ମୋଦିଙ୍କୁ ଛାଡ଼ିଲେ ନୀତୀଶ
ପାଟନା/ନୂଆଦିଲ୍ଲୀ,୧୦ା୮(ପି.ଟି./ଆଇଏଏନ୍ଏସ୍): କିଛି ମାସ ତଳୁ ଯାହା ଆକଳନ କରାଯାଉଥିଲା, ଏବେ ତାହା ସତ ପ୍ରମାଣିତ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଛାଡ଼ିଦେଇଛନ୍ତି। ସେ ଭାଜପା ସହ ସମ୍ପର୍କ ଛିନ୍ନ କରି ପୁରୁଣା ସାଥୀ ରାଷ୍ଟ୍ରୀୟ…
କ୍ରିମିଆରେ ବଡ ଧରଣର ବିସ୍ଫୋରଣ, ଦୋହଲିଗଲା ରୁଷିଆ ଏୟାର ବେସ
କ୍ୱିଭ,୧୦ ।୮: କ୍ରିମିଆରେ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ଏକ ରୁଷିଆ ଏୟାର ବେସରେ କିଛି ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଜଣାପଡିଛି । ରୁଷିଆ ଦ୍ୱାରା ନିଯୁକ୍ତ କ୍ଷେତ୍ରୀୟ ପ୍ରଶାସନର ମୁଖ୍ୟ କହିଛନ୍ତି ଏକ ମିଲିଟାରୀ ବେସରେ ହୋଇଥିବା ବିସ୍ଫୋରଣରେ ଜଣଙ୍କର…
ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହୋଇଛି ୩୭୫ ସଂକ୍ରାମକ ରୋଗ, ୨୧୮ ରୋଗ ବିପଜ୍ଜନକ…
ଲଣ୍ଡନ, ୯।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ୩୭୫ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୧୮ଟି ରୋଗ ବିପଜ୍ଜନକ ବୋଲି ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନେଚର ପତ୍ରିକାରେ ଏହା ପ୍ରକାଶିତ ହୋଇଛି। ଓ୍ବିକ୍ସୋନ୍ସିନ୍…
ଘନୀଭୂତ ହେଲା ଲଘୁଚାପ: ଆଉ ୧୨ ଘଣ୍ଟା ପ୍ରବଳ ବର୍ଷିବ, ଜାରି ହେଲା ଓ୍ବାର୍ନିଂ
ଭୁବନେଶ୍ୱର,୯ା୮(ବ୍ୟୁରୋ)-ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଅବପାତ (ଡିପ୍ରେସନ)ରେ ପରିଣତ ହୋଇଛି। ଏଥିଯୋଗୁ ଆସନ୍ତା ୧୨ ଘଣ୍ଟା ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ…
ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ବିନା ପରେଡରେ ହେବ ପତାକା ଉତ୍ତୋଳନ
ଭୁବନେଶ୍ୱର,୯ା୮(ବ୍ୟୁରୋ)-ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପରେଡ ହେବ ନାହିଁ । ରାଜ୍ୟରେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ମଙ୍ଗଳବାର ଅନୁଷ୍ଠିତ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପରେଡ ନ ହେଲେ…
କି ଭୁଲ କରିଦେଲେ ସଞ୍ଜୁ…
ନୂଆଦିଲ୍ଲୀ,୯।୮: ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଲାଗି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏଥିରେ ପୂର୍ବ ଅଧିନାୟକ ବିରାଟ କୋହଲି ଏବଂ କେଏଲ୍ ରାହୁଲଙ୍କୁ ସୁଯୋଗ ମିଳିଛି। ହେଲେ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍, ଈଶାନ…
