ୟାଳୟକୁ…

ଭିକ୍କିଙ୍କ ସହ ସାରା ନୁହେଁ ନଜର ଆସିବେ ଏହି ସାଉଥ ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଏବେକାର ଆଗଧାଡିର ନାୟିକା ସାରା ଅଲି ଖାଁ ଶେଷ ଥର ପାଇଁ ଫିଲ୍ମ ‘ଅତରଙ୍ଗି ରେ ‘ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ନଜର ଆସିଥିଲେ । ଏବେ ଖବର ଆସିଛି କି ସାରାଙ୍କୁ ତାଙ୍କ ମଚ…

ଭାଇ ଦୁଜରେ ବିଷାକ୍ତ ଚା’ ପିଇ ୨ଭାଇଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ମୈନପୁରୀ,୨୭।୧୦: ଉତ୍ତରପ୍ରଦେଶର ମୈନପୁରୀରେ ଭାଇ ଦୁଜରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ତିଆରି ହୋଇଥିବା ଚା’ ପିଇ ୨ଶିଶୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ନଗଲା କହ୍ନି ଗ୍ରାମରେ ରହୁଥିବା ଶିବାନନ୍ଦନଙ୍କ…

ଦୀପିକାଙ୍କ ଫଟୋ ଶୁଟ୍‌ କଲେ କ୍ୟାଟ୍ରିନା, ପ୍ରଶଂସକ କହିଲେ ଏମିତି…

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର କରିଛନ୍ତି। ଯାହାକୁ କ୍ୟାଟ୍ରିନା କୈଫ୍‌ ଶୁଟ୍‌ କରିଛନ୍ତି। ଦୀପିକାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା…

ବାପା ହେବେ ବାହୁବଳୀର ଭଲ୍ଲାଲଦେବ

ମୁମ୍ବାଇ: ଫିଲ୍ମ ବାହୁବଳୀରେ ଭଲ୍ଲାଲଦେବ ଭୂମିକାରେ ଅଭିନୟ କରିଥିବା ରାଣା ଦଗୁବତୀ ବାପା ହେବାକୁ ଯାଉଛନ୍ତି। ହେଲେ ଏହାକୁ ନେଇ ଅଭିନେତା ଏବଂ ତାଙ୍କ ସ୍ତ୍ରୀ ମିହିକା ବଜାଜଙ୍କ ତରଫରୁ ସେମିତି କିଛି ଅଫିସିଆଲ ଘୋଷଣା କରାଯାଇନାହିଁ। ସୂଚନାଯୋଗ୍ୟ, ଏହି ଦମ୍ପତି…

ଋଷି ସୁନକଙ୍କୁ ଭେଟିଲେ କନିକା କପୁର

ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶେଷ ଭାବେ ଭାରତୀୟମାନେ ଋଷି ସୁନକଙ୍କୁ ନେଇ ଗର୍ବ କରିବା ସହ ଖୁବ୍ ଖୁସି ଅଛନ୍ତି ।…

ବିମାନରେ ମାଡ଼ ହେଲା ପକ୍ଷୀ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ,୨୭।୧୦: ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ମଝି ଆକାଶରେ ବିମାନ ସହ ଏକ ପକ୍ଷୀ ମାଡ ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଏହାର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଫଳରେ ଯାତ୍ରୀ ଅଳ୍ପକେ ବିପଦରୁ ବର୍ତ୍ତିଛନ୍ତି।…

ସରକାରଙ୍କୁ ଘେରିବେ ଇମ୍ରାନ

ଇସଲାମାବାଦ,୨୭ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ (ପିଟିଆଇ) ଲାହୋରରୁ ଇସଲାମାବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପଦଯାତ୍ରା ଶୁକ୍ରବାର ଲାହୋରରୁ ଆରମ୍ଭ ହେବ ଏବଂ…

ବଡ଼ ଆକ୍ରମଣ ଯୋଜନା ପଣ୍ଡ

ଶ୍ରୀନଗର,୨୭।୧୦: ଜମ୍ମୁକଶ୍ମୀରରେ ଏକ ବଡ ଆକ୍ରମଣ ଷଡଯନ୍ତ୍ର ସୁରକ୍ଷା ବାହିନୀ ଦ୍ୱାରା ପଣ୍ଡ ହୋଇଛି। ଜମ୍ମୁର ରେଳ ଷ୍ଟେଶନ ପରିସରରେ ଥିବା ଏକ ଡ୍ରେନ ନିକଟରେ ୧୮ଟି ଡିଟୋନେଟର ଏବଂ କିଛି ତାର ଥିବା ଏକ ସନ୍ଦିଗ୍ଧ ବ୍ୟାଗ ମିଳିଛି। ଏହା…

ନଟ୍‌ଆଉଟ୍‌ ଥିଲେ କେ.ଏଲ୍‌. ରାହୁଲ; ହେଲେ ନେଲେନାହିଁ ରିଭ୍ୟୁ

ନୂଆଦିଲ୍ଲୀ,୨୭।୧୦: ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର-୧୨ ଚରଣର ଦ୍ୱିତୀୟ ମ୍ୟାଚ୍‌ ଖେଳିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭରେ ଉପଅଧିନାୟକ ତଥା ଓପନର କେ.ଏଲ୍‌. ରାହୁଲ ପୁଣିଥରେ ଫ୍ଲପ୍‌ ହୋଇଛନ୍ତି। ମାତ୍ର…

ବିଜୟଙ୍କୁ ବିବାହିତ କହିଲେ ଜାହ୍ନବୀ!

ବମ୍ବେ: କହୁ କହୁ ବଡ଼ କଥା କହିଦେଲେ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର। ଏକଦା ନିଜର କ୍ରସ ବୋଲି ସେ ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାମ ନେଇଥିଲେ। ହେଲେ ଏବେ ସ୍ବୟମ୍ବର କଥା ପଡ଼ୁ ପଡ଼ୁ ତାଙ୍କୁ ବିବାହିତ ବୋଲି…

ଇଡିକୁ ଏଫ୍‌ଆଇଆର୍‌ କପି ହସ୍ତାନ୍ତର କଲା ପୋଲିସ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଜେଲ୍‌ରେ ଅଛନ୍ତି। ବର୍ତ୍ତମାନ ଏହି ମାମଲାକୁ ନେଇ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଖୋଡତାଳ କରୁଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?