Home Left

ଇଡି ଅଧିକାରୀଙ୍କ ପଛରେ ପଶ୍ଚିମବଙ୍ଗ ପୋଲିସ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ପଶ୍ଚିମବଙ୍ଗରେ ଏକ ଶପିଂ ମଲ୍‌ର ମାଲିକଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ଆଦାୟ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ରାଞ୍ଚତ୍ର ଜଣେ ଓକିଲଙ୍କ ସହ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କ ସମ୍ପର୍କକୁ ନେଇ ଆରମ୍ଭ ହୋଇଛି…

ଅଣଦେଖାରେ ରହିଗଲା ଓଡ଼ିଶାର ଦାବି

ନୂଆଦିଲ୍ଲୀ,୧୦।୮: ଜୁଲାଇ ୧୮ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ଦିବସର ୪ଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୮ରେ ଶେଷ ହୋଇଛି। ହେଲେ ଏହି ଅଧିବେଶନ ଓଡ଼ିଶା ପାଇଁ ଫଳପ୍ରଦ ହୋଇପାରିଲା ନାହିଁ। ଓଡ଼ିଶାର ଦାବିଗୁଡ଼ିକ ଅଣଦେଖା ହୋଇ ରହିଗଲା।…

ବୁଷ୍ଟର ଡୋଜ୍‌ ଭାବେ କୋର୍ବେଭାକ୍ସ ଟିକାକୁ ଖୁବ୍‌ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ,୧୦।୮(ପି.ଟି.): ବୁଷ୍ଟର ଡୋଜ୍‌ ଭାବେ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍‌ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛି। ପୂର୍ବରୁ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକା ନେଇଥିବା ସାବାଳକମାନଙ୍କୁ କୋର୍ବେଭାକ୍ସ ପ୍ରିକଶନ ଡୋଜ୍‌ ଭାବେ ଦିଆଯାଇପାରିବ ବୋଲି…

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନ୍ୟୁୟର୍କରେ ବିଶେଷ ଆୟୋଜନ

ନ୍ୟୁୟର୍କ,୧୦ ।୮: ଭାରତର ମହା ବାଣିଜ୍ୟ ଦୂତାବାସ ନ୍ୟୁୟର୍କରେ ଇଣ୍ଡୋ-ଆମେରିକାନ ଆର୍ଟ କାଉନସିଲ ସହ ‘ଆଜାଦିକା ଅମୃତ ମହୋତ୍ସବ’କୁ ନେଇ ଏକ ମହୋତ୍ସବ ଆୟୋଜନ କରାଯାଇଛି । ତେବେ ଭାରତର ୭୫ ତମ ସ୍ୱାଧିନତା ଦିବସ ପୂର୍ତ୍ତି ଅବସରରେ ଏଠାରେ ସାଂସ୍କୃତିକ…

ଚାଇନାରେ ନୂଆ ଭୂତାଣୁ

ବେଜିଂ, ୧୦ା୮: ଚାଇନାରେ ଶାନ୍‌ଡୋଙ୍ଗ୍‌ ଏବଂ ହେନାନ ପ୍ରଦେଶରେ ନୂଆ ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଛି। ଏହାର ନାଁ ଲାଙ୍ଗ୍ୟା ହେନିପାଭାଇରସ୍‌ (ଲେଭି)। ଏଥିରେ ଅଦ୍ୟାବଧି ୩୫ ଜଣ ସଂକ୍ରମିତ ହୋଇଛନ୍ତି। ଏ ନେଇ ତାଇଓ୍ବାନ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ…

୬ ଗୁଣ ମୃତ୍ୟୁ ଆଶଙ୍କା ବଢ଼ାଇବ ରାତିର ତାତି

ନୂଆଦିଲ୍ଲୀ,୧୦।୮: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ରାତି ବେଳା ତାପମାତ୍ରା ବୃଦ୍ଧି ପାଉଛି। ଫଳରେ ସ୍ବାଭାବିକ ନିଦ୍ରାରେ ବ୍ୟାଘାତ ଘଟୁଛି। ରାତି ତାପମାତ୍ରା ବୃଦ୍ଧି ଯୋଗୁ ଭବିଷ୍ୟତରେ ଲୋକଙ୍କ ମୃତ୍ୟୁ ଆଶଙ୍କା ୬ ଗୁଣ ବଢ଼ାଇପାରେ ବୋଲି ଏକ ନୂତନ ଅଧ୍ୟୟନରେ…