୭ ବର୍ଷ ବୟସରେ ଅପହରଣ, ୯ ବର୍ଷ ପରେ ଫେରିଲେ: ଭାବୁକ କରିବ ‘କେସ୍ ନଂ ୧୬୬’ର କାହାଣୀ
ବମ୍ବେ,୯।୮: କେସ୍ ନଂ ୧୬୬। ଏକ ୭ ବର୍ଷୀୟ ନାବାଳିକାର ନିଖୋଜ ହେବାର ଏହି ମାମଲା ଏବେ ଚର୍ଚ୍ଚାରେ। କାରଣ ବମ୍ବେର ଜଣେ ପୋଲିସ ଅଫିସର ନିଜ ଚାକିରିକାଳ ସମୟରେ ୧୬୫ ନିଖୋଜ ପିଲାଙ୍କୁ ଖୋଜିଥିଲେ ହେଁ ୧୬୬ ନଂ କେସ୍ରେ…
ରାଗ ସୁଝାଉଛନ୍ତି ଉର୍ଫି: ଏବେ କହିଲେ ‘ଚାହତ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ପ୍ରେମିକଙ୍କ ଉପରେ ଉଡାଉଛନ୍ତି ଟଙ୍କା’
ବମ୍ବେ: ସୋସିଆଲ ମିଡିଆ ସେନ୍ସେଶନ ଉର୍ଫି ଜାଭେଦଙ୍କ ପୋଷାକ ଉପରେ ଟିପ୍ପଣୀ ଦେବା ଟେଲି ଅଭିନେତ୍ରୀ ଚାହତ ଖନ୍ନାଙ୍କୁ ପଡ଼ିଛି ମହଙ୍ଗା। ଉଭୟଙ୍କ ମଧ୍ୟରେ ଏବେ କ୍ୟାଟ୍ଫାଇଟ୍ ଜାରି ରହିଛି। ଚାହତ ପ୍ରଥମେ ଉର୍ଫିଙ୍କୁ ଟ୍ରୋଲ କରିବା ପରେ ଏବେ ଉର୍ଫି…
ପୂର୍ବ ପ୍ରେମିକଙ୍କ ସହ ପାର୍ଟି; ହେଲେ ଲଳିତ ମୋଦିଙ୍କୁ ନେଇ କହୁନାହାନ୍ତି କିଛି…
ବମ୍ବେ: ପୂର୍ବ ପ୍ରେମିକଙ୍କ ସହ ମା’ଙ୍କ ଜନ୍ମଦିନ ପାଳି ଚର୍ଚ୍ଚାରେ ଅଭିନେତ୍ରୀ ସୁସ୍ମିତା ସେନ। ସୋମବାର ଅଭିନେତ୍ରୀଙ୍କ ମା’ ସୁଭ୍ରା ସେନ୍ଙ୍କ ୭୧ତମ ଜନ୍ମଦିନ ଥିଲା। ଏହି ଅବସରରେ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କୁ ନେଇ ଏକ ପାର୍ଟି ରଖାଯାଇଥିଲା। ସୁସ୍ମିତା…
କାର୍ ଦୁର୍ଘଟଣାରେ ଚାଲିଗଲା ଖ୍ୟାତନାମା ଅମ୍ପାୟାର ରୁଡି କର୍ଜନଙ୍କ ଜୀବନ
ନୂଆଦିଲ୍ଲୀ,୯।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ରୁଡି କର୍ଜନଙ୍କ ଏକ କାର୍ ଦୁର୍ଘଟଣାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୭୩ ବର୍ଷ ହୋଇଥିଲା। ପରିବାରରେ ତାଙ୍କର ସ୍ତ୍ରୀ ଏବଂ ୪ ସନ୍ତାନ ରହିଛନ୍ତି। ୧୯୯୦ରୁ ୨୦୧୦ ପର୍ଯ୍ୟନ୍ତ ସେ କ୍ରିକେଟର…
ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପତ୍ତି କେତେ…
ନୂଆଦିଲ୍ଲୀ,୯।୮: ମୋଟ ୨.୨୩ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷକରି ବ୍ୟାଙ୍କରେ ଜମା ଆକାରରେ ଏହି ଟଙ୍କା ରହିଛି। ତେବେ ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍ଓ) ପକ୍ଷରୁ ସୂଚନା ଦିଆଯାଇଛି। ପିଏମ୍ଓ ଓ୍ବେବ୍ସାଇଟ୍ରେ ଜାରି ଘୋଷଣା ମୁତାବକ,ପ୍ରଧାନମନ୍ତ୍ରୀ ନିଜର…
ପୁରୁଷୋତ୍ତମପୁରବ୍ଲକ ଜିଆରଏସ ନିଖୋଜ ଅଭିଯୋଗ
ପୁରୁଷୋତ୍ତମପୁର,୯/୮(ଡିଏନ୍ଏ)ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ସୋମବାର ରାତ୍ରରୁ ନିଖୋଜ ହୋଇଯାଇଛନ୍ତି। ଏଥିନେଇ ତାଙ୍କ ପତ୍ନୀ ଲିଜାରାଣି ପଣ୍ଡା ପୁରୁଷୋତ୍ତମ ପୁର ପୋଲିସରେ ଅଭିଯୋଗ ଜଣାଇଥିବା ନେଇ ବିଡିଓ ବିଜୟ କୁମାର…
Archives