ବର୍ଷକରେ ୨୬ ଲକ୍ଷ ବଢ଼ିଛି ମୋଦିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜସ୍ବ ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ୨୬.୧୩ ଲକ୍ଷ ଟଙ୍କା ବୃଦ୍ଧି ପାଇ ୨ କୋଟି ୨୩ ଲକ୍ଷ ୮୨ ହଜାର ୫୦୪ ଟଙ୍କାରେ ପହଞ୍ଚତ୍ଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ନଗଦ ୩୫,୨୫୦ ଟଙ୍କା ରହିଥିବାବେଳେ ପୋଷ୍ଟ…

ଯୁକ୍ତ୩ ନାମଲେଖା: ନିଅଣ୍ଟ ପଡ଼ିବ ସିଟ୍‌

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ଯୁକ୍ତ୩ରେ ନାମଲେଖା ପାଇଁ ସିଟ୍‌ ନିଅଣ୍ଟ ପଡ଼ିପାରେ। କାରଣ ଚଳିତବର୍ଷ ଯୁକ୍ତ୨ ପାସ୍‌ ହାର ତୁଳନାରେ ରାଜ୍ୟର ପ୍ରମୁଖ ଡିଗ୍ରୀ କଲେଜଗୁଡିକରେ ସିଟ୍‌ କମ୍‌ ରହିଛି। ତେଣୁ ଯୁକ୍ତ୩ରେ ସିଟ୍‌ ସଂଖ୍ୟାକୁ ବୃଦ୍ଧି କରା…

ମୋଦିଙ୍କୁ ଛାଡ଼ିଲେ ନୀତୀଶ

ପାଟନା/ନୂଆଦିଲ୍ଲୀ,୧୦ା୮(ପି.ଟି./ଆଇଏଏନ୍‌ଏସ୍‌): କିଛି ମାସ ତଳୁ ଯାହା ଆକଳନ କରାଯାଉଥିଲା, ଏବେ ତାହା ସତ ପ୍ରମାଣିତ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଛାଡ଼ିଦେଇଛନ୍ତି। ସେ ଭାଜପା ସହ ସମ୍ପର୍କ ଛିନ୍ନ କରି ପୁରୁଣା ସାଥୀ ରାଷ୍ଟ୍ରୀୟ…

କ୍ରିମିଆରେ ବଡ ଧରଣର ବିସ୍ଫୋରଣ, ଦୋହଲିଗଲା ରୁଷିଆ ଏୟାର ବେସ

କ୍ୱିଭ,୧୦ ।୮: କ୍ରିମିଆରେ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ଏକ ରୁଷିଆ ଏୟାର ବେସରେ କିଛି ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଜଣାପଡିଛି । ରୁଷିଆ ଦ୍ୱାରା ନିଯୁକ୍ତ କ୍ଷେତ୍ରୀୟ ପ୍ରଶାସନର ମୁଖ୍ୟ କହିଛନ୍ତି ଏକ ମିଲିଟାରୀ ବେସରେ ହୋଇଥିବା ବିସ୍ଫୋରଣରେ ଜଣଙ୍କର…

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହୋଇଛି ୩୭୫ ସଂକ୍ରାମକ ରୋଗ, ୨୧୮ ରୋଗ ବିପଜ୍ଜନକ…

ଲଣ୍ଡନ, ୯।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ୩୭୫ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୧୮ଟି ରୋଗ ବିପଜ୍ଜନକ ବୋଲି ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନେଚର ପତ୍ରିକାରେ ଏହା ପ୍ରକାଶିତ ହୋଇଛି। ଓ୍ବିକ୍ସୋନ୍ସିନ୍‌…

ଘନୀଭୂତ ହେଲା ଲଘୁଚାପ: ଆଉ ୧୨ ଘଣ୍ଟା ପ୍ରବଳ ବର୍ଷିବ, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର,୯ା୮(ବ୍ୟୁରୋ)-ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଅବପାତ (ଡିପ୍ରେସନ)ରେ ପରିଣତ ହୋଇଛି। ଏଥିଯୋଗୁ ଆସନ୍ତା ୧୨ ଘଣ୍ଟା ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri